-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ବିଶେଷ

ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ

07-Feb-2021



(ପ୍ରେରଣା ଖବର ବ୍ୟୁରୋ) :ଆଜି ରୋଜ୍‌ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି।

ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା

ରୋଜ୍‌ ଡେ (ଫେବ୍ରୁଆରୀ -୭): ଏହି ଦିନରୁ ଭାଲେନ୍‌ଟାଇନ୍ସ ୱିକ୍ ଆରମ୍ଭ ହୋଇଥାଏ। ରୋଜ ଡେ’ ରେ। ପ୍ରେମୀଯୁଗଳ ଲାଲ୍ ଗୋଲାପ୍ ଦେଉଥିବା ବେଳେ ସାଙ୍ଗମାନେ ପରସ୍ପରକୁ ହଳଦିଆ ଗୋଲାପ ଦେଇ ଥାଆନ୍ତି। ସେହିଭଳି ଏହି ଦିନରେ ବିଭିନ୍ନ ସମ୍ପର୍କ ପାଇଁ ଭିନ୍ନ ରଙ୍ଗର ଗୋଲାପ ଦିଆଯାଇଥାଏ।

ପ୍ରପୋଜ୍‌ ଡେ(ଫେବ୍ରୁଆରୀ-୮): ଭାଲେନ୍‌ଟାଇନ୍ସ ସପ୍ତାହର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ୍‌ ଡେ। ଏହି ଦିନରେ କପଲ୍‌ସମାନେ ପରସ୍ପରକୁ ପ୍ରପୋଜ୍‌ କରିଥାନ୍ତି। ଏଥର ପ୍ରପୋଜ୍‌ ଡେ ସୋମବାର ପଡ଼ୁଛି।

ଚକୋଲେଟ୍ ଡେ( ପେବ୍ରୁଆରୀ-୯): ରୋଜ୍‌ ଡେ’ରେ ଗୋଲାପ ଦେଇ ପ୍ରପୋଜ୍‌ କରିବା ପରେ ଚକୋଲେଟ୍ ଡେ’ରେ ସମସ୍ତେ ସମସ୍ତଙ୍କୁ ଶ୍ରଦ୍ଧାରେ ଚକୋଲେଟ୍‌ ଦିଅନ୍ତି।

ଟେଡି ଡେ(ଫେବ୍ରୁଆରୀ-୧୦): ଏହି ଦିନରେ କପଲ୍‌ ପରସ୍ପରକୁ ଟେଡି ଗିଫ୍ଟ କରନ୍ତି। ଏଥିପାଇଁ ବଜାରରେ ବିଭିନ୍ନ ସାଇଜ୍‌ରେ ଟେଡି ବିକ୍ରି ହୋଇଥାଏ।

ପ୍ରମିଜ୍‌ ଡେ (ଫେବ୍ରୁଆରୀ-୧୧): ଗୁଲାବ, ପ୍ରପୋଜ୍‌,ଚକୋଲେଟ୍‌ ଆଉ ଟେଡି ଦେବା ପରେ ଆସିଥାଏ ପ୍ରମିଜ୍‌ ଡେ, ମାନେ ପ୍ରତିଶ୍ରୁତିର ଦିନ। ଏହି ଦିନରେ ଭଲପାଉଥିବା ହୃଦୟମାନେ ପରସ୍ପରର ହୋଇ ରହିବାକୁ ପ୍ରତିଜ୍ଞା କରନ୍ତି।

ହଗ୍‌ ଡେ(ଫେବ୍ରୁଆରୀ-୧୨): ଏହି ଦିନରେ କପଲ୍‌ମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି। ଭଲପାଇବା ବାଣ୍ଟିବା ସହିତ ମନ କଥା ଶେୟାର କରନ୍ତି।

କିସ୍ ଡେ (ଫେବ୍ରୁଆରୀ ୧୩):  ଭାଲେଣ୍ଟାଇନ୍‌ର ସପ୍ତମ ଦିନଟିକୁ କିସ୍‌ ଡେ ବା ଚୁମ୍ବନ ଦିବସ ଭାବରେ ପାଳନ କରାଯାଏ। ଏହି ଦିନରେ ସମ୍ପର୍କରେ ମଜଭୁତ୍ କରିବା ପାଇଁ ଜଣେ ଅନ୍ୟ ଜଣକୁ କିସ୍ କରିଥାଏ।

ଭାଲେଣ୍ଟାଇନ୍ ଡେ (ଫେବ୍ରୁଆରୀ ୧୪): ସପ୍ତାହର ଶେଷ ଦିନ, ମାନେ ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ ଭାବରେ ପାଳନ କରାଯାଏ।‌ ତୃତୀୟ ଶତାବ୍ଦୀର ରୋମାନ ସେଣ୍ଟ ଭାଲେଣ୍ଟାଇନ୍‌ଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଏ। ଏହି ଦିନଟି ପ୍ରେମ ଓ ସମ୍ପର୍କରେ ପ୍ରତିବଦ୍ଧତାର ଦିବସ। ଏହି ଦିନ ସେଣ୍ଟ ଭାଲେଣ୍ଟାଇନ୍‌ ପ୍ରେମ ପାଇଁ ବଳିଦାନ ଦେଇଥିଲେ। ସେହିଦିନ ଠାରୁ ଭେଲେଣ୍ଟାଇନ୍ ଡେ ପାଳନ କରାଯାଉଛି ବୋଲି ବିଶ୍ୱାସ କରାଯାଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like