-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||     

HOME   ଜିଲ୍ଲା

ରେଳଷ୍ଟେସନରୁ ଲକ୍ଷାଧିକ ଟଙ୍କା ସହ ବିଦେଶୀ ମୁଦ୍ରା ଜବତ

25-Feb-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ଡୁଙ୍ଗୁରିପାଲି ରେଳଷ୍ଟେସନ ଭିତରୁ ଜଣେ ବ୍ୟକ୍ତି ଠାରୁ ବଲାଙ୍ଗିର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍) ୨.୬୯ ଲକ୍ଷ ଟଙ୍କା ସହ ୪ ବିଦେଶର ୧୯ଟି ନୋଟ୍ ଜବତ କରିଛି । ଏଥିରେ ୨ଲକ୍ଷ ୬୮ହଜାର ୭୭୪ ଭାରତୀୟ ଟଙ୍କା ଏବଂ ୟୁଏଇ, ମାଲେସିଆ, ଥାଇଲାଣ୍ଡ ଓ ଚାଇନା ଦେଶର ନୋଟ୍ ରହିଛି ।
ଗତ ୨୧ ତାରିଖ ରାତିରେ ବଲାଙ୍ଗିର ଆର୍‌ପିଏଫ୍ ହାବିଦଲଦାର ହୀରାଲାଲ୍ ସିଂ ଡୁଙ୍ଗୁରିପାଲି ରେଳଷ୍ଟେସନରେ ପାଟ୍ରୋଲିଂ କରୁଥିବା ବେଳେ ରାତି ୨ଟାରେ ପ୍ଲାଟଫର୍ମରେ ବସିଥ‌ିବା ଜଣେ ଯୁବକଙ୍କୁ ପଚରାଉଚୁରା କରିଥିଲେ । ଝାନ୍‌ସି ଯିବାକୁ ପୁରୀ-ଦୁର୍ଗ ଟ୍ରେନ୍‌କୁ ଅପେକ୍ଷା କରିଥିବା ସେ କହିବା ପରେ ତା' ବ୍ୟାଗରେ କ'ଣ ଅଛି ବୋଲି ପଚାରିବାରୁ ହଠାତ୍ ଯୁବକଜଣକ ବ୍ୟାଗ୍ ଛାଡ଼ି ସେଠାରୁ ଦୌଡ଼ି ଫେରାର ହୋଇଯାଇଥିଲା ।ତେଣୁ ହାବିଲଦାର ଶ୍ରୀ ସିଂ ସନ୍ଦିଗ୍ଧ ବ୍ୟାଗ୍ ଯାଞ୍ଚ କରିବାରୁ ସେଥ୍‌ରେବି ପୁଳ ପରିମାଣର ଦେଶୀ ଓ ବିଦେଶୀ ଟଙ୍କା ଥ‌ିବା ଦେଖ୍ ବଲାଙ୍ଗିର ଆର୍‌ପିଏଫ୍ ଥାନାଧିକାରୀ ସୁମେର ସିଂ ଏବଂ ସ୍ଥାନୀୟ ଷ୍ଟେସନମାଷ୍ଟର ରାଧେଶ୍ୟାମ ଭୋଇଙ୍କୁ ସୂଚନା ଦେଇଥିଲେ । ବଲାଙ୍ଗିର ଆର୍‌ପିଏଫ୍ ଥାନା ପୁଲିସ ପହଞ୍ଚି ଉକ୍ତ ସନ୍ଦିଗ୍ଧ ଯୁବକକୁ

ଖୋଜାଖୋଜି କରିଥିଲେ ହେଁ ତା'କୁ ପାଇ ନ ଥିଲେ । ୨୨ ତାରିଖ ସକାଳ ୮ଟାରେ ବ୍ୟାଗରେ ଥ‌ିବା ଟଙ୍କା ବାହାର କରି ଗଣିବାରୁ ଭାରତୀୟ ୨ ଲକ୍ଷ ୬୮ହଜାର ୭୭୪ ଟ ଏବଂ ୟୁଏଇର ୧ଟି ଶହେ ଦିର୍ହାମ୍ ନୋଟ୍, ମାଲେସିଆ ର ୧ଟି ୫୦ ରିଙ୍ଗିଟ ନୋଟ୍,ଥାଇଲାଣ୍ଡର ୩ଟି ଶହେ ବାହତ ଓ ୬ଟି ୨୦ ବାହତ ନୋଟ୍ ସହ ଚାଇନାର ୩ଟି ଶହେ ଯୁଆ ନ୍ ନୋଟ୍, ୧ଟି ୧୦ ଯୁଆନ୍ ଓ ୪ଟି ୧ ୟୁଆନ୍ ମୁଦ୍ରା ମିଳିଥିଲା । ଏହାପରେ ଆର୍‌ପିଏ ଫ୍ ପକ୍ଷରୁ ଏନେଇ ଡୁଙ୍ଗୁରିପାଲି ପୁଲିସକୁ ସୂଚନା ଦିଆଯାଇଥିଲା ।
ଗତ ୨୦ ତାରିଖ ରାତିରେ ଡୁଙ୍ଗୁରିପାଲି ବସ୍‌ଷ୍ଟାଣ୍ଡ ନିକଟ ଶ୍ୟାମ ଡେକୋରେଟରରୁ ४ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ମାଲିକ ଲକ୍ଷ୍ମଣ ମେହେର ତା' ପରଦିନ ସକାଳେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ ରେଳଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ବ୍ୟାଗରୁ ଲକ୍ଷାଧିକ ଟଙ୍କା ମିଳିବା ନେଇ ଆର୍‌ପିଏଫ୍ ପକ୍ଷରୁ ସୂଚନା ମିଳିଥିବା ଡୁଙ୍ଗୁରିପାଲି ଥାନାଧୂକାରୀ ରୋଜାଲିନ ପଟେଲ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଆର୍‌ପିଏଫ୍ ଏଫ୍ ସହ ଯୋଗାଯୋଗ କରାଯାଇ ତଦନ୍ତ ଜାରି ରହିଥ‌ିବା ସେ ସୂଚନା ଦେଇଥିଲେ । ୪ଟି ଦେଶର ନୋଟ୍ ଜବତ ହୋଇଥିବାରୁ ଏହି ଘଟଣାରେ ଏକ ରାକେଟ ସାମିଲଥିବା ସନ୍ଦେହ କରାଯାଉଛି । ତୁରନ୍ତ ଏହି ରହସ୍ୟ ଉନ୍ମୋଚନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026

You Might Also Like

                           
  ଜିଲ୍ଲା  

ବରୀ ରେ ବନ୍ୟା