-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

*ପେରେଣ୍ଟ ବିଦ୍ୟାଳୟ -ସିଆରସିସି ସେମଳା, ସାମଗ୍ରିକ ବିକାଶ ପାଇଁ ଶିକ୍ଷୟିତ୍ରୀ , ଶିକ୍ଷକ ଓ କମିଟି ସହ ବୈଠକ*

07-Jan-2026



(ପ୍ରିୟଦର୍ଶିନୀ ପାତ୍ର)
ଅଭିଭାବକ–ବିଦ୍ୟାଳୟ ସମନ୍ୱୟ (ଶିକ୍ଷାଗୁଣାତ୍ମକତା,ଅନୁଦାନ ପରିଚାଳନା,ସଭା ପରିଚାଳନ,କାର୍ଯ୍ୟାଳୟ କାମ,ଦାୟିତ୍ୱ  ପାଇଁ ମାର୍ଗଦର୍ଶନ ଶିଶୁ ନିରାପଦ କମିଟି,ଶ୍ରେଣୀ ପର୍ଯ୍ୟଵେକ୍ଷଣ ,ଶୈକ୍ଷିକ ସହାୟତା ପ୍ରଦାନ, ଏଫ ଏଲ ଏନ ପଢ଼ିବା ପଢିବା ଓଡ଼ିଶା ପ୍ରସ୍ତୁତି ଓ ମନିଟରିଂକାର୍ଯ୍ୟକ୍ରମ ।
 ନିୟମ ଉଲ୍ଲଂଘନ ଚିହ୍ନଟ କରି ରେ HM ଓ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣ ମନିଟରିଂ ମାଧ୍ୟମ ରେ ସମାଧାନ କରିବା ସିଆରସିସି ର ପଦକ୍ଷେପ । ଖେଳ ସାମଗ୍ରୀ ବ୍ୟବହାର ଯାଞ୍ଚ ନିୟମ  ଅନୁସାରେ ଖର୍ଚ୍ଚ ହେଉଛି କି ନାହିଁ ବିଦ୍ୟାଳୟ ପରିଚାଳନା ସଭା ନିୟମିତ ହେଉଛି କି ନାହିଁ ନିରୀକ୍ଷଣ।
ଜାଦୁ ପେଡି ବ୍ୟବହାର ଯାଞ୍ଚ,ଡାଟା ଅପଡେଟ୍ ମନିଟରିଂ, ରେଜିଷ୍ଟର ଯାଞ୍ଚ ଓ ସମାଧାନ ପଦକ୍ଷେପ, ପିତାମାତା ସଚେତନତା ଓ ସମ୍ପର୍କ ସୁଦୃଢ଼ିକରଣ
ଶିକ୍ଷାର ଗୁରୁତ୍ୱ, ନିୟମିତ ଉପସ୍ଥିତି, ଡ୍ରପ୍‌ଆଉଟ୍‌ ରୋକିବା ବିଷୟରେ ପିତାମାତାଙ୍କୁ ସଚେତନ କରିବା
ପିତାମାତା–ଶିକ୍ଷକ ସମ୍ପର୍କକୁ ମଜବୁତ କରିବା ପାଇଁ ମିଟିଂ ଆୟୋଜନରେ ଶିକ୍ଷକଙ୍କୁ ମାର୍ଗଦର୍ଶନ , ମଧ୍ୟାହ୍ନ ଭୋଜନ ଗୁଣବତ୍ତା,ବୈଠକ ନିୟମିତ ହେଉଛି କି ନାହିଁ ଯାଞ୍ଚ
ବୈଠକ ରେଜଲୁସନ, ଉପସ୍ଥିତି ପତ୍ର, କାର୍ଯ୍ୟବୃତ୍ତାନ୍ତ ରଖାଯାଉଛି କି ନାହିଁ ଦେଖାଶୁଣା। ଶିଶୁ ଉପସ୍ଥିତି ଓ ଡ୍ରପ୍‌ଆଉଟ୍‌ ନିୟନ୍ତ୍ରଣନିୟମିତ ଅନୁପସ୍ଥିତ/ଡ୍ରପ୍‌ଆଉଟ୍‌ ଶିଶୁଙ୍କ ଘରକୁ ପିତାମାତା ସହ ଆଲୋଚନା ଚାଇଲ୍ଡ ଟ୍ରାକିଙ୍ଗ , ଏସ ଡି ମାଇ ଏସ ତଥ୍ୟ ଅପଡେଟ୍‌  କୁ ସହଯୋଗ । ଶିକ୍ଷା ଗୁଣବତ୍ତାରେ ପିତାମାତାଙ୍କ ଭୂମିକା(ଭାଷା ଓ ଗଣିତ) ରେ ପିତାମାତା ଘରେ କିପରି ସହଯୋଗ କରିପାରିବେ ସେଥିରେ ମାର୍ଗଦର୍ଶନ ପଢ଼ିବା ଅଭ୍ୟାସ, ଗୃହ କାର୍ଯ୍ୟ  ରେ ପିତାମାତାଙ୍କ ଭାଗୀଦାର ସଚେତନତା କରିବା , ବୋର୍ଡ଼ ପରୀକ୍ଷା ୫ମ ଓ ଅଷ୍ଟମ ଶ୍ରେଣୀର କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଯୋଜନା ପ୍ରସ୍ତୁତିରେ ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକର ଦ୍ରୁତତମ ପାଇଁ ସିଆରସିସି ତରଫରୁ ମନିଟରିଂ ଓ ସମୀକ୍ଷା ଦ୍ଵାରା ପରିଚାଳିତ କରିବା। କାମ କୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟ କାରୀ ପାଇଁ ମତ ଦେଇଥିଲେ। ବିଦ୍ୟାଳୟ ର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କୁ ସମସ୍ତେ ସ୍ଵାଗତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନିଲ କୁମାର  ଓ ସଭ୍ୟ ସାହେବ ଶଗରିଆ  ,ପ୍ରଧାନ ଶିକ୍ଷୟିତ୍ରୀ ବେହେରା ନିର୍ମଳ କୁମାର ଓ ବିଦ୍ୟାଳୟ ସିନିୟର୍ ଶିକ୍ଷୟିତ୍ରୀ ମିଳନ ଗହିର, ରାଜେଶରୀ ଦାସ, ଅପରାଜିତା ମଲ୍ଲିକ, ଝରଣା ବକ୍ସି ସି ଆର ସି ସି ତରଫରୁ ପେରେଣ୍ଟ ବିଦ୍ୟାଳୟ ଚୟନ କରି ସାମଗ୍ରିକ ବିକାଶ ଭାବନାକୁ ସମର୍ଥନ ସହ  ବୈଠକ ସମାପ୍ତ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like