-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ :ପାର୍କିଂ ବ୍ୟବସ୍ଥା ନ ଥିବାରୁ ସିଲ ହେଲା ବ୍ୟାଙ୍କ

02-Feb-2021



ବଲାଙ୍ଗୀର/ଟିଟିଲାଗଡ,(ପ୍ରେରଣା ଖବର) : ଟିଟିଲାଗଡ ସହର ସ୍ଥିତ ବ୍ୟାଙ୍କ ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ କୁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପଧ୍ୟାୟ ସିଲ କରିଛନ୍ତି । ସୂଚନା ଅନୁଯାୟୀ  ଟିଟିଲାଗଡ ସହର ରେ ଓଭର୍ବ୍ରିଜ ନିର୍ମାଣ ସରିଥିବା ସତ୍ୱେ କାର୍ଯ୍ୟକାରୀ କରାଯାଇନାହିଁ । ତଥା ସହର ରୁ ବାଇପାସ ରାସ୍ତା ଵ୍ୟଵସ୍ଥା ସମ୍ପୂର୍ଣ୍ଣ ହୋଇ ନ ଥିବା ଓ ଉପଯୁକ୍ତ ବ୍ୟବସ୍ଥା ସଠିକ ଭାବେ ନ କରିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଇତି ମଧ୍ୟରେ ଜଣେ ବ୍ୟକ୍ତି ଙ୍କ ର ସହର ଭିତରେ ଟ୍ରକ ଚାପା ରେ ଶୋଚନୀୟ ମୃତ୍ୟୁ ଘଟିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବାସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମୁଖ୍ୟ ରାସ୍ତାକୁ ଲାଗି ରହିଛି । ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରେ ଲାଗିଛି । ଏହାକୁ ନଜରରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ତଥା ଟିଟିଲାଗଡ ପୌରପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଗତ ୨୦୨୦ ମସିହା ଡିସେମ୍ବର ୫ ତାରିଖରେ ଏକ୍ସିସ୍ ବ୍ୟାଙ୍କକୁ ନୋଟିସ କରିଥିଲେ । ଟିଟିଲାଗଡ ର ବ୍ୟାଙ୍କ ଛକରେ ଏକ୍ସିସ୍ ବ୍ୟାଙ୍କ ଥିବା ବେଳେ ଉକ୍ତ ସ୍ଥାନରେ ଉକ୍ତ ଜାଗା ମାଲିକ ଗତ ଡିସେମ୍ବର ମାସରେ ଉକ୍ତ ସ୍ଥାନର ମାଲିକ ଟିଟିଲାଗଡ ପୌରପରିଷଦ ରୁ  ପାର୍କିଂ ସ୍ଥଳ ପାଇଁ ଓ ବ୍ୟାଙ୍କ ପାଇଁ  ଅନୁମତି ଆଣି ସେଠାରେ ବ୍ୟାଙ୍କ କାର୍ଯ୍ୟକାରୀ କରିଥିଲେ । ହେଲେ ପାର୍କିଂର ବ୍ୟବସ୍ଥା ନ ଥିବାରୁ ଏକ ମାସ ମଧ୍ୟରେ ଉକ୍ତ ବ୍ୟବସ୍ଥା କରିବା କିମ୍ବା ଅନ୍ୟତ୍ର ବ୍ୟାଙ୍କ ସ୍ଥାନାନ୍ତରିତ କରିବା ପାଈଁ ପୌରପରିଷଦ ଅଧିକାରୀ ତଥା  ଉପଜିଲ୍ଲାପାଳ ନୋଟିସ ଦେଇଥିଲେ । ହେଲେ ଉକ୍ତ ନିର୍ଦ୍ଦେଶ କୁ ଖାତିର ନ କରି ବ୍ୟାଙ୍କ ସେମିତି ଚାଲିବା ଦ୍ୱାରା ଲୋକେ ନାହିଁ ନ ଥିବା ହଇରାଣ ହେବା ଦେଖାଯାଉଥିଲା । ବ୍ୟାଙ୍କ ର ଗ୍ରାହକ ଓ ସାଧାରଣ ଉକ୍ତ ସଙ୍କୁଚିତ ସ୍ଥାନରେ ହଟହଟା ହେବା ନେଇ ଟିଟିଲାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ସୋମେଶ ଉପଧ୍ୟାୟ ପୋଲିସ ପ୍ରଶାସନ ସହ ଉକ୍ତ ବ୍ୟାଙ୍କ କୁ ସିଲ କରିଛନ୍ତି  । ସେହିପରି ସହର ର ହାଟପଦା ର ସାପ୍ତାହିକ ଓ ଦୈନିକ ବଜାର ଦେଇ ଟ୍ରକ ବସ ରୁ ନେଇ ଦୁଇ ଚକିଆ, ଚାରି ଚକିଆ ଯାନ,ବାହାନ ଯାତାୟାତ ଯୋଗୁଁ ଦୀର୍ଘ ସମୟ ଧରି ଲୋକ ଭିଡ ଯୋଗୁଁ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ସେହିପରି ଏହି ରାସ୍ତା ରେ ଆମ୍ବୁଲାନ୍ସ ବି ଦୀର୍ଘ ସମୟ ଧରି ଅଟକି ରହୁଛି । ଏ ନେଇ ସହର ରେ ଏକ ସ୍ୱତନ୍ତ୍ର ବାଇପାସ ରାସ୍ତା ବ୍ୟବସ୍ଥା କରିବା କୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026

You Might Also Like