-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
07-Feb-2021
ପୁରୀ (ପ୍ରେରଣା ଖବର) -ପୁରୀ ସ୍ପେଶାଲ ବ୍ରାଞ୍ଚ ଅଫିସ ସମ୍ମୁଖରୁ ଲୁଟ | ପୁରୀ ମଧୁବନ ଅଂଚଳର କଲ୍ୟାଣୀ ମିଶ୍ର ନିଜ ପରିବାର ସହ ଅଟୋ ରେ ନୀଳାଦ୍ରି ବିଚ ବୁଲିବାକୁ ଯାଉଥିବା ବେଳେ ଦୁଇଜଣ ଦୁର୍ବୁର୍ତ୍ତ ସ୍କୁଟିରେ ଆସି ଝାମ୍ପି ନେଲେ ପର୍ସ | ପର୍ସ ରେ 30ହଜାର ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ ଡକୁମେଣ୍ଟ ରହିଥିଲା | ଏନେଇ ପୁରୀ ସମୁଦ୍ରକୁଳ ଥାନାରେ ଏତଲା |