-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
23-Apr-2026
ଅତାବିରା(ଆକାଶ ମିଶ୍ର)): ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଆଗାମୀ ୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବୀରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅତାବିରା ବଜାର ପ୍ରାଙ୍ଗଣରେ ହୋଇଥିବା କମିଟିରେ ଭୁବନ ପ୍ରଧାନ ସଭାପତି, ସଂପାଦକ ନରେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ବୃଦ୍ଧଦେବ ନନ୍ଦ ମନୋନିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ତ୍ରିଲୋଚନ ନାଏକ, ସୁବାଷ ବିଶ୍ବାଲ, ସୁଜିତ ପ୍ରଧାନ, ବି ପାପା ରାଓ, ସତ ବାବୁ, ସୁରେଶ କର୍ଣ୍ଣ, ସୁବାଷ ବିଶ୍ବାଲ, କେ ରାମବାବୁ, ଭି ସଂକ୍ରାନ୍ତୀ, କୁବେର ପ୍ରଧାନ, ମିଡ଼ିଆ ପ୍ରଭାରୀ ନରେନ୍ଦ୍ର ଦାଶ ରହିଛନ୍ତି। ବୈଠକରେ ରାଜେଶ ପ୍ରଧାନ, ଭି କ୍ରିଷ୍ଣା ରେଡ୍ଡି, ଜୟ ବାବୁ, ହରେରାମ ସ୍ବାଇଁ, ଦେବେନ୍ଦ୍ର ସାହୁ, ତ୍ରିଲୋଚନ ନାଏକ, ଅମୂଲ୍ୟ ସ୍ବାଇଁ, ଭରତ ମଲ୍ଲିକ, ସୁବାଷ ପ୍ରଧାନ, ଗୁରୁଦେବ ଭୋଇ, ସଂସାର ଭୋଇ, ଦଶରଥ ଭୋଇ, କିର୍ତ୍ତନ ବିଶ୍ବାଲ, ସୁରେନ୍ଦ୍ର କଠାର ପ୍ରମୁଖ ଉପସ୍ଥିତ ଥିଲେ।