-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||     

HOME   ଜିଲ୍ଲା

ଡୁମେରଚୁଆ ଗାଁରେ ଦଳିତ ସମ୍ପ୍ରଦାୟକୁ ନିର୍ଯାତନା ଘଟଣା♦️କଣ୍ଟାବାଞ୍ଜି ଲକ୍ଷେଘର ଗଣ୍ଡା ସମାଜ ପୋଲିସ ମାହାନିର୍ଦ୍ଦେଶଙ୍କୁ ଦାବୀପତ୍ର ପ୍ରଦାନ

25-Feb-2026



ମାଡ଼ ମାରିଥିବା ହରି ପୋଢ ଓ ତାଙ୍କ ସମର୍ଥକଙ୍କୁ ଗିରଫ ଦାବୀ

ତଦନ୍ତ ଦାଇତ୍ୱ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି

କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଡୁମେରଚୁଆ ଗାଁରେ ଜାତିଆଣ ଭେଦଭାବ କରି ଦଳିତ ସମ୍ପ୍ରଦାୟର ପରିବାର ମାନଙ୍କୁ ନିର୍ଯାତନା କରୁଥିବା ଘଟଣା କୁ ନେଇ ଗତ କିଛି ଦିନ ହେଲା ଗଣମାଧ୍ୟମରେ ଶୀର୍ଷକ ଖବର ସାଜିଛି। ଏନେଇ ସୋମବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଲକ୍ଷେଘର ଗଣ୍ଡା ସମାଜ ର ସଭାପତି ଗୋବିନ୍ଦ ତାଣ୍ଡି ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ଏସଡିପିଓ ଙ୍କ କାର୍ଯ୍ୟାଳୟ କୁ ଯାଇ ଏସଡିପିଓ ଙ୍କ ଜରିଆରେ ଓଡ଼ିଶା ପୋଲିସ ମାହାନିର୍ଦ୍ଦେଶ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବୀପତ୍ର ରେ ଉଲ୍ଲେଖ ଯେ ଗତ ଫେବୃଆରୀ ୫ ତାରିଖ ଡୁମେରଚୁଆଁ ଗାଁ ର ଦଳିତ ସମ୍ପ୍ରଦାୟର ଯୁବକ ମାନେ ହାର୍ଡ ବଏଜ ମ୍ୟୁଜିକାଳ ବଜା ପାଟି ନାଁ ରେ ଡୁମେରଚୁଆଁ ଗାଁର ଜଣେ ଯୁବକ ଙ୍କ ବିବାହ ଥିବାରୁ ବଙ୍ଗୋମୁଣ୍ଡା ଥାନା ଅର୍ନ୍ତଗତ ଖୁଜେନ ଗାଁ କୁ ବରଯାତ୍ରୀରେ ବଜା ବଜେଇବାକୁ ଯାଇଥିଲେ। ସେଠାରେ ଦଳିତ ସମ୍ପ୍ରଦାୟର ଯୁବକ ମାନେ ବଜା ବଜାଇବାକୁ ଯାଇଁ ବେଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ହରି ପୋଢ ନାମର ବ୍ୟକ୍ତି ଜାତିଆଣ ଆକ୍ଷେପ କରି ବଜା ବଜାବାକୁ କହି ଅନେକ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ଏବଂ ହରି ପୋଢ ଓ ତା ସମର୍ଥକ ମାନେ ମିଶି ବଜା ବଜାଇବାକୁ ଯାଇଁ ଥିବା ଯୁବକ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବଜା ଗାଡ଼ି କୁ ଭାଙ୍ଗି ଦେଇଥିଲେ। ଏନେଇ ବଜା ବଜାଇବାକୁ ଯାଇଥିବା ଡୁମେରଚୁଆଁ ଗାଁ ର ପଦୁ ସୁନା ଓ ଅନ୍ୟ ଯୁବକ ମାନେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାର ବଙ୍ଗୋମୁଣ୍ଡା ଥାନା କେସ ନଂ ୨୨|୨୬ ଅଟେ ଏବଂ ଏହି ଅଭିଯୋଗ ଅନୁସାରେ ହରି ପୋଢ,ଅମିତ ପୋଢ, ବିଶାଳ ନିଆଳ, ନରେନ୍ ନାଗ, ଅଶୋକ ଦାସ, ନିଲାମ୍ବର ପୋଢ ଭଲି ଏହି ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ହେଳେ ଘଟଣା ଘଟି ଥାନାରେ ମାମଲା ରୁଜୁ ହୋଇ ୧୫ ଦିନ ରୁ ଅଧିକ ସମୟ ହୋଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ବଙ୍ଗୋମୁଣ୍ଡା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସେମାନଙ୍କୁ ସହଯୋଗ କରୁଛି ପୋଲିସ ବୋଲି ଲକ୍ଷେଘର ଗଣ୍ଡା ସମାଜ ଅଭିଯୋଗ ଆଣିଛି। କେବଳ ସେତିକି ନୁହେଁ ହରି ପୋଢ ଏବଂ ତାଙ୍କ ସମର୍ଥକ ମାନେ ମିଶି ଡୁମେରଚୁଆଁ ଗାଁ ର ଦଳିତ ପଡ଼ା କୁ ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଜଳ ଯୋଗାଣ ବନ୍ଦ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହି ସବୁ ଘଟଣା କୁ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ରାଜ୍ୟସ୍ତରୀୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରାଯାଉ ଏବଂ ବଜା ପାଟି ଯୁବକ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ହରି ପୋଢ ଏବଂ ତାଙ୍କ ସମର୍ଥକ ଙ୍କୁ ତୁରନ୍ତ ଗିରଫ କରିବା ସହ ଏହି ଘଟଣା ନେଇ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଥିବା ହେତୁ ତଦନ୍ତ ଦାୟିତ୍ୱରେ ଥିବା ବଙ୍ଗୋମୁଣ୍ଡା ଥାନା ର ପୋଲିସ ଅଧିକାରୀ ଓ କଣ୍ଟାବାଞ୍ଜି ଏସଡିପିଓ ଙ୍କୁ ମଧ୍ୟ ତଦନ୍ତ ଭୁକ୍ତ କରି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଣ୍ଟାବାଞ୍ଜି ଲକ୍ଷେଘର ଗଣ୍ଡା ସମାଜ ଦାବୀ କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଏହି ଅଭିଯୋଗ ପରେ ନଜର ଦେଇ ପଦକ୍ଷେପ ନ ହେଲେ କଣ୍ଟାବାଞ୍ଜି ଏସଡିପିଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବୁ ଏବଂ ଯେଉଁ କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ପ୍ରଶାସନ ଦାୟୀ ରହିବ ବୋଲି ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଚେତାବନୀ ଦେବା ସହ ଦାବି କରାଯାଇଛି।

ଦାବୀପତ୍ର ର ଏକକୀତା ନକଲ ଜାତୀୟ ଅନୁସୂଚିତ ଜାତି କମିଶନ (ଭାରତ ସରକାର),ମୁଖ୍ୟମନ୍ତ୍ରୀ (ଓଡ଼ିଶା ସରକାର),ବଲାଙ୍ଗୀର ଜିଲ୍ଲାପାଳ,ଗୃହ ବିଭାଗ (ଓଡ଼ିଶା ସରକାର),ବଲାଙ୍ଗୀର ଏସପି, ଏସଡିପିଓ କଣ୍ଟାବାଞ୍ଜି, ଥାନା ଅଧିକାରୀ କଣ୍ଟାବାଞ୍ଜିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଦାବୀପତ୍ର ଦେବା ସମୟରେ ଲକ୍ଷେଘର ଗଣ୍ଡା ସମାଜ ର ଉପ ସଭାପତି ଅନିଲ ବିଭାର, ତୁଲସୀରାମ ଜଗତ, ତପନ ବଏ, ସନ୍ତୋଷ ଖୁରା, ମୋହନ ସୁନା, ଅଶୋକ କୁମାର, ବଶିଷ୍ଠ ମାହାନନ୍ଦ, ମାଧବ ବଏ,ଛଟୁ ମାହାନନ୍ଦ,ସାଗର ବାଗ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026

You Might Also Like

                           
  ଜିଲ୍ଲା  

ବରୀ ରେ ବନ୍ୟା