-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||     

HOME   ଜିଲ୍ଲା

ସରକାରଙ୍କ ଦଣ୍ଡମୁକ୍ତ ଅଂଚଳ ଘୋଷଣା କେବଳ ନାମକୁ ମାତ୍ର ♦️ ଆଶ୍ରମ ସ୍କୁଲ ରେ ଛାତ୍ରକୁ ନିସ୍ତୁକ ମାଡ ଘଟଣାରେ ଶିକ୍ଷକଙ୍କୁ ସୁରକ୍ଷା ଦେଉଛି କିଏ?କାର୍ଯ୍ୟାନୁଷ୍ଠାନ ହେବ କହି ଚାପିଦେଲେ  !

21-Feb-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି ।  ଗତ ୧୪ ତାରିଖରେ ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବନେଇମୁଣ୍ଡା ଆଶ୍ରମ ସ୍କୁଲରେ ଜଣେ ଶିକ୍ଷକଙ୍କ ନିସ୍ତୁକ ମାଡରେ ୭ ଜଣ ଛାତ୍ର ସ୍କୁଲରୁ ଭୟରେ ପଳାଇଯାଇ ବଲାଙ୍ଗୀର ବସଷ୍ଟାଣ୍ଡରୁ ଉଦ୍ଧାର ହେବା ଘଟଣା ପରେ ଅଭିଯୁକ୍ତ ଭୋକେସନାଲ ଶିକ୍ଷକ ପ୍ରଶାନ୍ତ ପଟେଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଜ୍ଞାନ ମଞ୍ଜରୀ ଶିକା ପ୍ରକାଶ କରିଥିବା ପରେ ଅଦ୍ୟାବଧି କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସହିତ ଏହାକୁ ଚପାଇ ଦିଆଯାଇଛି । ଏହାପଛରେ ଭାରପ୍ରାପ୍ତ ଜିଲ୍ଲା କଲ୍ଯାଣ ଅଧିକାରୀ ପ୍ରତାପ କୁମାର ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ଅଧସ୍ତନ କିରାଣୀ ଓ ଅଧିକାରୀଙ୍କ ଜରିଆରେ ଲୋକେ ଓ ବିଭାଗୀୟ ମହଲରେ ଲାଞ୍ଚ ଖାଇଥିବା ଚର୍ଚ୍ଚା ଉଠିଛି ।  ଯଦିଓ ସେ ଏହାକୁ ଅସ୍ୱୀକାର କରନ୍ତି । 

ତେବେ ଘଟଣାର ଖବରପାଇ ସ୍ଥାନୀୟ ପାଟଣାଗଡ ଆଦିବାସୀ କଲ୍ଯାଣ ସଂଘର କର୍ମକର୍ତ୍ତାମାନେ ସ୍କୁଲକୁ ଯାଇଥିବା ଓ କାହିଁକି କେଜାଣି ପରେ ନୀରବତା ଅବଲମ୍ବନ କରିଥିବା ଦେଖାଯାଇଛି ।  ଶିକ୍ଷକଙ୍କ ବାଉଁଶରେ ନିସ୍ତୁକ ମାଡରେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲେ ହେଁ , ଜଣେ ଶିକ୍ଷକଙ୍କ ମାମୁଁ ବାବୁଲାଲ  ଧରୁଆ ମଧ୍ଯ ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ କରିଥିଲେ ହେଁ ଆହୁରି ବି ଏହି ଘଟଣା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କାହାରିକୁ ସ୍କୁଲକୁ ଯିବାକୁ ଛାଡୁ ନ ଥିବା ଓ ଭିତରେ ଘଟୁଥିବା କୌଣସିପ୍ରକାର ବିଶୃଙ୍ଖଳା ଓ ଅନିୟମିତତାକୁ ଘଣ୍ଟ ଘୋଡାଉଥିବା ଦେଖାଯାଇଛି । ନିକଟରେ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ସ୍ଥାନୀୟ ଅଭିଭାବକ ସ୍କୁଲକୁ ଯାଇଥିଲେ ହେଁ , ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଗେଟ୍ ଜଗିଥିବା ଜନୈକା ମହିଳା ସିସିଏ ' ଏବେ କେହି ନାହାଁନ୍ତି ' ମିଛ କହି ସେମାନଙ୍କୁ ଭିତରକୁ ଛାଡି ନଥିଲେ ।  ଉଲ୍ଲେଖଯୋଗ୍ଯ ଯେ, ଦୀର୍ଘଦିନ ଧରି ଅବସ୍ଥାପିତା ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବହୁ ଅଭିଯୋଗ ରହିଛି । ମୁଖ୍ଯତଃ ହଷ୍ଟେଲର ମେସ୍ ନାମକୁମାତ୍ର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ଚଳାଉଥିବା କୁହାଯାଉଥିଲେ ହେଁ , ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ହାତରେ ରହିଛି । ଏଥିରେ ପିଲାଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଇ ବାଟମାରଣାର ସିଂହଭାଗ ଉପରିସ୍ଥ ଅଧିକାରୀଙ୍କ ପକେଟ୍ କୁ ଯାଉଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି । ତାଙ୍କ ବିରୋଧରେ ପ୍ରକାଶିତ ସମସ୍ତ ଅଭିଯୋଗକୁ ଉପରିସ୍ଥ ଅଧିକାରୀ କର୍ଣ୍ଣପାତ କରୁ ନାହାଁନ୍ତି !  ଏହି ଛାତ୍ରଙ୍କୁ ମାଡ ଘଟଣାରେ ମଧ୍ଯ ନୀରବତା ଅବଲମ୍ବନ କରାଯାଇ ଆସିଛି ।  ଏଣୁ ଏହି ପ୍ରଧାନ ଶିକ୍ଷୟିତ୍ରୀ ଓ ଭାରପ୍ରାପ୍ତ ଜିଲ୍ଲା କଲ୍ଯାଣ ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବା ସହିତ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବାକୁ ଦାବି ହେଉଛି । ଏହା ସହିତ ସ୍କୁଲ୍ ରେ ଘଟୁଥିବା କାଣ୍ଡକାରଖାନାର ଏକ ଉଚ୍ଚସ୍ତରୀୟ ବିଶଦ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଉଛି ।  ଉଲ୍ଲେଖଯୋଗ୍ଯ ଯେ ବଲାଙ୍ଗୀର ଓ କିଛିଦିନ ତଳେ ଘଟିଥିବା ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ସ୍କୁଲର ଜନୈକା ଛାତ୍ରୀର ପେଟ୍ରୋଲ୍ ଢାଳିହେଇ ଆତ୍ମହତ୍ୟା ଓ ନିକଟରେ ସୁବର୍ଣ୍ଣପୁର ଜିଲ୍ଲାର ଚାରଭଟା ଉଚ୍ଚ ମାଧ୍ୟମିକ ବିଭାଗୀୟ ସ୍କୁଲରେ ଜଣେ ଛାତ୍ରଙ୍କୁ ହତ୍ୟା କରି ୮ ଜଣ ସହପାଠୀ ଗିରଫ ହୋଇ ଜେଲ ଯିବା ଆଦି ଘଟଣା ସତ୍ତ୍ବେ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ବିଦ୍ୟାଳୟର ଏତାଦୃଶ ଚରମ ବିଶୃଙ୍ଖଳା ପ୍ରତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ମଧ୍ଯ ଦୃଷ୍ଟିଆକର୍ଷଣ କରାଯାଉଛି ଯେ ତୁରନ୍ତ ଏହି ବିଦ୍ୟାଳୟ ଗୁଡିକର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଧିକାରୀଙ୍କ ବଦଳି ଅନିବାର୍ଯ୍ୟ ହୋଇ ପଡ଼ିଥିବାରୁ ସମୂହସଂସ୍କାର ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   20-Aug-2026
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026

You Might Also Like