-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
26-Jan-2026
ବଲାଙ୍ଗିର(ନି.ପ୍ର): ଆଜି ସ୍ଥାନୀୟ ଜେଏସ୍ଏମ୍ ଡିଗ୍ରୀ କେଲଜ ତରଫରୁ ୭୭ତମ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥେିର ମୁଖ୍ୟ ଅତିଥି ରେୂପ ବରିଷ୍ଠ ଆଇନଜୀବୀ ତଥା କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରେମାଦ ମିଶ୍ର ଯୋଗ ଦେଇ ଜାତୀୟ ପତାକା େଉତ୍ତାଳନ କରିବା ସହ ନିଜ ବକ୍ତବ୍ୟେର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଣତନ୍ତ୍ରର ସୁରକ୍ଷାଉ ଲାଗି ନିଜର ସ୍ୱରକୁ ଶାଣିତ କରିବାକୁ ଆହ୍ୱାନ ଦେଇଥେିଲ । ମହାବିଦ୍ୟାଳୟର ଉପେଦଷ୍ଟା ମେନାରଂଜନ ସାହୁ ରାଷ୍ଟ୍ରନିର୍ମାଣେର ଗଣତନ୍ତ୍ରର ମୂଲ୍ୟେବାଧକୁ ବୁଝି ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥେିଲ । ମହାବିଦ୍ୟାଳୟର ଅଧ୍ୟକ୍ଷା ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା େବେଳ ଉପାଧ୍ୟକ୍ଷା ଏବିରାମ ଲିପ୍ସା କାର୍ଯ୍ୟକ୍ରମକୁ ସେଂଯାଜନା କରିଥେିଲ । ଏହି ଅବସରେର ରୋଗୀ ସେବୋର େଉଲ୍ଲଖନୀୟ ଅବଦାନ ପାଇଁ ଚିନ୍ମୟୀ ତ୍ରିପାଠୀ ଓ ସେଫଇ କମର୍ଚାରୀ ହିମାଂଶୁ ବିଭାରଙ୍କ ୁ ମେୋମେଣ୍ଟା ଦେଇ ସମ୍ବଦ୍ଧିର୍ତ କରାଯାଇଥିଲା । କେଲଜର ଛାତ୍ରୀ ସୁମିତ୍ରା ଭଂଜ ସାଧାରଣତନ୍ତ୍ର ଦିବସ ଉପେର ବକ୍ତବ୍ୟ ପ୍ରଦାନ କରିଥେିଲ । କାର୍ଯ୍ୟକ୍ରମକୁ ସଫଳ କରିବୋର କେଲଜର ପ୍ରଶାସନିକ ଅଧିକାରୀ ଶେୈଳଶ ପାଳ, ଅଧ୍ୟାପିକ, ସୁବ୍ରତ ପ...ନାୟକ, ଅଂଜଳି ରଥ,ସ୍ମୃତି ସ୍ମରଣିକା ବେଚ୍, ଅଭିଜିତ ଢ଼ାଲି, ସୁପ୍ରିୟା ମହାପାତ୍ର, ପ୍ରମୁଖ ସହେଯାଗ କରିଥେିଲ ।
ସୁଚନୋଯାଗ୍ୟେଯ, ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସେର କେଲଜର ଛାତ୍ର ସେରାଜ ପ୍ରଧାନ ଓବିଆ ବକ୍ତୃତା ପ୍ରତେିଯାଗିତୋର ପୁରସ୍କୃତ ହୋଇଥିବା ଯୋଗୁଁ ତାଙ୍କୁ କେଲଜ ତରଫରୁ ଅଭିନନ୍ଦନ ଜ୍ଞ।।ପନ କରାଯାଇଛି ।