-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ପୁଇଁତଲା(ପ୍ରେରଣା ଖବର): ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡା କୃଷ୍ଣଚୂଡ଼ା ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ହାତୀ ବଞ୍ଚାଅ ଦିବସ ପାଳନ କରାଯାଇଥିଲା l
ଭାରତରେ ହାତୀମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ତେଣୁ ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କ କର୍ତବ୍ୟ, ସେମାନଙ୍କ ପ୍ରତି ସହାନୁଭୂତି ହେବା, ତାଙ୍କପ୍ରତି ଖାଦ୍ୟ ତଥା ଜଳ ଉପଲବ୍ଧ କରିବାକୁ ପଡିବ l ସଭାରେ ଶିକ୍ଷୟିତ୍ରୀ ଶ୍ରୀମସୂତା ମଲ୍ଲିକ ଓ ଅପର୍ଣ୍ଣା ପଟେଲ ଉପସ୍ଥିତ ରହି ଛାତ୍ରଛତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ l