-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ଭୁବନେଶର (ପ୍ରେରଣା ଖବର) ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା। ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ। ଅନୁଧ୍ୟାନ କରି ଅଗ୍ନିଶମ ବିଭାଗ ତଦନ୍ତ ରିପୋର୍ଟ ଦାଖଲ କରିବ। ତ୍ରୁଟି ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ଅଗ୍ନି ନିରାପତ୍ତା ଏନଓସିରେ କିଛି ହସ୍ପିଟାଲ୍ ଚାଲୁଛି ଅଭିଯୋଗ ଆସିଛି। ଏହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ସେପଟେ କରନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା ଯୋଗୁଁ ସନ୍ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲକୁ ଉତ୍ସରଗୀକୃତ covid hospital କରାଯାଇଥିଲା।