-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
(ରଂଜିତ ମହାନ୍ତି )
ବରୀ,ରାଜ୍ୟସରକାରଙ୍କ ପକ୍ଷରୁ ବରୀ ବ୍ଲକରେ ଆୟୋଜିତ ଓଡ଼ିଆପକ୍ଷ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କଳାକାର ମାନଙ୍କୁ ସମ୍ଭନ୍ଧିତ କରାଯାଇଛି।
କିମ୍ଭିରିଆପାଳ ପଞ୍ଚାୟତ ର ବରିଷ୍ଠ କଳାକାର ନାରାୟଣ ରଣାଙ୍କୁ ବରୀ ବ୍ଲକ ବିଡ଼ିଓ ମାନପତ୍ର ଓ ଉପଢୌକାନ ପ୍ରଦାନ କରି ସମ୍ଭନ୍ଧି ତ କରିଛନ୍ତି !ରଣା ବିଭିନ୍ନ ଅନୁଷ୍ଠାନ, ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସମ୍ଭନ୍ଧିତ ହୋଇଛନ୍ତି।
ସେ ଏକାଧାରାରେ କୀର୍ତ୍ତନ ଗାୟକ, ବାହକ, ଅଭିନୟ, ଆଦିରେ ପାରଦର୍ଶିତା ଅର୍ଜନ କରି ବରୀ ଅଞ୍ଚଳ ରେ ଲୋକପ୍ରିୟ ହୋଇପାରିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟୁଛି।