-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଲେମ୍ପ କର୍ମଚାରୀ ଙ୍କ କଳା କାରନାମା : ଆଇ ସ୍କେନ ନା ରେ ଚାଷୀଙ୍କୁ ଲୁଟୁଛନ୍ତି ହଜାର ହଜାର ଟଙ୍କା

02-Feb-2026



ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)

କୋଷାଗୁମୁଡା ବ୍ଲକ ବଡ଼ଆମଡା ମଣ୍ଡି ରେ ଦେଖିବାକୁ ମିଳିଛି l ଚାଷୀ ମୁଣ୍ଡ ଝାଳ ତୁଣ୍ଡ ମାରି ସଂସାର କୁ ଆହାର ଯୋଗାଉ ଥିବା ବେଳେ, ଚାଷୀ କିନ୍ତୁ ପ୍ରତି ପରିସ୍ଥିତି ରେ ଶୋଷଣର ଶିକାର ହୋଇଥାଏ l ଏମିତି ଏକ କେଳେଙ୍କାରୀ ଯାହାକି ଲେମ୍ପ କର୍ତ୍ତୃ ପକ୍ଷ ଦ୍ୱାରା କରା ଯାଇଛି ଯାହାକି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ଚାଷୀ ଟୋକେନ ଧରି ମଣ୍ଡି କୁ ଧାନ ଦେବାକୁ ଯାଉଛି, ସେଠାରେ ସେ ଶୋଷଣ ର ଶିକାର ହେଉଛି l ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ଼ଆମଡା ମଣ୍ଡି ରେ ଦେଖିବାକୁ ମିଳିଛି l ଚାଷୀଙ୍କ ଅଭିଯୋଗ କୋଷାଗୁମୁଡା ର ନରେନ୍ଦ୍ର.... ନାମକ ଲେମ୍ପ କର୍ମଚାରୀ ଆଇ ସ୍କେନ କରିବା ବାହାନାରେ ପ୍ରତି ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଆଦାୟ କରୁଛନ୍ତି l ଚାଷୀ ଉକ୍ତ କର୍ମଚାରୀ ଙ୍କୁ ଟଙ୍କା ଦେବାକୁ ମନା କରିବାରୁ ତମର ଆଇ ସ୍କେନ ହେବ ନାହିଁ କହିବା ସହ ଆଗରେ ପଇସା ଦିଅ ପରେ ଆଇ ସ୍କେନ ହେବ ବୋଲି ଧମକ ଦେଇଥିଲେ l ଏହି ପଇସା ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବ କହିଥିଲେ ଏବଂ ତମେ ଯାହାକୁ କହିଲେ କୁହ ବୋଲି ଚାଷୀଙ୍କୁ ଡରେଇ ପଇସା ହଡପ କରୁଥିବା ସଂଗୀନ ଅଭିଯୋଗ ଆସିଛି l ଲେମ୍ପ କର୍ମଚାରୀ ଙ୍କ ଏଭଳି ଚାଷୀଙ୍କୁ ଡରେଇ ଧମକେଇ ପଇସା ହଡପ କରିବା ଘଟଣା ସ୍ଥାନୀୟ ବୁଦ୍ଧି ଯିବି ମହଲ ରେ ଅସନ୍ତୋଷ ଦେଖା ଦେଇଛି l ଏପଟେ ମଣ୍ଡିରେ ୬ ରୁ ୮ କେଜି କଟନୀ ଛଟଣୀ ର ଶିକାର ହେଉଥିବା ବେଳେ ଅନ୍ୟପଟେ ଲେମ୍ପ କର୍ମଚାରୀଙ୍କ ଆଇ ସ୍କେନ ବାହାନାରେ ଟଙ୍କା ହଡପ ଘଟଣା ସାଧାରଣରେ ଚିନ୍ତାର ବିଷୟ l ଘଟଣାକୁ ନେଇ କୋଷା ଗୁମୁଡା ଲେମ୍ପ ଏମ.ଡି ଙ୍କୁ ଯୋଗାଯୋଗ କରିଥିବାରୁ ଏହି ବିଷୟ ମୋପାଖରେ ଆସିନାହିଁ କିନ୍ତୁ ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ନେଇ କହିଥିଲେ l ଅନ୍ୟପଟେ ଏପରି ଚାଷୀ ଙ୍କୁ ଡରେଇ ଧମକେଇ ଅର୍ଥ ହଡପ ହେଉଥିବା ବେଳେ ଲେମ୍ପ ର ଅଧିକାରୀ ମଧ୍ୟ ଏଥି ପ୍ରତି ଧ୍ୟାନ ଦେଇ ନଥିବା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି l ଏହି ଅଂଚଳର ଚାଷୀ ଅତି ନିରୀହ ଏବଂ ଶାନ୍ତ ଶୋଭାବ ହେଇଥିବା ର ସୁଯୋଗ ନେଇ ଏପରି ଚାଷୀଙ୍କୁ ଶୋଷଣ କରୁଛନ୍ତି କର୍ମଚାରୀ l ଚାଷୀ ଯିଏ ସଂସାର କୁ ଆହାର ଯୋଗାଉଛି ତାକୁ ପୁଣି ଶୋଷଣ କରିବାକୁ ପୋଛାଉନାହାନ୍ତି ଏହି ବାବୁ ମାନେ l ଏହି ଘଟଣା କୁ ସ୍ତାନୀୟ ଧାନ ମଣ୍ଡିରେ ଲ୍ୟାମ୍ପ କର୍ମଚାରୀ ଙ୍କୁ ଫୋନପେ ରେ ୩ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଥିବା ଚାଷୀମାନେ ହେଲେ ଶିବ ନାୟକ(ହଲଦୀଗୁଡା),ଦେବେନ୍ଦ୍ର ପୂଜାରୀ(ହଳଦୀ ଗୁଡା),ପଦ୍ମନ ଭତ୍ରା(ହଳଦୀ ଗୁଡା),ଚନ୍ଦ୍ର ରନ୍ଧାରୀ(ଆଳୁ ପଦର) ,(ଚୁରାଗାଁ)
 ଥିବା ବେଳେ ଆହୁରି ଅଞ୍ଚଳ ର ଚାଷୀ ମାନଙ୍କ ଠାରୁ ଟଙ୍କା ନେଇଥିବା ଦାବି କରି କହିଛନ୍ତି । ଏହି ଟଙ୍କା ବିଷୟରେ ଚାଷୀ ଲ୍ୟାମ୍ପ କର୍ମଚାରୀ ନରେନ୍ଦ୍ର କୁ ପଚାରିବାରୁ ସେ କହିଲେ କି, ଜିଲାପାଳ, ବିଧାୟକ କିମ୍ବା କାହାକୁ କହିବାର ଅଛି କୁହ ମତେ ଡର ନାହିଁ ବୋଲି କହିଛନ୍ତି ବୋଲି ଚାଷୀମାନେ ସମୂହ ଅଭିଯୋଗ କରିଛନ୍ତି । ଏପଟେ ଏହି ଘଟଣା କୁ ତୁରନ୍ତ ସରକାର ତଥା ନବରଙ୍ଗପୁର ଜିଲାପାଳ ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସ୍ଥାନୀୟ ଅଞ୍ଚଳ ରଚାଷୀ ଓ ଅଞ୍ଚଳ ବାସୀ ଦାବି କରିଥିବା ସାଧାରଣ ରେ ଦେଖିବାକୁ ମିଳିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like