-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||      ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||     

HOME   ଜିଲ୍ଲା

ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ

18-Mar-2026



(ରଂଜିତ ମହାନ୍ତି )
ବରୀ ବ୍ଲକ ଶେଷ ସୀମାନ୍ତ ଗମୁ-କୃଷ୍ଣନଗରରେ ବିରୂପା, ବ୍ରାହ୍ମଣୀ । ଓ କେଲୁଅ ନ‌ଦୀର ମିଶ୍ରଣ କ୍ଷେତ୍ର ତ୍ର ରହିଛି। ଏହି ତିନି ନଦୀର ସଂଗମ ସ୍ଥ ସ୍ଥଳରେ ପ୍ରାୟ ଦୁଇ ଶହ ବର୍ଷ ତଳୁ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଥାଏ। ସମୟାନୁକ୍ରମେ ବିରୂପା ନଦୀ ପ୍ରବାହମାନ ସ୍ଥିତିରେ ଥୂବା ବେଳେ ଗମୁଠାରେ ମିଶିଥୂବା କେଲୁଅ ନଦୀ ସମ୍ପୂର୍ଣ ଭାବେ ବେ ପୋତି ହୋଇପଡ଼ିଛି। ସେହିପରି କୃଷ୍ଣ କୃଷ୍ଣନଗରଠାରେ ବ୍ରାହ୍ମଣୀ ନଦୀ ବିରୂପା ନ‌ଦୀ ସହିତ ମିଶିଥିଲା ବେଳେ ଳେ ବ୍ରାହ୍ମଣୀ ମଧ୍ୟ ସ୍ରୋତ ବିହୀନ ହୋଇପଡ଼ିଛି। । ତଥାପି ପୁରୁଣା ଭୌଗୋଳିକ ସ୍ଥିତି ଅନୁଯାୟୀ ଗମୁ ଓ ) ଓ ନ‌ଦୀ ଆରପଟ କେନ୍ଦ୍ରାପଡ଼ା ଜିଲା ଇନ୍ଦୁପ ରନ୍ଦୁପୁରରେ ବାରୁଣୀ ସ୍ନାନ କରାଯାଇଥାଏ। ପ୍ରତି ବର୍ଷ ଦୋଳପୂର୍ଣ୍ଣିମା ପରବର୍ତ୍ତୀ ଅମାବାସ୍ୟାର
ଦ୍ବାଦଶୀ ଅଥବା ତ୍ରୟୋଦଶୀ ତିଥିରେ ଏହା ପଡ଼ିଥାଏ। ତିଥ୍‌ ବାର ଅନୁସାରେ ସାଧାରଣତଃ ଶନିବାର ପଡ଼ିଲେ ମହାବାରୁଣୀ ସ୍ନାନ, ମଙ୍ଗଳବାର ପଡ଼ିଲେ ଯୋଗବାରୁଣୀ ଓ ଅନ୍ୟ ଦିବସରେ ପଡ଼ିଲେ ମଧୁବାରୁଣୀ ବୋଲି କହନ୍ତି। ଏହି ବାରୁଣୀ ଉତ୍ସବ ୫ରୁ ୭ ଦିନ ଧରି ଚାଲିଥାଏ। ଇନ୍ଦୁପୁର ବଜାର ପଟରେ ବାରୁଣୀ ଏକ ଗଣ ଉତ୍ସବ ଭାବେ ପାଳିତ
ହୋଇଥାଏ। ଯାହାକି କେନ୍ଦ୍ରାପଡ଼ା ଜିଲା ଓ ଯାଜପୁର ଜିଲାର କିଛି ଅଞ୍ଚଳର ହଜାର ହଜାର ଲୋକ ଏହି ବାରୁଣୀ ମେଳା ଉତ୍ସବ ଦେଖିବାକୁ ଯାଇଥାନ୍ତି। ଯଦିଓ ଏହି ସଂଗମସ୍ଥଳରେ କାଁ ଭାଁ ପିତୃ ପୁରୁଷଙ୍କ ପିଣ୍ଡ ଦାନ କରାଯାଏ ମାତ୍ର ବାରୁଣୀ ସ୍ନାନରେ ଏଠାରେ ଅତ୍ୟଧିକ ଧୂକ ଭିଡ ଦେଖ‌ିବାକୁ ମିଳେ। ଆଜି ଯୋଗ ବାରୁଣୀ ଥୂବାରୁ ହଜାର ହଜାର ଶ୍ରଦ୍ଧାଳୁ ବଢ଼ି ଭୋରରୁ ଏଠାରେ ବୁଡ ପକାଇଛନ୍ତି। ନଦୀ କୂଳରେ ଥ‌ିବ ଥିବା ଇନ୍ଦୁପୁରର ଗ୍ରାମଦେବତୀ ମା' ଚଣ୍ଡି ଦେବୀଙ୍କର ଏହି ସମୟରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଏ। ଏ I ଏହି ପୀଠର ଆଉ ଏକ ଆଧ୍ୟାତ୍ମିକ ଗୁରୁତ୍ବ ହେଉଛି ଏଠାରେ ଏଠ ସ୍ନାନ ସାରି ଶ୍ରଦ୍ଧାଳୁ ଭିକ୍ଷୁକଙ୍କୁ କଞ୍ଚା ବିରି, ଚାଉଳ ଆଦି ପ୍ରଦାନ କରିଥାନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026
  ଜିଲ୍ଲା  
ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   18-Mar-2026
  ଜିଲ୍ଲା  
ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   18-Mar-2026
  ଜିଲ୍ଲା  
ଧୋବାତୋଟା ମେଳଣ ଉତ୍ସବ   18-Mar-2026
  ଜିଲ୍ଲା  
ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ   18-Mar-2026
  ଜିଲ୍ଲା  
ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   18-Mar-2026
  ଜିଲ୍ଲା  
ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ   18-Mar-2026
  ଜିଲ୍ଲା  
ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   18-Mar-2026

You Might Also Like