ଅଧାପନ୍ତରିଆ ଭାବେ ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କୁ ନେଇ ପ୍ରତିବାଦ "/>
-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
କଟକ କଲେଜ ଛକ ବ୍ରିଜ ଉପରେ ଏହି ହୋଡିଂ ଟ୍ରନିଂ ପଏଣ୍ଟରେ ଲାଗିବା ଦିନଠାରୁ ପ୍ରତେକ ଦିନ ଦୁର୍ଘଟଣା ଘଟିଚାଲିଛି । କାରଣ ଉଭୟ ପଟୁ ଗାଡି ଆସୁଥିବା କେହି କାହାରିକୁ ଦେଖିପାରିନଥାନ୍ତି ଯାହାଫଳରେ ପ୍ରତେକ ଦିନ ଦୁର୍ଘଟଣା ବଢି ଚଳଛି । ଏହି ଘଟଣା ସିଏମସି ର ବରିଷ୍ଠ ଅଧିକାରୀଙ୍କୁ ଟେଲି ଫୋନ ମାଧ୍ୟମରେ ଜଣାଇବା ସ୍ୱତ୍ତ୍ୱେ ------- କର୍ଣ୍ଣପାତ କରୁନଥିବା ଅଭିଯୋଗ କାରି ନିଜ ନାମକୁ ଗୋପନ ରଖି କୁହନ୍ତି ।