-+91-9937148622 |

prerana_bgr@rediffmail.com |

  Wednesday 15th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||      ୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (15-Jul-2026)       ||      ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ    (15-Jul-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   (15-Jul-2026)       ||      କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ   (15-Jul-2026)       ||      ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର ଲୋକାର୍ପିତ   (15-Jul-2026)       ||      ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   (14-Jul-2026)       ||      ନାଗରିକ କମିଟିକୁ ରାଜନୀତିର ଉର୍ଦ୍ଧ୍ୱ ରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ

19-Mar-2026



ବଲାଙ୍ଗିର- ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପ ରେ ରାଜ୍ୟ ସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଦ୍ୱିତୀୟ ଦିବସ ରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୁଜାର୍ଚ୍ଚନା ପରେ ନାଟ୍ୟକାର ସୁମନ୍ତ ଭୋଇ ଙ୍କ ନିର୍ଦ୍ଦେଶନା ରେ ସୁବର୍ଣ୍ଣପୁର ଜିଲ୍ଲା ବଡକର୍ଲେ ବିଣାପାଣୀ ସାହିତ୍ୟ କଳା ସଂସଦର କଳାକାର ମାନେ କୋଶଲି ନାଟକ “ଗୁଟେ ରାତିର କଥା” ପରିବେଶଣ କରିଥିଲେ । ହାସ୍ୟରସାମ୍‌ôକ ନାଟକ ହୋଇଥିବାରୁ ମୁଳରୁ ଶେଷ ଦର୍ଶକଙ୍କୁ ଆଦୃତ କରିପାରିଥିଲା । ତାପରେ ଗୀତିନାଟ୍ୟ “ସୀତାଚୋରୀ” ଚିକଲବାହାଲ ଜୟ ହନୁମାନ ନାଟ୍ୟ କଳାପରିଷଦର କଳାକାର ମାନଙ୍କ

ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ରାବଣ ଭୂମିକାରେ ଅଭିନୟ କରୁଥିବା ଶତୃଘ୍ନ ବେହେରାଙ୍କ ଅଭିନୟ ଜୀବନ୍ତ ଥିଲା । ଡା. ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ହୋଇଥିଲା । ବରେଣ୍ୟ ଅତିଥି ଭାବରେ ସାଇଟ ଇଂଜିନିୟରିଂ କଲେଜର ପ୍ରିନସିପାଲ ଇଂ. ନମିତା ପଟେଲ ଓ ସୁଶ୍ରୀ ଆଇ.ଟି.ଆଇ. ପ୍ରିନସିପାଲ ଇଂ. ସନ୍ତୋଷ ବ୍ରହ୍ମା ଯୋଗଦାନ କରି ନାଟକ କିପରି ସମାଜର ପରିବର୍ତ୍ତନ ପାଇଁ ସହାୟକ ହୁଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସର ରେ ମଞ୍ଚ ନାଟକ ରେ ଅଭିନୟ କରୁଥିବା କଳାକାର ସତ୍ୟବ୍ରତ ଆଚାର୍ଯ୍ୟ ଓ ଧିରାଜ ବେଜ୍ ଙ୍କୁ ନାଟକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାଇଟ୍ ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ମହାକୁର, ଜୟନ୍ତ ପଟେଲ, ଆଦିତ୍ୟ ପଟ୍ଟନାୟକ, ଅଶୋକ ପଧାନ, ଲୋକନାଥ ସିଂହ , ଦେବାଶିଷ ପଟ୍ଟନାୟକ, ତଥା ପ୍ରଫୁଲ୍ଲ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   15-Jul-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   15-Jul-2026
  ଜିଲ୍ଲା  
ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   15-Jul-2026
  ଜିଲ୍ଲା  
*କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   15-Jul-2026
  ଜିଲ୍ଲା  
ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   15-Jul-2026
  ଜିଲ୍ଲା  
୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   15-Jul-2026
  ଜିଲ୍ଲା  
ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ   15-Jul-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   15-Jul-2026
  ଜିଲ୍ଲା  
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ   15-Jul-2026
  ଜିଲ୍ଲା  
ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର ଲୋକାର୍ପିତ   15-Jul-2026
  ଜିଲ୍ଲା  
ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   14-Jul-2026
  ଜିଲ୍ଲା  
ନାଗରିକ କମିଟିକୁ ରାଜନୀତିର ଉର୍ଦ୍ଧ୍ୱ ରେ ରଖାଯାଉ   14-Jul-2026

You Might Also Like