-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

କୋପଟି ଆମ୍ବରେ ପାଣି ନାହିଁ, କିନ୍ତୁ ସରକାର ପାଖରେ ଯୋଜନାର ବନ୍ୟା

02-Feb-2026



ନୂଆପଡ଼ା: ୨୧ଶତାବ୍ଦୀର ଭାରତ- "ହର ଘର ନଲ"ର ଢିଣ୍ଡିମ ଓ "ଜଳ ଜୀବନ ମିଶନ"ର ଢେର ପ୍ରଚାର ମଧ୍ୟରେ ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ୍ ଅନ୍ତର୍ଗତ କୋପଟି ଆମ୍ବ ଗ୍ରାମ ଆଜି ପର୍ଯ୍ୟନ୍ତ ପାଣି ପାଇଁ ସଂଘର୍ଷ କରୁଛି। ଏହା କେବଳ ଜଳ ସମସ୍ୟା ନୁହେଁ ଏହା ଏକ ପ୍ରଶାସନିକ ଅପରାଧ, ଏକ ରାଜନୈତିକ ଉଦାସୀନତା ଓ ଏକ ସମ୍ବିଧାନିକ ବିଫଳତା। ସମୁଦ୍ର ପତ୍ତନରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚତାରେ, ଘନ ଜଙ୍ଗଳ ଘେରା ଏହି ଆଦିବାସୀ ବହୁଳ ଗ୍ରାମରେ ଆଜି ବି ଶୁଦ୍ଧ ପାନୀୟ ଜଳ ଏକ ସ୍ଵପ୍ନ ହୋଇ ରହିଛି। ସରକାର ଯେଉଁଠି ଗାଁ ଗାଁରେ ଟାଙ୍କି, ପାଇପ ଓ ନଳ ପହଞ୍ଚିଥ‌ିବା ଦାବି କରୁଛି, ସେଠାରେ କୋପଟି ଆମ୍ବର ବାସ୍ତବତା ହେଉଛି– ଗୋଟିଏ କୂଆଁ, ଓ ସେଥ୍‌ରେ ନିର୍ଭର କରୁଥିବା ଶତାଧୂକ ଜୀବନ। ପ୍ରଶ୍ନ ଉଠୁଛି-କୋପଟି ଆମ୍ବ କି ଭାରତର ନକ୍ସାରେ ନାହିଁ? ଏଠାର ଲୋକେ କି ଭୋଟ ଦିଅନ୍ତି ନାହିଁ? ନା ଆଦିବାସୀ ହେବା ଏକ ଅପରାଧ? ଯଦି ନୁହେଁ, ତେବେ ସରକାର କାହିଁକି ଏହି ଗ୍ରାମକୁ ପାନୀୟ ଜଳ ଭଳି ମୌଳିକ ଅଧିକାରରୁ ବଞ୍ଚିତ କରୁଛି? ଏଠାରେ ପାଣି ସଂଗ୍ରହ କେବଳ କାମ ନୁହେଁଏହା ଦୈନିକ ଜୀବନର ସବୁଠୁ ବଡ଼ ସଂଘର୍ଷା ମହିଳାମାନେ ପ୍ରତିଦିନ ଦୁଇ ସମୟ ଜଙ୍ଗଳ ମଧ୍ୟରୁ ହାତୀ,ଭାଲୁ, ବନ୍ୟପ୍ରାଣୀଙ୍କ ଭୟ ସହିତ, ଭାରୀ ପାତ୍ର ବୋହି ପାଣି ଆଣୁଛନ୍ତି। ସରକାର ଯେଉଁଠି "ନାରୀ ସଶକ୍ତିକରଣ"ର କଥା କହୁଛି, ସେଠାରେ କୋପଟି ଆମ୍ବର ମହିଳାମାନେ ପାଣିର ଭାର ଉଠାଇ ଜୀବନ ବୋହୁଛନ୍ତି। ମାଓ ପ୍ରଭାବର ଦୁହାଇ ଦେଇ ପ୍ରଶାସନ ପାଇଁ ଏହି ଅଞ୍ଚଳକୁ "ଅପହଞ୍ଚ” ଘୋଷଣା କରିଦେବା ସବୁଠୁ ସହଜ। କିନ୍ତୁ ପ୍ରଶ୍ନ ହେଉଛି-ଯେଉଁଠି ପାଣି ନାହିଁ, ସେଠାରେ ବିଶ୍ବାସ କେମିତି ଗଢ଼ିଉଠିବ? ବିକାଶ ଛଡ଼ା ସୁରକ୍ଷା କେମିତି ସମ୍ଭବ? "ହର ଘର ନଲ" ଯୋଜନା କୋପଟି ଆମ୍ବ ପାଇଁ କାହିଁକି ଅଟକିଗଲା? "ବସୁନ୍ଧରା" ଯୋଜନାର ଫାଇଲ କେଉଁ ଟେବୁଲ୍ ଉପରେ ଧୁଳି ଖାଉଛି? କେଉଁ ଅଧିକାରୀ ଏହାର ଦାୟିତ୍ଵ ନେବେ–ନା କି ଆଉ ଏକ ଗ୍ରୀଷ୍ମ ଋତୁ ଲୋକଙ୍କୁ ପାଣି ବିନା କଟାଇବା ପରେ ଫାଇଲ୍‌ ହଲାଇବେ? ସରକାରକୁ ଏବେ ଆଉ ଆବେଦନ ନୁହେଁ-ଉତ୍ତର ଦେବାକୁ ପଡ଼ିବ। କୋପଟି ଆମ୍ବର ଲୋକେ ଭିକ୍ଷା ମାଗୁନାହାନ୍ତି, ସେମାନେ ସେମାନଙ୍କ ଅଧିକାର ମାଗୁଛନ୍ତି। ପାଣି କୌଣସି ଉପକାର ନୁହେଁଏହା ଜୀବନ। ଯଦି ଏବେ ମଧ୍ୟ ପ୍ରଶାସନ ନିରବ ରହେ, ତେବେ ଏହି ନିରବତାକୁ ଇତିହାସ କ୍ଷମା କରିବ ନାହିଁ। ଗୋଟିଏ ପାର୍ବତ୍ୟ ଗ୍ରାମକୁ ପାଣି ଯୋଗାଇପାରୁନଥିବା ସରକାର, "ଉନ୍ନତ ଭାରତ"ର ଦାବି କରିବାର ନୈତିକ ଅଧିକାର ହାରାଇଦେଉଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like