-+91-9937148622 |

prerana_bgr@rediffmail.com |

  Tuesday 14th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ    (13-Apr-2026)       ||      ଦୁଇ ବାଇକ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର   (13-Apr-2026)       ||      ସୁନାବେଡ଼ା ଅଭୟାରଣ୍ୟ ଢେକୁନ ପାଣି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ - ବିପୁଳ ବିଷ୍ଫୋଟକ ଜବତ   (13-Apr-2026)       ||      *ଓଡ଼ିଆ ପକ୍ଷରେ ପାରମ୍ପରିକ ଖାଦ୍ୟର ମହକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ପ୍ରଦର୍ଶନୀ*-   (13-Apr-2026)       ||      *ସଂସ୍କୃତ ରେ ସ୍ଵର୍ଣ୍ଣପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ର ଗୌରଵ ଆଣିଲେ ମହେନ୍ଦ୍ରୀ ନାଗ*-   (13-Apr-2026)       ||      ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   (13-Apr-2026)       ||      ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   (13-Apr-2026)       ||      ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   (13-Apr-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||     

HOME   ଜିଲ୍ଲା

ଦୁଇ ବାଇକ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର

13-Apr-2026



(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧୀନ ଦେଶୀମଦ ଭାଟିର ନିକଟରେ  ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ମୃତ ଓ ୧ ଗୁରୁତ୍ତର | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ଦେଶୀମଦ ଭାଟି ନିକଟରେ ଡାବୁଗାଁ - ନୂଆଗୁଡା  ଗ୍ରାମର ନାଡୁ ଗୌଡ (୩୩) ଓ ତାଙ୍କର ଶିଶୁ ପୁତ୍ର ମଙ୍ଗଳଦାସ ଗୌଡ (୫) ଙ୍କ ସହ ନିଜ ବାଇକ ନଂ ଓଡି ୨୪ ଡି ୦୨୭୦ ଯୋଗେ ରାତ୍ରି ପ୍ରାୟ ୭ ଘ. ସମୟରେ ଶଶୁର ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ମାନିଗାଁ ଗ୍ରାମର ପୁରନ ଜାନୀ (୩୦) ବାଇକ ନଂ ଓଡି ୨୪ ଏ ୬୯୭୨ ଯୋଗେ ଡାବୁଗାଁ ଅଭିମୁଖେ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା | ଖବରପାଇ ଡାବୁଗାଁ  ଅଗ୍ନିଶମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଙ୍କୁ  ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ନାଡୁ ଗୌଡ ଓ ପୁରନ ଜାନୀ ଙ୍କୁ ମୃତ ଘୋଷଣା କରିଥିଲେ |  ନାଡୁ ଗୌଡ ଙ୍କ ଶିଶୁ ପୁତ୍ର ମଙ୍ଗଳଦାସ ଗୌଡଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ଥାନା ପ୍ରୋବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ଓ ଏଏସଆଇ ଚନ୍ଦ୍ରଶେଖର ହଜାରି ଓ ପୋଲିସ କର୍ମଚାରୀ ମାନେ ପହଞ୍ଚି ତଦନ୍ତ କରୁଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ   13-Apr-2026
  ଜିଲ୍ଲା  
ଦୁଇ ବାଇକ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର   13-Apr-2026
  ଜିଲ୍ଲା  
ସୁନାବେଡ଼ା ଅଭୟାରଣ୍ୟ ଢେକୁନ ପାଣି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ - ବିପୁଳ ବିଷ୍ଫୋଟକ ଜବତ   13-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷରେ ପାରମ୍ପରିକ ଖାଦ୍ୟର ମହକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ପ୍ରଦର୍ଶନୀ*-   13-Apr-2026
  ଜିଲ୍ଲା  
*ସଂସ୍କୃତ ରେ ସ୍ଵର୍ଣ୍ଣପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ର ଗୌରଵ ଆଣିଲେ ମହେନ୍ଦ୍ରୀ ନାଗ*-   13-Apr-2026
  ଜିଲ୍ଲା  
ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   13-Apr-2026
  ଜିଲ୍ଲା  
ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   13-Apr-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026

You Might Also Like