-+91-9937148622 |

prerana_bgr@rediffmail.com |

  Thursday 2nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   (02-Apr-2026)       ||      ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   (02-Apr-2026)       ||      ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   (02-Apr-2026)       ||      ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ    (02-Apr-2026)       ||      ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   (02-Apr-2026)       ||      ପାଳସାହିରେ ଯୋଗ ଶିବିର   (01-Apr-2026)       ||      ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   (01-Apr-2026)       ||      ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   (01-Apr-2026)       ||      କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ    (01-Apr-2026)       ||      ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି    (01-Apr-2026)       ||      ଶିଶୁମାନଙ୍କ ଶିକ୍ଷାର ଶୁଭାରମ୍ଭ: ସିନାପାଲିରେ “ବିଦ୍ୟାରମ୍ଭ ଯଜ୍ଞ”   (01-Apr-2026)       ||      ରାଜ୍ୟସଭା ରେ ଜାଲଜାତି ପ୍ରମାଣପତ୍ରଧାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି”   (01-Apr-2026)       ||      ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ    (01-Apr-2026)       ||      *ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||     

HOME   ଜିଲ୍ଲା

ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-

02-Apr-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଚଳିତ ମାର୍ଚ୍ଚ ୨୫ ଓ ୨୬ତାରିଖ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କନିଷ୍ଠ ବାଳିକା ବକ୍ସିଂ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ ର ଝରଣା ନାଏକ ୧୭ ବର୍ଷ ରୁ କମ୍ ବାଳିକା ବର୍ଗ (୪୬କିଗ୍ରା)ରେ ପ୍ରଥମ ସ୍ଥାନ, ଓ ୧୯ ବର୍ଷ ରୁ କମ ବାଳିକା ବର୍ଗ (୪୮ କିଗ୍ରା) ରେ ଅର୍ଚ୍ଚିତା ପଧାନ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର କୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ଏପ୍ରିଲ ୪ ତାରିଖ ରେ ନାଗପୁର ରେ ହେବାକୁ ଥିବା ଜାତୀୟ ସ୍ତର ର ବକ୍ସିଂ ପ୍ରତିଯୋଗିତା ରେ ଝରଣା ଓ ଅର୍ଚ୍ଚିତା ଭାଗ ନେବେ ଓ ଏହାର ଶ୍ରେୟ  କୋଚ୍ ରାକେଶ କୁମାର ମେଣ୍ଡଲି ଙ୍କୁ ଦିଆଯିବ ବୋଲି ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି l ସେ ଆହୁରି କହିଛନ୍ତି ଯେ ଜିଲ୍ଲା କ୍ରୀଡା ସଂଘ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ପ୍ରତି ବର୍ଷ ସୋନପୁର ର ଅନେକ ଖେଳାଳି ଫୁଟବଲ, ସାଇକିଲିଂ, କବାଡି, ଏଥେଲେଟିକ୍ସ , ଖୋକୋ, ବକ୍ସିଂ, ଭଲିବଲ୍ ରେ ରାଜ୍ୟ ସ୍ତର ରୁ ମନୋନୀତ ହୋଇ ନେସନାଲ ଲେବେଲ କୁ ମନୋନୀତ ହୋଇ ଜିଲ୍ଲା ପାଇଁ ସଫଳତା ଆଣିଛନ୍ତି l ଜିଲ୍ଲା କ୍ରିଡ଼ା ସଂଘ ର ସଂପାଦକ ପୀୟୂଷ କୁମାର ପଣ୍ଡା, ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ସହକାରୀ ସଂପାଦକ ନନ୍ଦ କିଶୋର ତ୍ରିପାଠୀ, ଭଲିବଲ୍ ସଂପାଦକ ପୁରଶୋତ୍ତମ୍ ପାଣିଗ୍ରାହୀ , ଫୁଟବଲ ସଂପାଦକ ରାଜିବ ସାହୁ, କାର୍ଯ୍ଯ କାରିଣୀ ସଦସ୍ୟ କଇରୁ ସ୍ୱାଇଁ, ଦିଲ୍ଲୀପ ଗୁରୁ, ଭକୁଲୁ ବକ୍ସି, ଜୀତେନ୍ଦ୍ର ସାହୁ, ଗୋପାଳ ବରାଇ, ଆଦିତ୍ୟ କିଶୋର ଦାନୀ, ଜୟ ନାରାୟଣ ପାଢ଼ୀ, ସନତ ହୋତା, ବଳରାମ ପଟ୍ଟନାୟକ, ଗତି କୃଷ୍ଣ ମିଶ୍ର, ମନୋରଞ୍ଜନ ତ୍ରିପାଠୀ , ରାଜ କୁମାର ନାଏକ, ରବି ଦେହୁରୀ, ବି ଏସ ରାଓ, ଦିଗାମ୍ବର ଶତପଥି, କଳିମ୍ ମହମ୍ମଦ, ଭକ୍ତି ରଞ୍ଜନ ଦଳେଇ, ସୁଦର୍ଶନ ପଣ୍ଡା, ବିକାଶ ପଣ୍ଡା, କମଳା କାନ୍ତ ସାହୁ, ଧମା କଲେଜ ପି ଇ ଟି ରାମ କୁମାର ସାହୁ  ପ୍ରମୁଖ ଏ ଖେଳାଳି ଙ୍କୁ ଶୁଭେଛା ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   02-Apr-2026
  ଜିଲ୍ଲା  
ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   02-Apr-2026
  ଜିଲ୍ଲା  
ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   02-Apr-2026
  ଜିଲ୍ଲା  
ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ   02-Apr-2026
  ଜିଲ୍ଲା  
ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   02-Apr-2026
  ଜିଲ୍ଲା  
ପାଳସାହିରେ ଯୋଗ ଶିବିର   01-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   01-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   01-Apr-2026
  ଜିଲ୍ଲା  
କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ   01-Apr-2026
  ଜିଲ୍ଲା  
ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି   01-Apr-2026

You Might Also Like