-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||     

HOME   ରାଜ୍ୟ

ରାଜ୍ୟରେ ବଢୁଛି ନକଲି ସାମ୍ରାଜ୍ୟ : ଭୁବନେଶ୍ୱର ପରେ ଏବେ ନୀଳଗିରି ରେ ନକଲି କୋଲ୍ ଡ୍ରିଙ୍କସ୍, ଗାଉଁଲି ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି ଡିଷ୍ଟ୍ରିବ୍ୟୁଟରସ୍

07-Feb-2021



ବାଲେଶ୍ଵର (ପ୍ରେରଣା ଖବର) :  ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏବେ ନକଲି ସାମଗ୍ରୀ ତଥା ଭେଜାଲ ବସ୍ତୁର ବିକ୍ରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସ୍ରୁଷ୍ଟି କରିଛି l କଣ୍ଟାବାଞ୍ଜିରେ ନକଲି ଔଷଧ ଠାରୁ ଆରମ୍ଭ କରି କଟକରେ ନକଲି ଡିଟରଯେଣ୍ଟ, ନକଲି  ଜର୍ଦ୍ଦl ପର୍ଯ୍ୟନ୍ତ ନକଲି କାରବାରକୁ  ଦେଖିଲେ ଜନସାଧାରଣ ଆତଙ୍କିତ ହେବା ସ୍ୱାଭାବିକ l ଏହି କ୍ରମରେ ଭୂବନେଶ୍ବର ପରେ ଏବେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେ ନକଲି କୋଲ୍ଡ ଡ୍ରିଙ୍କସ୍ ବଜାରରେ ବିକ୍ରୀ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି,। ଏ ନେଇ ଆଜି ଏକ ମାରୁତି ସୁଜୁକି ଓମିନି ଗାଡ଼ି (ORO1N2390)  ଗାଡ଼ିରେ sprint ଓ thunder ଆଦି ଲେଖା ଥିବା କୋଲ୍ଡ ଡ୍ରିଙ୍କସ୍ ଦେଖିବାକୁ ମିଳିଛି। ତେବେ ଗ୍ରୀଷ୍ମର ଅବକାଶ ହୋଇଥିବା ବେଳେ ବଢିଛି ମୃଦୁ ପାନୀୟର ଚାହିଦା l ନୀଳଗିରି ଅଞ୍ଚଳରେ ନାମୀ ଦାମୀ କମ୍ପାନୀର ଅବିକଳ ନକଲ  ଲଗାଇ ଜଣେ କୋଲ୍ଡ ଡ୍ରିଙ୍କସ୍  ଦିଷ୍ଟିବୁଟର ଦୋକାନୀ ମାନଙ୍କୁ ଅଧିକ ମୁନାଫା ଦେବା କହୁଥିଲେ। ପରବର୍ତୀ ସମୟରେ ଆମ ପ୍ରତିନିଧି ଯେତେବେଳେ ଦିଷ୍ଟିବୁଟର ଙ୍କୁ ପଚାରିଲେ  ସେତେବେଳେ ସପ୍ଲାୟର ବାଟ ହୁଡ଼ି ଚାଲିଯିବାକୁ ବସିଥିଲେ l ଯଦି ତାଙ୍କ ଉତ୍ପାଦ ସଠିକ ଏବଂ ତାଙ୍କ ପାଖରେ ବୈଧ କାଗଜପତ୍ର ଅଛି ତାହେଲେ ସେ ସନ୍ତର୍ପଣରେ ପଳେଇ ଯିବାକୁ ଉଦ୍ୟମ କରୁଥିଲେ କାହିଁକି ? ଯଦି ତାଙ୍କ ଉତ୍ପାଦ ସଠିକ ତାହେଲେ ସେ ଅନ୍ୟ ନାମୀ ଦାମୀ କମ୍ପାନୀର ଅବିକଳ ନକଲ କାହିଁକି କରୁଛନ୍ତି ? ଯେମିତିକି sprite ଜାଗାରେ sprint ଓ Thumsup ଜାଗାରେ thunder ଉପ ଆଦି ! ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା, ସେମାନେ ନୀଳଗିରିରେ ସହରରେ କୋଉଠି ବିତରଣ ନ କରି  ଗ୍ରାମାଞ୍ଚଳକୁ ଟାର୍ଗେଟ କରିଛନ୍ତି l ଦୋକାନୀ ମାନଙ୍କୁ ଅଧିକ ମୁନାଫାର ଲୋଭ ଦେଖେଇ କରୁଛନ୍ତି ଏହି ନକଲି ମୃଦୁପାନୀୟର ବ୍ୟବସାୟ l     

 ସମାନ ପ୍ରାୟ ଦୃଶ୍ୟମାନ ହେଉଥିବା ଏହି ନକଲି ମୃଦୁ ପାନୀୟ କୁ ଗ୍ରାମାଞ୍ଚଳର ଗ୍ରାହକ ମାନଙ୍କୁ ଅନାୟାସରେ ବୋକା ବନାଇ କରାଯାଉଛି ବ୍ୟବସାୟ l ତେବେ ନାମୀଦାମୀ କମ୍ପାନୀର ଉତ୍ପାଦ ଭଳି ଦୃଶ୍ୟମାନ ହେଉଥିବା ଏହି ନକଲି ମୃଦୁପାନୀୟ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ କି ନୁହେଁ ବିଚରା ଗାଉଁଲି ଗ୍ରାହକ ମାନେ ବୁଝିବାକୁ ଅକ୍ଷମ ଥିବା ବେଳେ ବେଶ ଆରାମରେ କାରବାର ଚଳାଇଛନ୍ତି ନକଲି ମୃଦୁ ପାନୀୟ ବ୍ୟବସାୟୀ ମାନେ । ତେବେ ଏ ନେଇ ସ୍ଥାନୀୟ ପ୍ରଶାସନର କେବେ ଦୃଷ୍ଟି ପଡୁଛି ତାର ଉପୋର ନଜର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026

You Might Also Like