-+91-9937148622 |

prerana_bgr@rediffmail.com |

  Thursday 2nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   (02-Apr-2026)       ||      ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   (02-Apr-2026)       ||      ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   (02-Apr-2026)       ||      ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ    (02-Apr-2026)       ||      ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   (02-Apr-2026)       ||      ପାଳସାହିରେ ଯୋଗ ଶିବିର   (01-Apr-2026)       ||      ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   (01-Apr-2026)       ||      ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   (01-Apr-2026)       ||      କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ    (01-Apr-2026)       ||      ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   (01-Apr-2026)       ||      ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି    (01-Apr-2026)       ||      ଶିଶୁମାନଙ୍କ ଶିକ୍ଷାର ଶୁଭାରମ୍ଭ: ସିନାପାଲିରେ “ବିଦ୍ୟାରମ୍ଭ ଯଜ୍ଞ”   (01-Apr-2026)       ||      ରାଜ୍ୟସଭା ରେ ଜାଲଜାତି ପ୍ରମାଣପତ୍ରଧାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ନିରଞ୍ଜନ ବିଶି”   (01-Apr-2026)       ||      ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ    (01-Apr-2026)       ||      *ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||     

HOME   ଜିଲ୍ଲା

ପାଳସାହିରେ ଯୋଗ ଶିବିର

01-Apr-2026



(ରଂଜିତ ମହାନ୍ତି )
ବରୀ ବ୍ଳକ ବୋଦୁଅ ପଞ୍ଚାୟତ ପାଳସାହି ଜଗନ୍ନାଥ ମଣ୍ଡପ ପ୍ରାଙ୍ଗଣରେ ପବିତ୍ର ଉତ୍କଳ ଦିବସ ଅବସର ଶାନ୍ତି କମିଟି ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଯୋଗଗୁରୁ ସୁବାଷ ଚନ୍ଦ୍ର ତ୍ରିପାଠୀ ଉଦଘାଟନ କରି ଯୋଗର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଶିବିରରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ବିଜୟ କୁମାର ଜେନା, ଆର୍ତ୍ତବନ୍ଧୁ ଜେନା, ଦେବୀପ୍ରସନ ଜେନା, ରାମଚନ୍ଦ୍ର ଜେନା, ତାପସ କୁମାର ଜେନା, ଅତୀଶ କୁମାର ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରତ୍ୟେକ ଦିନ ସକାଳୁ ଏହି ଠାରେ ଯୋଗଶିବିର ଚାଲିବ ବୋଲି ଶାନ୍ତି କମିଟି ପକ୍ଷରୁ ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ   02-Apr-2026
  ଜିଲ୍ଲା  
ବିଭିନ୍ନ ସଂଘଠନ ପକ୍ଷରୁ ଜଳକୁଣ୍ଡ ସ୍ଥାପନ   02-Apr-2026
  ଜିଲ୍ଲା  
ଅଟିଜମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍: ଶିଶୁଙ୍କ ବିକାଶରେ ପ୍ରଭାବ ଓ ସଚେତନତାର ଆବଶ୍ୟକତା   02-Apr-2026
  ଜିଲ୍ଲା  
ମିଥ୍ୟା ଭିଡିଓ ଭାଇରାଲ ପ୍ରତିବାଦ ରେ ବିଜେପି କର୍ମୀ ଙ୍କ ଥାନାରେ ଲିଖିତ ଅଭିଯୋଗ   02-Apr-2026
  ଜିଲ୍ଲା  
ନେସନାଲ ସ୍ତରରେ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲା ର ଝରଣା ଓ ଅର୍ଚ୍ଚିତା*- *ଜିଲ୍ଲା ପାଇଁ ଆଣିଲେ ଗୌରଵ*-   02-Apr-2026
  ଜିଲ୍ଲା  
ପାଳସାହିରେ ଯୋଗ ଶିବିର   01-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ୯୧ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ   01-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ   01-Apr-2026
  ଜିଲ୍ଲା  
କଣ୍ଟାମାଳ ର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ   01-Apr-2026
  ଜିଲ୍ଲା  
ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି    01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା   01-Apr-2026
  ଜିଲ୍ଲା  
ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି   01-Apr-2026

You Might Also Like