-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବିଶାଖାପାଟଣା-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରହଣି ଅନୁମୋଦିତ♦️ ଆନ୍ଦୋଳନ ପାଇଁ ଯାଇଥିଲେ ବିଜୟଉତ୍ସବ ପାଳିଲେ

22-May-2026



ବଲାଙ୍ଗୀର(ପ୍ରେରଣା ଖବର)-ଆଜି ପ୍ରଥମକରି ବିଶାଖାପାଟଣା ରୁ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନସେବା ଆରମ୍ଭ ହେଲା। କିନ୍ତୁ ବଲାଙ୍ଗୀର ଷ୍ଟେସନରେ ଏହି ଟ୍ରେନର ଷ୍ଟପେଜ୍ ନଥିଲା। ତେଣୁ କରି ଏହାକୁ ନେଇ ବଲାଙ୍ଗୀରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ରଲେଖି ବଲାଙ୍ଗୀର ଷ୍ଟପେଜ୍ ପାଇଁ ଦାବି କରିଥିଲେ । ଏପରିକି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି 

ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ବଲାଙ୍ଗୀରରେ ବିଶାଖାପାଟଣା-ନୂଆଦିଲ୍ଲୀ(୦୮୫୧୭) ଓ ନୂଆଦିଲ୍ଲୀ-ବିଶାଖାପାଟଣା (୦୮୫୧୮) ରହଣୀ ଦାବିନେଇ ଆଜି ଶହଶହ ସଂଖ୍ୟାରେ ଲୋକ ରେଳରୋକୋ କରିବାକୁ ରେଳ ଷ୍ଟେସନରେ ରୁଣ୍ଡ ହୋଇଥିଲେ। ବିଜୁଜନତା ଦଳର ନେତା ଓ କର୍ମୀଙ୍କ ସମେତ ବଲାଙ୍ଗୀର ରେଳ ଉପଭୋକ୍ତା ସଂଘ, ବଲାଙ୍ଗୀର ନାଗରିକ କମିଟି, ବଲାଙ୍ଗୀର ବ୍ରାହ୍ମଣସମାଜ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ଇତ୍ୟାଦିର ଶହଶହ କର୍ମକର୍ତ୍ତା ଆନ୍ଦୋଳନ ପାଇଁ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଲା ବେଳେ ରେଳବିଭାଗର ଅଧିକାରୀମାନେ ଏହି ଟ୍ରେନ ବଲାଙ୍ଗୀର ରେଳ ଷ୍ଟେସନରେ ୨ମିନିଟର ରହଣୀ ପାଇଁ ଅନୁମତି ପାଇଥିବା ସୂଚନା ଦେଇଥିଲେ। ଗତକାଲି ରାତିରେ ବିଧାୟକ କଳିକେଶଙ୍କ ପତ୍ରପାଇ ରେଳବିଭାଗ ଉପରମହଲକୁ ଯୋଗାଯୋଗ କରିଥିଲେ। ଶେଷରେ ଦୁଇମିନିଟର ଷ୍ଟପେଜ୍ ପାଇଁ ଅନୁମତି ମିଳିଥିଲା। ଫଳରେ ଆନ୍ଦୋଳନ ପାଇଁ ଯାଇ ଥିବା ସଂଗଠନମାନେ ମିଳିତ ଭାବରେ ବିଜୟଉତ୍ସବ ପାଳି ଥିଲେ। ବାଜାବଜାଇ, ନାଚି ଉତ୍ସବ ପାଳିଥିଲେ। ବଲାଙ୍ଗୀରବାସୀଙ୍କ ମିଳିତଦାବିକୁ ରେଳବିଭାଗ ସମ୍ମାନ ଜଣାଇ ଥିବାରୁ କୃତଜ୍ଞତା ଜଣାଇଥିଲେ। ତେବେ ବିଶାଖାପାଟଣା-ନୂଆଦିଲ୍ଲୀ (୦୮୫୧୭/୦୮୫୧୮) ଟ୍ରେନକୁ  ନୀୟମିତ ଚଳାଇବା ଓ ବଲାଙ୍ଗୀର ରେଳ ଷ୍ଟେସନରେ ଅନ୍ୟୁନ ୫ମିନିଟ ରହଣୀ କରିବାକୁ ବଲାଙ୍ଗୀର ଷ୍ଟେସନମ୍ୟାନେଜର ପି.ସି.ମିଶ୍ର ଙ୍କ ଜରିଆରେ କେନ୍ଦ୍ର ରେଳବିଭାଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆନ୍ଦୋଳନ ପାଇଁ ରେଳବିଭାଗର ଇଞ୍ଜିନିୟର ମନୋଜ ଓଝା,ବଲାଙ୍ଗୀର ଆଦର୍ଶଥାନାର ଆଇଆଇସି ଅବନୀ ସାହୁ, ଆରପିଏଫ ପୋଲିସ ଉପସ୍ଥିତ ରହି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଜିର ଏହି ଆନ୍ଦୋଳନରେ ବଲାଙ୍ଗୀର ବିଜୁଜନତା ଦଳର ରାଜ୍ୟ ସଂପାଦକ ଲକ୍ଷ୍ମଣ କୁମାର ମେହେର, ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ନଗର ସଭାପତି ଶମ୍ଭୁ ନାଗ, ବିଜେଡିଦଳର ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ, ବିଧୁଭୂଷଣ ତ୍ରୀପାଠୀ, ନରସିଂହ ବାଗ, ପ୍ରଦ୍ୟୁମ୍ନ ହୋତା, କାଉନସିଲରଗଣ, ଗୋଲାପ ବାଗ, ଶିବ ବେହେରା, ମୁନା ଖାନ, ବିଭୁତିଭୂଷଣ ମିଶ୍ର, ଲେଙ୍କା ସାହୁ, ଦେବଦତ୍ତ ବେହେରା, ଇରସାଦ ଆରାଖାନ, ଗଙ୍ଗାଧର ଚାନ୍ଦ, ଶତୃଘ୍ନ ନାଗ, ସନ୍ତୋଷ ଦନ୍ତା, ନାଗରିକ କମିଟିର ସଂପାଦକ ମଧୁସୂଦନ ନାଏକ,  ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାଏକ, ବ୍ରାହ୍ମଣ ସମାଜର ସଭାପତି ପ୍ରାଣବଲ୍ଲଭ ତ୍ରୀପାଠୀ,ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ, 

କିଶୋର ପୁରୋହିତ, ରେଳଉପଭୋକ୍ତା ସଂଘର ସଭାପତି ତରୁଣ କୁମାର ମିଶ୍ର, ଦିବାକର ହୋତା, ବିମଲ ଚକ୍ରବର୍ତ୍ତି, ଶିବ ରଥ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଘର ସଭାପତି ଉପେନ୍ଦ୍ର ନନ୍ଦ, ସଂପାଦକ ଗୋବିନ୍ଦଚନ୍ଦ୍ର ଶତପଥି, ଡିଷ୍ଟ୍ରିକ୍ଟ  ସିଭିଲ ସୋସାଇଟି ର ମନୋରଞ୍ଜନ ସାହୁ,  ଇଂ.ବେଲାର ସିଂଭୋଇ, ଅରୁଣ ନାଥ, ଗୋବିନ୍ଦ ମିଶ୍ର, ହରେକୃଷ୍ଣ ପଟେଲ, ସତର୍କ ଅନୁଷ୍ଠାନର କାହ୍ନା ଶତପଥି ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ/ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ବିଜୁଜନତା ଦଳ ପକ୍ଷରୁ ବିଶାଖାପାଟଣାରୁ ଆସିଥିବା ପାସେଞ୍ଜର ମାନଙ୍କୁ ଗ୍ଲୁକୋଜ ପାନୀୟ ବଣ୍ଟନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like