-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବଲାଙ୍ଗିର ୱାଈ ଏସ ସି ସି ଦଳ ସେମି ଫାଇନାଲ ରେ ପ୍ରବେଶ*

20-Jan-2026



- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ୨୦୨୬ ର ଆଜି ର ଦ୍ଵିତୀୟ ଦିବସ ର ୧୮ ଓଭର ବିଶିଷ୍ଟ ପ୍ରଥମ ମ୍ୟାଚ୍ ୱାଈ ଏସ ସି ସି ବଲାଙ୍ଗିର ଓ    ଏ ସି ସି ଅନୁଗୁଳ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟସ୍ ଜିଣି ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭର ରେ ୮ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା l ଦଳ ପକ୍ଷରୁ କାର୍ତ୍ତିକ ନାଇଡୁ ୩୬ ବଲ ରେ ୫୯ ରନ୍, ଆୟୁଷ କ୍ରିଶ୍ଟୋଫର୍ ୭ ବଲ ରେ ୧୫ ରନ୍, ଓ ଟୁକୁନା ସାହୁ ୧୮ ବଲ ରେ ୨୧ ରନ୍ କରିଥିଲେ l ବଲାଂଗୀର ଦଳ ପକ୍ଷରୁ ସତ୍ୟଜିତ ସିଂଦେଓ, ତେଜସ(ପ୍ରତୀକ) ଓ ରାଜା ପ୍ରତ୍ୟେକ ବୋଲର ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ବଲାଙ୍ଗିର ଦଳ ୧୫.୧ ଓଭର ରେ ୩ ୱିକେଟ୍ ହରାଇ ୧୫୭ ରନ୍ କରି ସହଜ ବିଜୟ ହାସଲ କରିଥିଲେ l ଦଳ ପକ୍ଷରୁ ପୁରୁଷୋତ୍ତମ ପଧାନ ୨୨ ବଲ ରେ ୪୪ ରନ୍, ଶୁଭମ୍ ନାଏକ ୨୪ ବଲ ରେ ୨୯ ରନ, ଶ୍ରେଷ୍ଠ କୁମାର୍ ୧୩ ବଲ ରେ ୨୨ ରନ୍ ଓ ଅରବିନ୍ଦ ୨୫ ବଲ ରେ ଅପରାଜିତ ୪୮ ରନ୍ କରି ଥିଲେ l ଅନୁଗୁଳ ଦଳ ପକ୍ଷରୁ ବୋଲର ସୂର୍ଯ୍ୟ ଭୂତିଆ ୨ ଟି ୱିକେଟ୍ ହାସଲ କରିଥିଲେ l ସେହିପରି ଆଜିର ଟି ଟେନ୍ ଓଭର ମ୍ୟାଚ ରେ ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୩୯ ରନ୍ କରିଥିଲେ l ଦଳ ପକ୍ଷରୁ କାର୍ତ୍ତିକ ନାଇଡୁ ୩୩ ବଲ ରେ  ୮୬ ରନ୍ ଓ ରଘୁନାଥ ମଲ୍ଲ ୧୪ ବଲ ରେ ୨୭ ରନ୍ କରିଥିଲେ l ପ୍ରତି ଉତ୍ତର ରେ ୟଙ୍ଗ ଷ୍ଟୁଡେଣ୍ଟ୍ କ୍ରିକେଟ୍ କ୍ଳବ୍ ବଲାଙ୍ଗିର ୧୦ ଓଭର ରେ ୮ ୱିକେଟ୍ ହରାଇ ମାତ୍ର ୧୦୦ ରନ୍ କରିବାରେ ସମର୍ଥ ହୋଇଥିଲା l ବଲାଂଗୀର ଦଳ ପକ୍ଷରୁ ଅରବିନ୍ଦ - ୪୮ ରନ୍, ଶ୍ରେଷ୍ଠ - ୧୪ ରନ୍, ଓ ପୁରୁଷୋତ୍ତମ ପଧାନ ୧୧ ରନ୍ କରିଥିଲେ l ଅନୁଗୁଳ ଦଳ ପକ୍ଷରୁ ଆୟୁଷ କୁମାର ସର୍ବାଧିକ ୪ ଟି ୱିକେଟ୍ ହାସଲ କରିଥିବା ବେଳେ ଆନନ୍ଦ ଓ ସୌରଭ ଗୌଡ ୨ ଲେଖାଏଁ ୱିକେଟ୍ ହାସଲ କରିଥିଲେ l ଉଭୟ ଦଳ ଗୋଟାଏ ଗୋଟାଏ ମ୍ୟାଚ୍ ଜିତିବା ପରେ ଶେଷରେ ରୋମାଞ୍ଚକର ସୁପର ଓଭର ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା l ଏହି ସୁପର ଓଭର ରେ ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ୧ ଓଭର ରେ ୧୨ ରନ୍ କରିଥିଲେ l ୧୩ ରନ୍ ର ବିଜୟ ଲକ୍ଷ୍ୟ କୁ ହାସଲ କରି ବଲାଙ୍ଗିର ୱାଈ ଏସ ସି ସି ଦଳ ଲାଲ୍ ମନି କ୍ରିକେଟ ର ସେମି ଫାଇନାଲ କୁ ପ୍ରବେଶ କରିଛି l ମୁଖ୍ୟ ଅତିଥି ଭାବେ ସୋନପୁର ବି ଡି ଓ ପ୍ରତୀକ କୁମାର କର ଓ ସମ୍ମାନିତ ଅତିଥି ଭାବେ ରାଇସ ମିଲର୍ସ ଆଶିଷ ରଞ୍ଜନ ବାବୁ ଯୋଗ ଦେଇ ଆଜି ଏହି ମ୍ୟାଚ୍ କୁ ଉଦ୍ଘଟାନ କରିଥିବା ବେଳେ ପୁରସ୍କାର ବିତରଣୀ ଉତ୍ସବ ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମ୍ୟାନେଜର ଶ୍ୟାମ କୁମାର ମହାଲିଙ୍ଗ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ଖେଳାଳୀ ଅନୁଗୁଳ ଦଳ ର କାର୍ତ୍ତିକ ନାଇଡୁ ଙ୍କୁ ପୁରସ୍କୃତ କରିଥିଲେ l ବି ଏସ ରାଓ, ପାର୍ଥ ସାରଥି ମିଶ୍ର, ସଞ୍ଜୀବ ମିଶ୍ର, ଓ ବିନୋଦ ମହାକୁଡ ଆଜି ର ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ସମୀର ପାଣିଗ୍ରାହୀ ଓ ବିଶ୍ୱଜିତ୍ ପୁରୋହିତ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ପ୍ରଦୀପ ସେଠି ଓ ଅନ୍ ଲାଇନ୍ ସ୍କୋରର୍ ଭାବେ ଦିନେଶ ଘିବେଲା, ବିଶ୍ଵ ନାଥ ନାୟକ ଦାୟିତ୍ଵ ତୁଲାଇ ଥିଲେ l ଆଜିର ଖେଳ କୁ ଦଶ ହଜାର ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like