-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||     

HOME   ଜିଲ୍ଲା

୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-

07-Mar-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ଗଞ୍ଜେଇ କାରବାର ରୋକିବାରେ ସୁବର୍ଣ୍ଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ରାତି ବିପୁଳ ପରିମାଣର ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ, ୩ ଗୋଟି ଚାରି ଚକିଆ ଗାଡି ସହ ଜଣକୁ ଗିରଫ କରିଛି ସୋନପୁର ପୁଲିସ୍ । ବେପାରୀ ମାନଙ୍କ ଦ୍ୱାରା ଗଞ୍ଜାଇ ପରିବହନ ସମ୍ପର୍କରେ ବିଶେଷ ସୂଚନା ପାଇ ଗତକାଲି ରାତି ତତ୍ପର ହୋଇ ଉଠିଥିଲା ସୋନପୁର ପୁଲିସ୍। ଏସପି ଶ୍ରୀ ନାରାୟଣ ନାୟକ ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଚେକିଂ କୁ କଡ଼ାକଡ଼ି କରାଯାଇଥିବା ବେଳେ ସୋନପୁର ସଦର ଥାନା ଆଇ ଆଇ ସି ଶ୍ରୀ ଯାଦବ ବାଗ ଙ୍କ ନେତୃତ୍ଵରେ ମନମୁଣ୍ଡା- ସୋନପୁର ରାସ୍ତାରେ କଡ଼ା ନଜର ରଖାଯାଇଥିଲା। ସକାଳ ଭୋର୍ ୩ଟା ରୁ ୫ଟା ମଧ୍ୟରେ ସୋନପୁର ପୋଲିସ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପାର୍ଶ୍ୱରୁ ବେଆଇନ ଗଞ୍ଜେଇ ପରିବହନ କରାଯାଉଥିବା ଏକ ଗଞ୍ଜାଇ ବୋଝେଇ ଏର୍ଟିଗା ଗାଡ଼ିକୁ ଚିହ୍ନଟ କରି ପିଛା କରିଥିଲେ। ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ଅପରାଧୀମାନେ କୁଞ୍ଜ ଛକ ଏବଂ ନଳିନୀ ଛକ ମଧ୍ୟରେ ଗଞ୍ଜାଇ ବୋଝେଇ ଗାଡ଼ିଟିକୁ ଛାଡି ପଳାଇବାରେ ସଫଳ ହୋଇଥିଲେ। ପରେ ଗାଡିରେ ଲାଗିଥିବା ନକଲି ନମ୍ବର ପ୍ଲେଟ୍ OD02 CN 3425 ବିଶିଷ୍ଟ ମାରୁତି ଏର୍ଟିଗା ଗାଡ଼ିଟି ଯାଞ୍ଚ କରାଯାଇଥିଲା ବେଳେ ସେଥିରୁ ୩୪୦ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାହା ଓଜନ କରାଯିବାରୁ ୩ କ୍ୱିଣ୍ଟାଲ ୩୦ କେଜି ଓଜନ ର ଗଞ୍ଜେଇକୁ ଜବତ କରାଯାଇଥିଲା। ଏହି ସମ୍ପର୍କରେ ସୋନପୁର ପିଏସ୍ କେସ୍ ନଂ ୭୮, ତା ୦୭/୦୩/୨୬, NDPS ଆଇନ ଅନୁଯାୟୀ ଏକ ମାମଲା  ପଞ୍ଜିକୃତ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଛି । ସେହିପରି ସକାଳ ୪ ଟା ରୁ ୬ଟା ମଧ୍ୟରେ ଉଲୁଣ୍ଡା ପିଏସ୍ ଟିମ୍ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପାର୍ଶ୍ୱରୁ ଗଞ୍ଜେଇ ବ୍ୟବସାୟୀଙ୍କ ଦ୍ୱାରା ପରିବହନ କରାଯାଉଥିବା ୨ ଗୋଟି ଚାରି ଚକିଆ ଗାଡ଼ି ଗଞ୍ଜେଇ ଧରି ଚିହ୍ନଟ କରିଥିଲେ ଏବଂ ଉକ୍ତ ଗାଡ଼ି ଗୁଡ଼ିକୁ ପିଛା କରିଥିଲେ। ସୋନପୁର ସମ୍ବଲପୁର ରାସ୍ତାର ଉଲୁଣ୍ଡା- ସିନ୍ଧୋଲ ମଝିରେ ନକଲି ନମ୍ବର ପ୍ଲେଟ୍ OD30B-7769 ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟା ଟିଆଗୋ ଗାଡ଼ିର ଡ୍ରାଇଭର ସୁନ୍ଦରଗଡ଼ ର ଅମର ସାହୁ (୨୩)କୁ ଗିରଫ କରିବା ସହ ଗାଡ଼ିକୁ ଯାଞ୍ଚ କରାଯାଇଥିଲା ବେଳେ ସେଥିରେ ୨୭୯ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ତାକୁ  ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୨ କ୍ଵିଣ୍ଟାଲ ୭୬ କେଜି ଓଜନ ର ଗଞ୍ଜେଇ କୁ ଜବତ କରାଯାଇଥିଲା। ଏହି ସମ୍ପର୍କରେ ଉଲୁଣ୍ଡା ପିଏସ୍ କେସ୍ ନଂ.୩୯/୨୦୨୬ NDPS ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି। ସେହିପରି ଉଲୁଣ୍ଡା- ସିନ୍ଧୋଲ ରାସ୍ତାରେ ଆଉ ଏକ ନକଲି ନମ୍ବର ପ୍ଲେଟ୍ OD02AG 3402 ବିଶିଷ୍ଟ ଗଞ୍ଜେଇ ବୋଝେଇ ମାରୁତି ଡିଜାୟାର ଗାଡ଼ି ଜବତ କରାଯାଇଥିଲା ବେଳେ ଉକ୍ତ ମାରୁତି ଡିଜାୟାର ଗାଡ଼ିଟି ଯାଞ୍ଚ କରାଯିବାରୁ ସେଥିରୁ ୨୯୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାକୁ ଓଜନ କରାଯିବାରୁ ସେଥିରେ ୨ କ୍ଵିଣ୍ଟାଲ ୮୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ସମ୍ପର୍କରେ ଉଲୁଣ୍ଡା ପିଏସ୍ କେସ୍ ନଂ.୪୦/୨୦୨୬ NDPS ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ଏବଂ ଗଞ୍ଜେଇ ମାଫିଆ ମାନଙ୍କୁ ଶୀଘ୍ର ଚିହ୍ନଟ କରି ପୁଲିସ୍ ଗିରଫ କରିବ ବୋଲି ଏସପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026

You Might Also Like