-+91-9937148622 |

prerana_bgr@rediffmail.com |

  Tuesday 14th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ    (13-Apr-2026)       ||      ଦୁଇ ବାଇକ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର   (13-Apr-2026)       ||      ସୁନାବେଡ଼ା ଅଭୟାରଣ୍ୟ ଢେକୁନ ପାଣି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ - ବିପୁଳ ବିଷ୍ଫୋଟକ ଜବତ   (13-Apr-2026)       ||      *ଓଡ଼ିଆ ପକ୍ଷରେ ପାରମ୍ପରିକ ଖାଦ୍ୟର ମହକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ପ୍ରଦର୍ଶନୀ*-   (13-Apr-2026)       ||      *ସଂସ୍କୃତ ରେ ସ୍ଵର୍ଣ୍ଣପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ର ଗୌରଵ ଆଣିଲେ ମହେନ୍ଦ୍ରୀ ନାଗ*-   (13-Apr-2026)       ||      ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   (13-Apr-2026)       ||      ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   (13-Apr-2026)       ||      ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   (13-Apr-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||     

HOME   ଜିଲ୍ଲା

*ଓଡ଼ିଆ ପକ୍ଷରେ ପାରମ୍ପରିକ ଖାଦ୍ୟର ମହକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ପ୍ରଦର୍ଶନୀ*-

13-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ଓଡ଼ିଆ ପକ୍ଷ ପାଳନର ୧୩ ନମ୍ବର ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଟାଉନ ହଲ ଠାରେ ସୋନପୁର ପଞ୍ଚାୟତ ସମିତି ଦ୍ୱାରା “ଆମ ରୁଚି ଆମ ଖାଦ୍ୟ” ଶୀର୍ଷକରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସୋନପୁର ବ୍ଲକର ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ଏହି ପ୍ରଦର୍ଶନୀରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ସୋନପୁର ଡ଼. ସୌମ୍ୟ ରୁପା ରଥ, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର, ଜିଲ୍ଲା ସଂସ୍କୃତି ଅଧିକାରୀ  ଯମୁନା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବୈଜନ୍ତି କର୍ଣ୍ଣ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଯୋଗ ଦେଇଥିଲେ।
ପ୍ରଦର୍ଶନୀରେ ବିଭିନ୍ନ ପିଠା, ମିଠା, ମାଣ୍ଡିଆ ଜାତୀୟ ଖାଦ୍ୟ, ରସବରା, ଚକୁଳି ଓ ଚଟଣି ଆଦିର ସୁଗନ୍ଧରେ ଟାଉନ ହଲ ମହକି ଉଠିଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟମାନଙ୍କୁ ସୁନ୍ଦର ଭାବରେ ପରିବେଷଣ କରି ଦର୍ଶକମାନଙ୍କର ମନ ଜିତିଥିଲେ। ଏହି ପାରମ୍ପରିକ ଖାଦ୍ୟ ଗୁଡ଼ିକ ସ୍ୱାଦିଷ୍ଟ ହେବା ସହିତ ଦେହ ପାଇଁ ମଧ୍ୟ ଉପକାରୀ ବୋଲି ପଞ୍ଚାୟତ ସମିତି ଅଧିକାରୀ  ସୂଚନା ଦେଇଥିଲେ l 
 ସୋନପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୌରଭ ଦାନୀ କାର୍ଯ୍ଯ କ୍ରମ ପରିଚାଳନା କରିଥିବାବେଳେ ଜେ ଇ ଶ୍ରୀମତୀ ବୈଜନ୍ତି କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ   13-Apr-2026
  ଜିଲ୍ଲା  
ଦୁଇ ବାଇକ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର   13-Apr-2026
  ଜିଲ୍ଲା  
ସୁନାବେଡ଼ା ଅଭୟାରଣ୍ୟ ଢେକୁନ ପାଣି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ - ବିପୁଳ ବିଷ୍ଫୋଟକ ଜବତ   13-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷରେ ପାରମ୍ପରିକ ଖାଦ୍ୟର ମହକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ପ୍ରଦର୍ଶନୀ*-   13-Apr-2026
  ଜିଲ୍ଲା  
*ସଂସ୍କୃତ ରେ ସ୍ଵର୍ଣ୍ଣପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲା ର ଗୌରଵ ଆଣିଲେ ମହେନ୍ଦ୍ରୀ ନାଗ*-   13-Apr-2026
  ଜିଲ୍ଲା  
ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   13-Apr-2026
  ଜିଲ୍ଲା  
ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   13-Apr-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026

You Might Also Like