-+91-9937148622 |

prerana_bgr@rediffmail.com |

  Saturday 11th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ଜିଲ୍ଲା

*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ*-

02-Feb-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ)ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ରାଜ୍ୟ ସରକାର ଙ୍କ ଅଭିନବ କାର୍ଯ୍ଯ କ୍ରମ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଅଛି l କଲେଜ ଅଧ୍ୟକ୍ଷା ଶ୍ରୀମତୀ ରିତା ରାଣୀ ପୁଝାରୀ ଏହି ଶିବିର କୁ ଉଦ୍ଘାଟନ କରିଥିବା ବେଳେ ୧୮୭ ଜଣ ଛାତ୍ରୀ ଙ୍କୁ ଏହି ଶିବିର ରେ ତାଲିମ ଦିଆଯିବ ବୋଲି ସୁଶ୍ରୀ ନିବେଦିତା ମିଶ୍ର ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କି ଯେ ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ପର ଠାରୁ ଆମ ରାଷ୍ଟ୍ର ରେ ନାରୀ ମାନଙ୍କ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ବିଦ୍ୟାଳୟ ମହା ବିଦ୍ୟାଳୟ ତଥା ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଅଭିନବ ଉପାୟରେ ତାଲିମ ପ୍ରଦାନ କରା ଯାଉଛି l ଆଜି ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କ ପାଇଁ ଏ ତାଲିମ ଶିବିର ଆରମ୍ଭ ହୋଇଛି l କାର୍ଯ୍ୟ କ୍ରମ ର ସଂଯୋଜିକା ଶ୍ରୀମତୀ ମିତାଶ୍ରୀ ବାରିକ ଙ୍କ ଆବାହନ ରେ ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର, ରଶ୍ମିତା ମିଶ୍ର, ଅଧ୍ୟାପକ କ୍ଷୀରୋଦ କୁମାର ମେହେର,  ଦୁଃଖୀ ଶ୍ୟାମ ମେହେର, ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, ଚେର ବୁଇ ହୋତା, ପ୍ରଭାସିନୀ ରଥ ପ୍ରମୁଖ କର୍ମଚାରୀ ଛାତ୍ରୀ ମାନଂକୁ ଆତ୍ମ ସୁରକ୍ଷା ପାଇଁ ପରାମର୍ଶ କରିଥିଲେ l ଉକ୍ତ କାର୍ଯ୍ଯ କ୍ରମ ରେ ଲମ୍ବୋଦର ମହାକୁଡ ଓ ସିନିଅର ଛାତ୍ରୀ ମାନେ ସହଯୋଗ କରିଥିଲେ l ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like