-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||     

HOME   ଜିଲ୍ଲା

ଦଶମ ଶ୍ରେଣୀ ଛାତ୍ର ର ଜଳିଲା ଜୁଇ, ପିତାଙ୍କ ଦାବି ସରକାରୀ ପ୍ରୋତ୍ସାହନ

06-Feb-2021



ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) : ବିଦ୍ୟାଳୟ କୁ ପାଠପଢି ଯାଇ ଛାତ୍ର ର ଜଳିଲା ଜୁଇ | ମା କାନ୍ଦୁଛି ମୁଣ୍ଡ ପିଟି ମୋ ପୁଅ ମୋତେ ଠକି ଦେଲା | ବିଦ୍ୟାଳୟ ରୁ ଫେରି ପଖାଳ ଖାଇବାକୁ ପୁଅ ମା କରିଥିଲା ବାଇଗଣ ପୋଡା, ଟମାଟୋ ସେକା ହେଲେ ବାପା ପାଇଲେ ଖବର ବିଦ୍ୟାଳୟରେ ପୁଅର ଦେହ ହଠାତ ଖରାପ ହେଇଛି | ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଢୋଲମରା ଗ୍ରାମ ପଞ୍ଚାୟତ ର ବିପିନ ସ୍ୱାଇଁ ଙ୍କ ଜ୍ୟେଷ୍ଠ ପୁତ୍ର ରାଜେଶ ସ୍ୱାଇଁ ଗତ ଶୁକ୍ର ବାର ଦିନ ନିଜ ଗ୍ରାମର ଉଚ୍ଚ ବିଦ୍ୟାଳୟ ବାପୁଜୀ ବିଦ୍ୟାପୀଠ କୁ ପାଠ ପଢିବା ପାଇଁ ଯାଇ ଶବ ହୋଇ ଫେରିଲେ ମା କୋଳ କୁ | ବାପୁଜୀ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଙ୍କ ସୂଚନାମୁତାବକ ରାଜେଶ ଶ୍ରେଣୀ ଗୃହରେ ଏକ ଚୁମ୍ବକ ବଲ ଖେଳୁଥିବା ବେଳେ ହଠାତ ତଳେ ପଡିଯାଇଥିଲା | ସହପାଠୀ ମାନଙ୍କ କୋଳାହଳ ଶୁଣି  ଶିକ୍ଷକ ଶ୍ରେଣୀ ଗୃହରେ ପଂହଁଚି ରାଜେଶ ର ଗୁରୁତର ଅବସ୍ଥା ଦେଖି ପ୍ରଧାନ ଶିକ୍ଷକ ଙ୍କୁ ଖବର ଦେଇ ଆମ୍ବୁଲାନ୍ସ କୁ ଫୋନ କରିଥିଲେ | ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତ ବୁଦ୍ଧି ରେ ସେ ତାର ବାପା  ବିପିନ ସ୍ୱାଇଁ ଙ୍କୁ ଖବର ଦେବା ସହିତ ନିକଟସ୍ଥ ଢୋଲମରା ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଙ୍କୁ ଡାକି ରାଜେଶ ର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ | ବିଦ୍ୟାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନଥିବା ହେତୁ ମଧ୍ୟଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆମ୍ବୁଲାନ୍ସ ଆସି ପହଂଚିବାକୁ ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା | ଆମ୍ବୁଲାନ୍ସ ଯୋଗେ ରାଜେଶ କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳତା ଅନୁଭବ କରି ଡାକ୍ତର ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯିବା ପାଇଁ କହିଥିଲେ | ରାଜେଶ ସହିତ ତାର ବାପା ଏବଂ ଜଣେ ଶିକ୍ଷକ ଗଣିଆ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ ସତ ହେଲେ ତାର ଅସୁସ୍ଥତା ର ସଠିକ ତଥ୍ୟ ଦେଇପାରିନଥିବାରୁ ପ୍ରଧାନ ଶିକ୍ଷକ ଙ୍କ ଅନୁପସ୍ଥିତି କୁ ଡାକ୍ତର କ୍ଷୋଭ ପ୍ରକାଶ କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମାଲୋଚନା ର ପାତ୍ର ହୋଇଥିଲେ | କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଙ୍କ ସୂଚନା ମୁତାବକ ବିଦ୍ୟାଳୟ ରେ କର୍ମଚାରୀ ଙ୍କ ଅଭାବ ହେତୁ ସେ ରାଜେସ ସହିତ ଯାଇପାରିନଥିଲେ କିନ୍ତୁ ଚାରିଟା ସମୟରେ ବିଦ୍ୟାଳୟ ରୁ ବାହାରି ଗଣିଆ ପଂହଁଚି ଶୁଣିବାକୁ ପାଇଲେ ତାକୁ ନୟାଗଡ଼ ନିଆଯାଇଛି | ନୟାଗଡ଼ ରେ ରାଜେଶ କୁଡାକ୍ତର  ମୃତ ଘୋଷଣା କରିବାପରେ ବିଳମ୍ବିତ ସମୟ ହେତୁ ଶବ ବ୍ୟବଚ୍ଛେଦ ହୋଇ ପାରିନଥିଲା | ଶନିବାର ଦିନ ଶବ ବ୍ୟବଚ୍ଛେଦ ପରେ ଗାଁ କୁ ଫେରିଲା ରାଜେଶ ର ମୃତ ଶରୀର | ଢୋଲମରା ତଥା ଆଖପାଖ ଅଞ୍ଚଳ ଶନିବାର ଦିନ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ରାଜେଶ ର ଏହି ଆକସ୍ମିକ ଦୃଘଟଣା | ବିପିନ ଜଣେ ସାଧାରଣ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ଆଉ ଦୁଇଟି ଛୋଟ ଝିଅ ଅଛନ୍ତି | ପୁଅ କାନ୍ଧରେ ସେ ମଶାଣି କୁ ଯିବାର ସ୍ବପ୍ନ ଭାଙ୍ଗି ଯାଇଛି | ବାପ କାନ୍ଧରେ ପୁଅର ଶବ କୁ ଦେଖି ଗ୍ରାମବାସୀ ଙ୍କ ଆଖିରୁ ଝରିଲା ଅଶ୍ରୁଧାର | ବିପିନ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ବେଳେ ସରକାରୀ ପ୍ରୋତ୍ସାହନ ରାଶି ପାଇଁ ଦାବି କରିଛନ୍ତି | ଏ ବିଷୟରେ ସେ ଜିଲ୍ଲାପାଳ, ଡିଇଓ, ତହସିଲଦାର, ବିଇଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |  ତାଙ୍କ ପୁତ୍ର ର ମୃତ୍ୟୁ ର ସଠିକ ତଦନ୍ତ କରିବା ପାଇଁ ଖଣ୍ଡପଡା ଥାନା ରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି | 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026

You Might Also Like