-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||      ହାତୀ ବଞ୍ଚାଅ ଦିବସ ପାଳନ   (16-Apr-2026)       ||      କକଡାଗୁଡା ରେ ଗଣ୍ଡଗୋଳ ... ଟାଙ୍ଗିଆ ଚୋଟରେ ଜଣେ ଗୁରୁତ୍ୱର, "ସସିଆଲ ମିଡିଆରେ ଭିଡିଓ ଭାଇରାଲ"   (16-Apr-2026)       ||      ଛେଳି ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ, ଗୋଟିଏ ପିସ୍ତଲ ସହ ଗୁଳି ଜବତ   (16-Apr-2026)       ||     

HOME   ଜିଲ୍ଲା

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ

17-Apr-2026



(ରଂଜିତ ମହାନ୍ତି )
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟବରୀ, ଦୀର୍ଘ ଦିନ ଧରି ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ସୂଚନା ମୁତାବକ ଉକ୍ତ ପ୍ରାଣ ଚିକିତ୍ସାଳୟଟି ବରୀ ମାଉଣ୍ଡ ବଜାରର ରାସ୍ତା କଡ଼ରେ ଥିବାରୁ ରାସ୍ତା ଉପରେ ପ୍ରାଣୀମାନଙ୍କୁ, କ'ଣ ରହସ୍ୟ ରହିଛି ତାହା ସାଧାରଣରେ ସନ୍ଦେହ ଦହ ସୃଷ୍ଟି କରିଛି | ସରକାରଙ୍କ ତରଫରୁ ଅର୍ଥ ବିନିଯୋଗ କରାଯାଇ ଗୃହ ନିର୍ମାଣ ହୋଇଥିଲେ ହେଁ ଭଡ଼ାରେ ପ୍ରାଣୀ କାର୍ଯ୍ୟାଳୟ ଚାଲିବା ଏବଂ ଉକ୍ତ ଭଡ଼ା ଅର୍ଥ ସରକାର କରିବା ଉପରେ ସମ୍ପୃକ୍ତ ବିଭାଗର ନଜର ନ ପଡ଼ିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଚାପରେ ସମ୍ପୃକ୍ତ ବିଭାଗ ଚିକିତ୍ସା କରାଯିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବାର ନଜିର ରହିଛି । ସରକାରୀ ସ୍ତରରେ ଅର୍ଥ ମଞ୍ଜୁର ହୋଇ ପ୍ରାଣୀ ଚିକିତ୍ସାଳୟ ଗୃହନିର୍ମାଣ କାର୍ଯ୍ୟ ଶେ ଏହା କାର୍ଯ୍ୟକ୍ଷମ ନ ଶେଷ ହୋଇଥିଲେ ହେବା ଘଟଣା ଘଟଣା ପଛରେ ଚାପି ହୋଇ ସରକାରୀ ଗୃହ ଥାଇ ମଧ୍ୟ ଭଡ଼ାରେ ଗୃହ ନିଆଯାଇ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଉଛି ସେହି ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ବରୀ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   17-Apr-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   16-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026

You Might Also Like