-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ନିକଟସ୍ଥ ଚେରୁପାଲି ରାସ୍ତା କଡ଼ ଓ ଘର ସାମନାରେ ରହିଥିବା ଟ୍ରାନ୍ସଫରମର ଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରାୟ ଦୁଇ ବର୍ଷ ହେବ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ପ୍ରଶାସନ ମୁକୁଳା ଅବସ୍ଥାରେ ଟ୍ରାନ୍ସଫରମର ଚେରୁପାଲି ରାସ୍ତା କଡ଼ରୁ ସ୍ଥାନାନ୍ତରିତ କରୁନାହାନ୍ତି। ଏ ବିଷୟରେ ପଞ୍ଚାୟତ ତରଫରୁ ବିଦ୍ୟୁତ ବିଭାଗ ଓ ଜିଲ୍ଲାପାଳ ଙ୍କୁ ଦୁଇଥର ଅଭିଯୋଗ କରାଯାଇଛି। ତଥାପି ଫଳାଫଳ ଜିରୋ। କାଲି ଯଦି କିଛି ଅଘଟଣ ଘଟେ ତାହାଲେ ଦାୟି କିଏ ହେବ ?