-+91-9937148622 |

prerana_bgr@rediffmail.com |

  Thursday 2nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   (02-Apr-2026)       ||      ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   (02-Apr-2026)       ||      ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   (02-Apr-2026)       ||      ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ    (02-Apr-2026)       ||      ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   (02-Apr-2026)       ||      ପାଳସାହିରେ ଯୋଗ ଶିବିର   (01-Apr-2026)       ||      ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   (01-Apr-2026)       ||      ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   (01-Apr-2026)       ||      କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ    (01-Apr-2026)       ||      ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି    (01-Apr-2026)       ||      ଶିଶୁମାନଙ୍କ ଶିକ୍ଷାର ଶୁଭାରମ୍ଭ: ସିନାପାଲିରେ “ବିଦ୍ୟାରମ୍ଭ ଯଜ୍ଞ”   (01-Apr-2026)       ||      ରାଜ୍ୟସଭା ରେ ଜାଲଜାତି ପ୍ରମାଣପତ୍ରଧାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି”   (01-Apr-2026)       ||      ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ    (01-Apr-2026)       ||      *ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||     

HOME   ଜିଲ୍ଲା

ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ

02-Apr-2026



(ରଂଜିତ ମହାନ୍ତି )
ଖରା ତାତି ବଢିଲା ପଶୁ ପକ୍ଷୀ ମାନଙ୍କ ପାଇଁ ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନବରୀ ଗ୍ରଷ୍ମ ପ୍ରବlହ ଜାରି ରହିଥିବା ବେଳେ ତାତି ବଢିଲାଣି ପଶୁପକ୍ଷୀ ପାଣି ଟୋପେ ପିଇବା ପାଇଁ ନାହଁ ନଥିବା ଅସୁବିଧା ସମ୍ମୁଖୀନ ହେlଇଛନ୍ତି l ସେଥିଲାଗି ବିଭିନ୍ନ ସଂଘଠନ ପାଣି କୁଣ୍ଡ ରଖି ବା ଆରମ୍ଭ କଲେଣି ବରୀ ଅଞ୍ଚଳ ର ସାମାଜିକକର୍ମୀ ବିବେକାନନ୍ଦ ନାଥ ତାଙ୍କର ସହଯୋଗୀ ମାନଙ୍କ ବିଭିନ୍ନ ସ୍ଥାନରେ ପଶୁପକ୍ଷୀ ମାନଙ୍କ ପାଇଁ ପାଣି କୁଣ୍ଡ ରଖୁଥିବା ଦେଖିବାକୁ ମିଳୁଛି l ସେହିପରି ବରୀ ଅଞ୍ଚଳ ର ବିଭିନ୍ନ ସଂଘଠନ ମଧ୍ୟ୍ୟ ବିଭିନ୍ନ ଗଛ ମୂଳେ ବଡ଼ବଡ଼ ପାଣିକୁଣ୍ଡ ରଖିବା ଆରମ୍ଭ କରିଲେଣି ଯେଉଁଠି ପଶୁପକ୍ଷୀ ପାଣିଟୋପେ ପିଇ ତୃଷ୍ଣା ମେଣ୍ଟାଇଛନ୍ତି l ପ୍ରଶାସନ ପକ୍ଷରୁ କେବେ ଜଳଛତ୍ର ସହିତ ପଶୁପକ୍ଷୀ ମାନଙ୍କ ବିଭିନ୍ନ ସ୍ଥାନରେ ପାଣି ରଖିବାର ବ୍ୟବସ୍ଥା କରିବେ ତାହା ଦେଖିବାକୁ ରହିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   02-Apr-2026
  ଜିଲ୍ଲା  
ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   02-Apr-2026
  ଜିଲ୍ଲା  
ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   02-Apr-2026
  ଜିଲ୍ଲା  
ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ   02-Apr-2026
  ଜିଲ୍ଲା  
ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   02-Apr-2026
  ଜିଲ୍ଲା  
ପାଳସାହିରେ ଯୋଗ ଶିବିର   01-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   01-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   01-Apr-2026
  ଜିଲ୍ଲା  
କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ   01-Apr-2026
  ଜିଲ୍ଲା  
ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି   01-Apr-2026

You Might Also Like