-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2026
(ପ୍ରିୟଦର୍ଶିନୀ ପାତ୍ର)
ମାଘ ପୂର୍ଣ୍ଣିମା ଅବସରରେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ପଟାକଟ ରେ କ୍ଷତ୍ରିୟ ଧାକଡ ସମାଜ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସଂଗଠନ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ , ଉପସଭାପତି ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ, ହରି ଧାକଡ, ପଦ୍ମନ ନାୟକ, ମନମୋହନ ସିଂ, ଓ ସଦନ ନାୟକ, ସଂପାଦକ ମହେଶ୍ୱର ନାୟକ, ବିଭୁତି ନାୟକ, ଲକ୍ଷ୍ମଣ ନାୟକ, ଘାସିରାମ ସିଂ, ସଂଗଠକ ତ୍ରୀନାଥ ସିଂ ଓ ବଳରାମ ସିଂହ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ ଓ କୈଳାସ ପାତ୍ର, ଦେବ ଚନ୍ଦ୍ର ଧାକଡ, ତ୍ରୀନାଥ ସିଂ, ଯୁଗଳ ପୂଜାରୀ, ବିପିନ୍ ଭୁକ୍ତା, ପଦ୍ମ ସିଂହ, ମୁରଲୀ ସିଂ, ନରସିଂହ ଦିୱାନ, ଜଳନ୍ଧର ସିଂ, ଦଶମୁ ପାତ୍ର, ରମେଶ ପାତ୍ର, ଜଗତ ସିଂ , ଢମୁ ସିଂ, ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଦିବାକର ନାୟକ, ତ୍ରୀନାଥ ଧାକଡ ପ୍ରମୁଖ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ। ସମସ୍ତ କ୍ଷତ୍ରିୟ ବର୍ଣ୍ଣ ଅନ୍ତର୍ଗତ ସଂପ୍ରଦାୟ ମାନଙ୍କ ମଧ୍ୟରେ ଐକ ଭାବ ସ୍ଥାପନ ପାଇଁ ଦୃଢକ୍ତି ପ୍ରକାଶ କରା ଯାଇଥିଲା।