-+91-9937148622 |

prerana_bgr@rediffmail.com |

  Friday 17th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||      ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା    (16-Apr-2026)       ||      *ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   (16-Apr-2026)       ||      *ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   (16-Apr-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ    (16-Apr-2026)       ||      ତୁରେକେଲା ବ୍ଳକସ୍ତରୀୟ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ   (16-Apr-2026)       ||      ସାମ୍ବାଦିକ ଭବନ ନିକଟରୁ ବାଇକ ଚୋରି    (16-Apr-2026)       ||      ବୁଢୀପଦାର ପଂଚାୟତ ପରିସରରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଦିବସ ପାଳନ   (16-Apr-2026)       ||      ହାତୀ ବଞ୍ଚାଅ ଦିବସ ପାଳନ   (16-Apr-2026)       ||      କକଡାଗୁଡା ରେ ଗଣ୍ଡଗୋଳ ... ଟାଙ୍ଗିଆ ଚୋଟରେ ଜଣେ ଗୁରୁତ୍ୱର, "ସସିଆଲ ମିଡିଆରେ ଭିଡିଓ ଭାଇରାଲ"   (16-Apr-2026)       ||      ଛେଳି ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ, ଗୋଟିଏ ପିସ୍ତଲ ସହ ଗୁଳି ଜବତ   (16-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ   (16-Apr-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

16-Apr-2026



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
 ଆର୍ଟସ୍ ଟେମ୍ପଲ୍ ସୁବର୍ଣ୍ଣପୁର ତାଇକୋଣ୍ଡୋ ଏବଂ ଓଡ଼ିଶା ତାଇକୋଣ୍ଡୋ ଓ ଇଣ୍ଡିଆ ତାଇକୋଣ୍ଡୋ ଦ୍ଵାରା ଅନୁବନ୍ଧିତ ଓଡ଼ିଶା ର ଏକମାତ୍ର ସଂସ୍ଥା ର ମିଳିତ ଆନୁକୁଲ୍ୟରେ ବିଭିନ୍ନ ତାଇକୋଣ୍ଡୋ କ୍ରୀଡା କୁ ନେଇ ସୁବର୍ଣ୍ଣପୁରରେ ଆଜି ଏକ ଐତିହାସିକ କଲର୍ ବେଲ୍ଟ ପରୀକ୍ଷା ଏବଂ ଜିଲ୍ଲା ସ୍ତରୀୟ ଅଫିସିଆଲ୍ ତାଇକୋଣ୍ଡୋ ସିଲେକ୍ସନ ଟ୍ରାଏଲ୍ ଅନୁଷ୍ଠିତ  ହୋଇଯାଇଛି । ଓଡ଼ିଶା ତାଇ କୋଣ୍ଡୋ ର ସମ୍ପାଦକ ଚିନ୍ମୟ ବେହେରା ଙ୍କ ସହଯୋଗରେ ମୁଖ୍ୟ ପରୀକ୍ଷକ ଭାବେ ମାଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କର କଳା ନୌପୁଣ୍ୟତା ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ତାଇକୋଣ୍ଡୋ ଶାଖା ସମ୍ପାଦକ ଓ ଆର୍ଟସ୍ ଟେମ୍ପଲ୍ ସୁବର୍ଣ୍ଣପୁରର ମୁଖ୍ୟ କୋଚ୍ ମାଷ୍ଟର ସୁଶାନ୍ତ କୁମ୍ଭାର ଉକ୍ତ ପରୀକ୍ଷାରେ ସହଯୋଗ କରିଥିଲେ । ଆର୍ଟ୍ସ ଟେମ୍ପୁଲ ବୌଦ୍ଧ ରୁ ମାଷ୍ଟର ସୁଧୀର କୁମାର ବାରିକ୍, କାନସିନ୍ କାଇ ବ୍ଲାକ ବେଲ୍ଟ ଡିଗ୍ରୀଧାରୀ ଶଙ୍କର ପ୍ରସାଦ ନାଏକ, ସୂର୍ଯ୍ୟ କୁମାର ରଣା, ବୃନ୍ଦାବନ ଭୋଇ, ମିଲନ କୁମାର ଦାସ, ଅଭିଷେକ ନାଏକ ଆସି ସହଯୋଗ କରିଥିଲେ।
ଆଜିର ଏହି ଶିବିରରେ  ୪ ଜଣ ଗ୍ରୀନ୍ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଦିବ୍ୟାଂଶ ସାହୁ, ସ୍ମୃତିଶ୍ରୀ ମିଶ୍ର, ସାଇ ସ୍ଵରୂପ ମିଶ୍ର ଓ ସୁନ୍ଦର ଜଗତ ଓ ୬ ଜଣ ଗ୍ରୀନ୍‌  ସିନିୟର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ହେଲେ ଓମ୍ ସ୍ମୃତି ରଞ୍ଜନ ନାୟକ,ସ୍ମୃତି କୁମ୍ଭାର , କାବ୍ୟା ମେହେର, ସୁହାନା ଜଗଦଲା, 2-Sruti ସାହୁଲ ଖୁରା, ଅନମୋଲ ମିଶ୍ର ଓ ୯ ଜଣ ୟେଲୋ ବେଲ୍ଟ ରେ ସର୍ବଶ୍ରୀ  ପ୍ରତ୍ୟାଶା ବେହେରା, ବ୍ରଜକିଶୋର ବାଘ, ବାଳଗୋପାଳ ବାଘ, ସମୀକ୍ଷା ପାଲ , ଜୟଲକ୍ଷ୍ମୀ ମିର୍ଦ୍ଧା, ଓମ୍ ପରିମିତା ମିର୍ଦ୍ଧା ,ସାଇ ସାଧ୍ୱୀ, ସାଇ ଇଭାନ , ଆଧିରା ମହାପାତ୍ର  ପ୍ରମୁଖ ଉତ୍ତିର୍ଣ୍ଣ ହୋଇଥିଲେ।ଓଡ଼ିଶା ତାଇକୋଣ୍ଡୋ ତରଫରୁ ଵେଲ୍ଟ ଓ ପ୍ରମାଣ ପତ୍ର  ଉପସ୍ଥିତ ଅତିଥି,ଅଭିଭାବକ ଓ ପୁରାତନ ଛାତ୍ର ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ଶେଷରେ ସୁବର୍ଣ୍ଣପୁର ତାଇକୋଣ୍ଡୋ ସଭାପତି ଅଭିଷେକ ନାୟକ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ । ପ୍ରକାଶ ଯୋଗ୍ୟ ଯେ ଜିଲ୍ଲା ସ୍ତରୀୟ ଅଫିସିଆଲ୍ ତାଇକୋଣ୍ଡୋ ସିଲେକ୍ସନ ଟ୍ରାଏଲ୍ ମାଧ୍ୟମରେ ୧୦ ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତରଫ ରୁ ରାଜ୍ୟସ୍ତରରେ ପ୍ରତିନିଧିତ୍ଵ କରିବା ନେଇ ଚୟନକର୍ତ୍ତା ମାନେ ମତାମତ ଦେଇଛନ୍ତି। ସେହିପରି ଜେ ଏନ୍ ଇଣ୍ଡୋର ଷ୍ଟାଡିୟମରେ କଟକ ରେ ୨୦୨୬ ବର୍ଷ ପାଇଁ ଏପ୍ରିଲ  ୨୮-୩୦  ତାରିଖ ପର୍ଯ୍ୟନ୍ତ ୫ମ ଓଡ଼ିଶା ତାଇକାଣ୍ଡୋ ରାଜ୍ୟ ଚାମ୍ପିଅନସିପ  ଆୟୋଜିତ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   17-Apr-2026
  ଜିଲ୍ଲା  
ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   17-Apr-2026
  ଜିଲ୍ଲା  
ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   17-Apr-2026
  ଜିଲ୍ଲା  
ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   16-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   16-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   16-Apr-2026
  ଜିଲ୍ଲା  
ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି   16-Apr-2026
  ଜିଲ୍ଲା  
ବଲାଙ୍ଗୀର “ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଚେତନତା ପଦଯାତ୍ରା   16-Apr-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉତ୍ସଵ*-   16-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କ ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କୁ ଅଚାନକ ପରିଦର୍ଶନ*- *ଶିକ୍ଷକ ଓ କର୍ମଚାରୀ ଛାନିଆଁ*-   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୂତନ ରଙ୍ଗ, ନୂତନ ଢଙ୍ଗରେ କଳାକୃତିରେ ସୁସଜ୍ଜିତ, ଏହି କାର୍ଯ୍ୟାଳୟ ଲୋକଙ୍କ ପାଇଁ, ଓଡ଼ିଶା ମଧ୍ୟ କଳାକୃତି ରାଜ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ   16-Apr-2026

You Might Also Like