-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ

10-Apr-2026



ତରଭା(କପିଳାସ ସେଠ): ସୁବର୍ଣ୍ଣପୁର ଜିଲାର ତରଭା ସହରକୁ ଏକ ସ୍ବତନ୍ତ୍ର ଉପଖଣ୍ଡର ମାନ୍ୟତା ଦାବି ନେଇ ତରଭା ସାମ୍ବାଦିକ ସ ସଂଘର ଏକ ପ୍ରତିନିଧ୍ ଦଳ ଗୁରୁବାର  ସନ୍ଧ୍ୟାରେ ଜିଲାପାଳ ଡ. ନୃପରାଜ ସାହୁଙ୍କୁ ଭେଟି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ତରଭା ର ଭୌଗୋଳିକ, ପ୍ରଶାସନିକ ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖ୍ ୧୯୯୨ ରୁ ତରଭାକୁ ଏକ ସ୍ବତନ୍ତ୍ର ଉପଖଣ୍ଡର ମାନ୍ୟତା ଦେବାକୁ  ଦାବି କରି ଆସୁଛନ୍ତି । ଏହି ସହର ଜିଲାର

ପ୍ରଶାସନିକ ଓ ଅର୍ଥନୈତିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବା ସହ ୧୯୬୭ରୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଣତ ହୋଇସାରିଛି। ତରଭାରେ ତିନୋଟି ରାଜସ୍ବ ଗ୍ରାମ ତରଭା, ଅନ୍ତର୍ଡା ଓ ଫଟାମୁଣ୍ଡା ରହିଛି। ୧୨ଟି ୱାର୍ଡରେ ବିଭକ୍ତ ଏହି ସ‌ହରର ଜନସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ବ  ରହିଛି I  ତରଭା  ତହସିଲ ଓ ବ୍ଳକ ଅଞ୍ଚଳର କ୍ଷେତ୍ରଫଳ ୩୩୦ବର୍ଗ କିଲୋମିଟର ଓ ଜନସଂଖ୍ୟା ୧୨୭୦୨୬। ସହରରେ ବ୍ଲକ, ତହସିଲ ସହ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ ରହିଛି। ଏହି ବ୍ଲକ ଅଞ୍ଚଳରେ ତିନୋଟି ଡିଗ୍ରୀ କଲେଜ ସହ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୧ଟି ଉଚ୍ଚ ବିଦ୍ୟାଳୟ, ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଓ ଓଡ଼ିଶାଆଦର୍ଶ ବିଦ୍ୟାଳୟ ରହିଛି। ତରଭା  ତହସିଲ ଅଧୀନରେ ୭ଟି ରାଜସ୍ବ ସର୍କଲ ରହିଥ‌ିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୪ଟି ଉପ କେନ୍୍ର ରହିଛି। ଏହି ଅଞ୍ଚଳରେ ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ୩ଟି ଓଡିଶା ଗ୍ରାମୀଣ ବ୍ୟାଙ୍କ ରହିଛି I  ଆଇ.ସି.ଡିଏସ୍ ଅଧୀନରେ ୨୬୧ ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଛି। ଏଠାରେ ପ୍ରାଣୀଧନ ଚିକିତ୍ସାଳୟ, କୃଷି କାର୍ଯ୍ୟାଳୟ, ଜଳସେଚନ ବିଭାଗର କାର୍ଯ୍ୟାଳୟ ରହିଥ‌ିବା ବେଳେ ୪୮୯.୯ ବର୍ଗ କିଲୋମିଟର ବ୍ୟାପ୍ତ ତରଭା ଥାନା ଅଧୀନରେ ୨ଟି ପୁଲିସ ଫାଣ୍ଡି ରହିଛି। ଏହା ଅଧୀନରେ ମୋଟ ୨୪ଟି ପଞ୍ଚାୟତ ରହିଥ‌ିବା ବେଳେ ଜନସଂଖ୍ୟା ୧ ଲକ୍ଷ ୩୦ହଜାର ଅଧିକ ରହିଛି। ଭୌଗୋଳିକ ଦୃଷ୍ଟିରୁ ତରଭା ଜିଲା ମୁଖ୍ୟାଳୟରୁ ପ୍ରାୟ ୩୨କିଲୋମିଟର ଦୂରତା ରହିଛି I ତରଭା  ବ୍ଲକ ଅନ୍ତର୍ଗତ ବାଲିଖମାର ସୀମାବର୍ତ୍ତୀ ଗ୍ରାମ ପଞ୍ଚାୟତ  କର୍ଲାମୁହାଣରୁ ଜିଲା ସଦର ମହକୁମାର ଦୂରତ୍ବ ୬୨କିଲୋମିଟର ଦୂରତା ରହିଛି I  ଜିଲ୍ଲା ସଦର ମହକୁମା ରୁ  ରାଣିସର୍ଡା ପଞ୍ଚାୟତର ଶେଷ ଗାଁ କୁମୁଣ୍ଡେ କୁ  ୪୫ କିଲୋମିଟର ଦୂରତା  ରହିଛି। ଫଳରେ ଅଞ୍ଚଳର ଲୋକେ ପ୍ରଶାସନିକ ସେବା ପାଇବାରେ ଅହେତୁକ ବିଳମ୍ବ ହେଉଛି। ଏପଟେ ପ୍ରଶାସନକୁ ଲୋକଙ୍କ ଆହୁରି ନିକଟତର କରବାକୁ ବ୍ୟାପକ ଉଦ୍ୟମ କରୁଥିବା ବେଳେ ତରଭା ଅଞ୍ଚଳବାସୀ ସେଥିରୁ  ବଞ୍ଚିତ ହେଉଛନ୍ତି। ତେଣୁ

ଅଞ୍ଚଳର ଏହି ନ୍ୟାର୍ଯ୍ୟ ଦାବିକୁ ସରକାର ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଗୁରୁବାର  ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ସାହୁ,ସମ୍ପାଦକ  ମାନଭଞ୍ଜନ ମିଶ୍ର, କୋଷାଧକ୍ଷ  କପିଳାସ ସେଠ, ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ଓ ସୁକାନ୍ତ ମିଶ୍ର ପ୍ରମୁଖ ସପସ୍ଥିତ ଥିଲେ I ଏହି ଦାବୀ ପତ୍ର ରାଜ୍ୟପାଳ ଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ,ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା I 


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like