-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   (13-Apr-2026)       ||      ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   (13-Apr-2026)       ||      ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   (13-Apr-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   (13-Apr-2026)       ||      *ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||     

HOME   ଜିଲ୍ଲା

*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-

13-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗାଁ ରୁ ପ୍ରଥମ ଥର ଗଲା ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ରଥ କାଠ  l ସୋନପୁର  ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବନାଞ୍ଚକ ଅଧିକାରୀ  ସୁଭାଷ ଚନ୍ଦ୍ର ମହାପାତ୍ର ଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇ ଧ୍ୱଜା ଦେଖାଇବା ପରେ ଶ୍ରୀ ଜଗନ୍ନାଥଙ୍କ ରଥ କାଠ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା l ସୁବର୍ଣ୍ଣପୁର ଜିଲ୍ଲା ରୁ ପ୍ରଥମ ଥର ଏ କାଠ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ରଥ ନିର୍ମାଣ ସେବା ରେ ଲାଗିବା ର ସୁଯୋଗ ମିଳିଥିବାରୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ କର୍ମଚାରୀ ଙ୍କ ସମେତ ସମଗ୍ର ସହର ଓ ଜିଲ୍ଲାବାସୀ ଖୁସି ଅଛନ୍ତି ଓ ଏହା ଜିଲ୍ଲା ପାଇଁ ଗୌରବ ବିଷୟ ବୋଲି ରେଞ୍ଜର ଶ୍ରୀ ମହାପାତ୍ର, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସମାଜସେବୀ ଗୋବିନ୍ଦ ମହାରଣା ପ୍ରକାଶ କରିଛନ୍ତି l ଆହୁରି କହିଛନ୍ତି ଯେ ପ୍ରଭୁ ଙ୍କ ଡୋରୀ ଲାଗିଲା ଏ ମାଟି ଉପରେ ଶୁଭ ଦୃଷ୍ଟି ପଡ଼ିଲା l ନୋଡାଲ ଅଫିସର ଦେବାର୍ଚନ ବେହେରା ଙ୍କ ନିର୍ଦ୍ଦେଶ ଓ ସହଯୋଗ ରେ ପୁରୀ ପଣ୍ଡା ମାନଙ୍କ ଦ୍ବାରା ଏ ଜିଲ୍ଲା ରୁ ପାଞ୍ଚ ଗୋଟି ଫାଶୀ ଗଛ ମନୋନୀତ ହୋଇଥିଲା  ଓ ଆମ ଏ କାଠ ରେ ନିର୍ମିତ ରଥ ର ଚକ ବଡ ଦାଣ୍ଡ ରେ ଗଡିବ ବୋଲି ଆଜି ସୁଚନା ଆସିଲା l ଏ ସେବା ଦ୍ବାରା ଆମ ଅଞ୍ଚଳ ପାଇଁ ଶୁଭ ଖବର ନେଇ ଆସିବ,ଏ ଅଞ୍ଚଳ ଏ ଜିଲ୍ଲା ର ମଙ୍ଗଳ ହେବ  ବୋଲି ମଧ୍ୟ ରେଞ୍ଜର ମହାପାତ୍ର, ଫରେଷ୍ଟର ଶ୍ରୀ ମିଶ୍ର ଓ ସମାଜସେବୀ ଶ୍ରୀ ମାହାଣା ପ୍ରକାଶ କରିଛନ୍ତି l  ଏ ସେବାର ସୁଯୋଗ ପାଇଁ ଜିଲ୍ଲା ପ୍ରଶାସନ,ବନ ବିଭାଗ କର୍ମଚାରି ଓ ଜିଲ୍ଲା ବାସୀ ଖୁବ୍ ଖୁସି ଅଛନ୍ତି ଓ ଏହା ଆମ ପାଇଁ ଗୌରଵ ର ବିଷୟ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରି ଙ୍କ ସମେତ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନୋରଞ୍ଜନ ତ୍ରିପାଠୀ , ପୋଲିସ କନେଷ୍ଟବଳ ସଂଘ ପ୍ରାକ୍ତନ ସଭାପତି ଦିନେଶ ମିଶ୍ର, ଅନେକ ଭକ୍ତ ଶ୍ରଦ୍ଧାଳୁ ସାମ୍ବାଦିକ ଓ ଏ ରଥ କାଠ ପଠାଇବା ପାଇଁ ଦଶପଲ୍ଲା ରୁ ଆସିଥିବା ଛଅ ଜଣ ସେବକ ଉପସ୍ଥିତ ଥିଲେ l  ଶ୍ରୀ ଜଗନ୍ନାଥ ମହାପ୍ରଭୂ ଙ୍କ ଜୟ ଜୟ କାର ଧ୍ୱନି ଓ ହରିବୋଲ ରେ ରାତିରେ କମ୍ପି ଉଠିଥିଲା ସୋନପୁର ରେଞ୍ଜ ଅଫିସ୍ କାର୍ଯ୍ୟାଳୟ l ପୂର୍ବରୁ ଏଥିପାଇଁ ରାମ ନବମୀ ତିଥିରେ ସୋନପୁର ବ୍ଲକ ମଲ୍ଲିକ ମୁଣ୍ଡା ଗାଁ ରେ ଆଦିତ୍ୟ ମିଶ୍ର ଙ୍କ ଘରେ  ଏକ ଭବ୍ୟ ଉତ୍ସବ ସହ ପାଞ୍ଚ ଗୋଟି ଫାଶି ଗଛ କୁ ପୂଜା ଅର୍ଚ୍ଚନା କରା ଯାଇଥିଲା l ଆଦିତ୍ୟ ମିଶ୍ର ଙ୍କ ଦୀର୍ଘ ୨୫/୩୦ ବର୍ଷ ର ସଂକଳ୍ପ ସ୍ବପ୍ନ ପୂରଣ ହୋଇ ପାରିଛି ବୋଲି ମିଡ଼ିଆ ଙ୍କୁ ପୁର୍ବରୁ ସୁଚନା  ଦେଇଥିଲେ ଫରେଷ୍ଟର ଶ୍ରୀ ମିଶ୍ର l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦ୍ମନାଭ ହାଇ ସ୍କୁଲର ୨୦୦୪ ବ୍ୟାଚ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲି ରେ ଜଳଯୋଗାଣ ଆରମ୍ଭ   13-Apr-2026
  ଜିଲ୍ଲା  
ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ♦️ପ୍ରଦୀପ ସଭାପତି ଓ ରୁଦ୍ରକିଶୋର ସମ୍ପାଦକ   13-Apr-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ଡୋରୀ ଲାଗିଲା* - *ସୁବର୍ଣ୍ଣପୁର ରୁ ପୁରୀ ଶ୍ରୀକ୍ଷେତ୍ର କୁ ରଥ କାଠ ଗଲା*- *ଏ ପବିତ୍ର ମାଟି ଧନ୍ୟ ହେଲା*-   13-Apr-2026
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026

You Might Also Like