-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
07-Feb-2021
ପୁରୀ(ପ୍ରେରଣା ଖବର ବ୍ୟୁରୋ): ପୁରୀ ସେକ୍ସ ରାକେଟ୍ ଠାବ। ପୁରୀ ବଡ ଦାଣ୍ଡସ୍ଥିତ ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜ୍ରେ ଚଢ଼ାଉ କରିଛି ପୋଲିସ। ଏହି ଲଜ୍ରେ ଦୀର୍ଘଦି ହେବ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ରହିଛି। ଏ ସଂପର୍କରେ ପୋଲିସ ଖବର ପାଇବା ପରେ ଅତର୍କିତ ଭାବେ ଲଜରେ ଚଢ଼ାଉ କରିଛି। ୨ ଜଣ ଯୁବତୀ ଏବଂ ଜଣେ ଯୁବକକୁ ପୋଲିସ ଗିରଫ କରିଛି।