-+91-9937148622 |

prerana_bgr@rediffmail.com |

  Thursday 9th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର   (09-Apr-2026)       ||      ବୌଦ୍ଧ ତୀରନ୍ଦାଜ ସଂଘର ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚିତ   (09-Apr-2026)       ||      ବିଭିନ୍ନ କ୍ଲଷ୍ଟର ରେ ଗଡିଲା ଶିକ୍ଷା ସଚେତନତା ରଥ କୀର୍ତ୍ତନ ଓ ନାଚଗୀତ ସହ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଅବିଭାବକ   (09-Apr-2026)       ||      ବାଲି_ଚାଲାଣକୁ_ଗ୍ରାମବାସୀଙ୍କ_ବିରୋଧ   (09-Apr-2026)       ||      ରାହସ ବିହାରୀ ଦାସ ଙ୍କ ପରଲୋକ   (09-Apr-2026)       ||      ରୋତ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର   (08-Apr-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା କସ୍ମିକ ସିମ୍ଫୋନୀ ପୁସ୍ତକର ଲୋକାର୍ପଣ   (08-Apr-2026)       ||      *ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତଦାନ ଶିବିର*- *ଶୁଭ ଉଦଘାଟନ କଲେ ଜିଲ୍ଲାପାଳ*-   (08-Apr-2026)       ||      ରେଲୱେ କଡ଼ରୁ ଅଜଣା ଗଲିତ ଶବ ଠାବ   (08-Apr-2026)       ||      *ଆଦର୍ଶ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ*-   (08-Apr-2026)       ||      ଯୁବ ସଂଗଠକ ପ୍ରମୋଦ ସାହୁଙ୍କ ଦେହାନ୍ତ♦️ ଶେଷ ଦର୍ଶନ କଲେ ବହୁ ଶୁଭେଚ୍ଛୁ, ରାଜନେତା   (08-Apr-2026)       ||      “ ବର୍ଣ୍ଣବୋଧ ଦିବସ” ଓଡ଼ିଆ ପକ୍ଷ ପାଳନ : ସେମଳା କ୍ଲଷ୍ଟରରେ "ବର୍ଣ୍ଣବୋଧ" ପୁସ୍ତକ ବଣ୍ଟନ   (08-Apr-2026)       ||      *ଓଡ଼ିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟ ରେ ରକ୍ତ ଦାନ ଶିବିର*   (08-Apr-2026)       ||      ଆଗାମୀ ଦିନରେ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ - ନରସିଂହ   (08-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବାର୍ଷିକ ସାଧାରଣ ସଭା; ଯୋଗ ଦେଲେ ୩ଟି ଜିଲ୍ଲାର ଚାଷୀ ସଂଗଠନର ରଣହୁଙ୍କାର; ‘ଫସଲ ବୀମା ଓ ଇନପୁଟ୍ ସହାୟତା ନୀତିର ସରଳୀକରଣ ନିତାନ୍ତ ଆବଶ୍ୟକ   (08-Apr-2026)       ||       ଦୁର୍ନୀତିର ଗନ୍ତାଘର ପାଲଟିଛି ଟିଗଲ ପଞ୍ଚାୟତ ♦️ ଫାର୍ମ ପଣ୍ଡ ନାମରେ ଲକ୍ଷାଧିକ ଟଙ୍କା ଚଳୁ ଘଟଣାର କେବେ ହେବ ତଦନ୍ତ ?   (08-Apr-2026)       ||      ମା’ମଙ୍ଗଳାଙ୍କ ଝାମୁଯାତ୍ରାର ଆଜି ଶେଷ ପାଳି, ଭକ୍ତମାନଙ୍କ ଭିଡ଼ରେ କାକଟପୁର ଉତ୍ସବମୁଖର   (08-Apr-2026)       ||      ସୁବର୍ଣ୍ଣପୁର ସହରରେ ଘଣାପେରା ତେଲ କେନ୍ଦ୍ର ର ଶୁଭାରମ୍ଭ   (08-Apr-2026)       ||      *ଡାବୁଗାଁ ବ୍ଲକରେ ଗ୍ୟାସ ସିଲିଣ୍ଡର ଟଙ୍କା ହଡ଼ପ, ପୂର୍ବତନ ସିଡିପିଓ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମି*   (08-Apr-2026)       ||      *ବସ ସେବା ଶୁଭାରମ୍ଭ କଲେ ବିଧାୟକ ଇଂ. ରଘୁନାଥ ଜଗଦଲା*   (08-Apr-2026)       ||     

HOME   ଜିଲ୍ଲା

ରେଲୱେ କଡ଼ରୁ ଅଜଣା ଗଲିତ ଶବ ଠାବ

08-Apr-2026



ଅତାବିରା(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କାଣ୍ଡପାଲି ରେଲୱେ ଅଣ୍ଡର ପାସ୍ ରୁ ମାତ୍ର ୫୦ମିଟର ଦୂରରେ ରେଲୱେ ଖୁଣ୍ଟି ନଂ ୫୮୯/୨୫ ଓ ୨୬ କଡ଼ରେ ଗଳିତ ଶବ ଠାବ ହୋଇଥିବା ଜଣା ପଡ଼ିଛି।ପଚି ସଢ଼ୀ ପୋକ ସଲୁବାଲୁ ହୋଇ ଦୁର୍ଗନ୍ଧ ହେବା କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ରେଲୱେ ଜିଆଇପି ଥାନା ଅଧିକାରୀ ସୁନିଲ କର, ବରଗଡ଼ ଆରପିଏଫ୍ ଅଧିକାରୀ ଓ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଶବ କୁ ଠାବ  କରି ଅନୁସନ୍ଧାନୀ ଦଳକୁ ଖବର ଦେଇଥିଲେ।ହେଲେ ଠାବ ହୋଇଥିବା ଶବ କୁ ରାତ୍ରୀରେ ଜଗିବା ପାଇଁ ରେଲୱେ ପୋଲିସ ପକ୍ଷରୁ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତା କାଲି ଅଧିକରୁ ଅଧିକ ତଦନ୍ତ କରି ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ରେଲୱେ ପକ୍ଷରୁ ଜଣା ପଡ଼ିଛି।ତେବେ ଗଲିତ ଶବ ଟି କାହାର।କିଏ ମାରି ଫିଙ୍ଗି ଦେଇଛି ନାଁ ନିଜେ ଆତ୍ମହତ୍ୟା କରିଛି ସେ ନେଇ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର   09-Apr-2026
  ଜିଲ୍ଲା  
ବୌଦ୍ଧ ତୀରନ୍ଦାଜ ସଂଘର ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚିତ   09-Apr-2026
  ଜିଲ୍ଲା  
ବିଭିନ୍ନ କ୍ଲଷ୍ଟର ରେ ଗଡିଲା ଶିକ୍ଷା ସଚେତନତା ରଥ କୀର୍ତ୍ତନ ଓ ନାଚଗୀତ ସହ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଅବିଭାବକ   09-Apr-2026
  ଜିଲ୍ଲା  
ବାଲି_ଚାଲାଣକୁ_ଗ୍ରାମବାସୀଙ୍କ_ବିରୋଧ   09-Apr-2026
  ଜିଲ୍ଲା  
ରାହସ ବିହାରୀ ଦାସ ଙ୍କ ପରଲୋକ   09-Apr-2026
  ଜିଲ୍ଲା  
ରୋତ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର   08-Apr-2026
  ରାଜ୍ୟ  
ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା କସ୍ମିକ ସିମ୍ଫୋନୀ ପୁସ୍ତକର ଲୋକାର୍ପଣ   08-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତଦାନ ଶିବିର*- *ଶୁଭ ଉଦଘାଟନ କଲେ ଜିଲ୍ଲାପାଳ*-   08-Apr-2026
  ଜିଲ୍ଲା  
ରେଲୱେ କଡ଼ରୁ ଅଜଣା ଗଲିତ ଶବ ଠାବ   08-Apr-2026
  ଜିଲ୍ଲା  
*ଆଦର୍ଶ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ*-   08-Apr-2026
  ଜିଲ୍ଲା  
ଯୁବ ସଂଗଠକ ପ୍ରମୋଦ ସାହୁଙ୍କ ଦେହାନ୍ତ♦️ ଶେଷ ଦର୍ଶନ କଲେ ବହୁ ଶୁଭେଚ୍ଛୁ, ରାଜନେତା   08-Apr-2026
  ଜିଲ୍ଲା  
“ ବର୍ଣ୍ଣବୋଧ ଦିବସ” ଓଡ଼ିଆ ପକ୍ଷ ପାଳନ : ସେମଳା କ୍ଲଷ୍ଟରରେ "ବର୍ଣ୍ଣବୋଧ" ପୁସ୍ତକ ବଣ୍ଟନ   08-Apr-2026

You Might Also Like