-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*-

26-Dec-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ "ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫  ଓ ୨୦୨୬" ପାଇଁ ବିଭିନ୍ନ  କ୍ଷେତ୍ରରେ ସେବା ଓ ସମାଜ ର ହିତ ପାଇଁ  କାର୍ଯ୍ଯ କରି ଆସୁଥିବା  ୬୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଆଜିର ଏହି ଉତ୍ସବ ରେ ଏସପି ଶ୍ରୀ ନାରାୟଣ ନାଏକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟା ରୂପା ରଥ, ଆର ଏସ ଏସ ର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା, କବି ଆର୍ତ୍ତ ତ୍ରାଣ ବାବୁ, ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଈ ସୁବର୍ଣ୍ଣ ଭାରତୀ ପରିବାର ର ସମ୍ମାନ ସମରୋହ ଅୟୋଜନ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଙ୍କୁ ଭାରତ ବିକାଶ ପରିଷଦ ର ସୁନନ୍ଦା ସାହୁ ଓ ଉଦ୍ଘୋଷକ ଲକ୍ଷ୍ମୀ ନାରାୟଣ ସାହୁ ଙ୍କୁ "ମୁତ୍ୟାଲ୍ଲୁ ଆମ୍ମା ସ୍ମୃତି ସମ୍ମାନ" ରେ ସମ୍ବର୍ଧିତ କରାଯାଇ ଥିବା ବେଳେ ଶ୍ରୀ ଗୋପାଳ ଜୀ ବିଭୁ କୃପା ସମ୍ମାନ ରେ ସୋନପୁର  ଉପ ଜିଲ୍ଲାପାଳ ଡ଼ ସୌମ୍ୟା ରୂପା ରଥ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ସୁବର୍ଣ୍ଣ ଗୌରବ ମରୋଣତ୍ତର ସମ୍ମାନ ରେ ସ୍ଵଗତ ମୋହନ ମେହେର, ବି ସୁଦାମ ପାତ୍ର ଓ ବାଣୀ ସେଟି ଶ୍ରୀ ହରି ପାତ୍ର ଙ୍କ ସମ୍ମାନ ତାଙ୍କ ପରିବାର ଙ୍କୁ ପ୍ରଦାନ କରା ଯାଇଥିଲା l ସେହିପରି ସମ୍ବାଦ ଶ୍ରୀ ସମ୍ମାନ ରେ ସ୍ଵାଧୀନ ମେହେର ,  ନେତୃତ୍ଵ ଶ୍ରୀ ସମ୍ମାନ ରେ ମନୋରଞ୍ଜନ ତ୍ରୀପାଠୀ , ଶିକ୍ଷା ଶ୍ରୀ ସମ୍ମାନ ରେ ଦେବେନ୍ଦ୍ର ପଧାନ , ଗତି କୃଷ୍ଣ ମିଶ୍ର ଓ ସନ୍ତୋଷ ପୁଝାରୀ , ଧର୍ମ କଲ୍ୟାଣୀ ସମ୍ମାନ ରେ ନନ୍ଦିନୀ ଶତପଥି, ଯୋଗ ଶ୍ରୀ ସମ୍ମାନ ରେ ନ୍ୟୁନ ଚନ୍ଦ୍ର ପୁଝାରୀ, ସୁରେଶ ଚନ୍ଦ୍ର ବେହେରା , ସୁବର୍ଣ୍ଣ ଶ୍ରୀ ସମ୍ମାନ ରେ ପୌଲସ୍ତି ମେହେର, ସତ୍ୟ ନାରାୟଣ ସାହୁ ଓ ଜୟ ନାରାୟଣ ସା , ନାରୀ ଶକ୍ତି ସମ୍ମାନ ରେ ମଞ୍ଜୁଳା ମିଶ୍ର , ଏଡଭାଞ୍ଚର ବାଇକ୍ ରାଇଡର୍ ସମ୍ମାନ ରେ ମିଥୁନ ସାହୁ  , ସଂସ୍କୃତି ସୁରକ୍ଷା ସମ୍ମାନ ରେ ବୈକୁଣ୍ଠ ଶତପଥୀ, ଘନ ଶ୍ୟାମ ଭ୍ୟାସ, ଓ ପ୍ରସାଦୁ ପ୍ରଧାନ , ଆୟୁଶ୍ରୀ ସମ୍ମାନ ରେ ରଞ୍ଜନ କୁମାର ମିଶ୍ର, ସୁବର୍ଣ୍ଣ ଶ୍ରିମୟୀ ସମ୍ମାନ ରେ କେ ବର୍ଷା , ଯୁବ ନେତୃତ୍ବ ସମ୍ମାନ ରେ ପୀୟୂଷ କୁମାର ପଣ୍ଡା , ସଙ୍ଗୀତ ଶ୍ରୀ ସମ୍ମାନ ରେ କୃଷ୍ଣ ଚନ୍ଦ୍ର ସିନ୍ଧରିଆ, ଗୀତିକାର ସମ୍ମାନ ରେ ଯୁଧିଷ୍ଠିର ବାରିକ, ସଦ ଭାବନା ସମ୍ମାନ ରେ ଏଡଭୋକେଟ ନରଦେବ ଭୋଇ, ନାଟ୍ୟଶ୍ରୀ ସମ୍ମାନ ରେ ଗିରିଜା ଶଙ୍କର ସାହୁ, ସୁରକ୍ଷା ସମ୍ମାନ ରେ ଏକ୍ସ ଆର୍ମି ସଂଘ କର୍ମ କର୍ତ୍ତା ଙ୍କୁ ଓ ଦେବ ଦମ୍ପତି ସମ୍ମାନ ରେ ଭଗବତୀ ରାୟଗୁରୁ, ପ୍ରତାପ କେଶରୀ ରାୟ ଗୁରୁ, ବୃନ୍ଦାବନ ରଥ ଜୟନ୍ତୀ ରଥ ଓ ଗୁଣ ନିଧୀ ପାତ୍ର ପ୍ରେମ ଶିଳା ପାତ୍ର ଙ୍କ  ସମେତ ସୋନପୁର ସହର ସମାଜ ର ୫୦ ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ଏହି ସେବା ସମ୍ମାନ ସମାରୋହ ରେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା |

ଦୟାନନ୍ଦ ପବ୍ଲିକ ସ୍କୁଲ  ଓ ସୁବର୍ଣ୍ଣ ଭାରତୀ ପରିବାର ର ସମସ୍ତ ସଦସ୍ୟ, ଟିଚର, କର୍ମଚାରୀ ଓ ଭାରତ ବିକାଶ ପରିଷଦ ର ସଭାପତି ଶ୍ରୀ ଦୂର୍ଯୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, କବିତା ପଧାନ, ସୁଭାଷିନୀ ଷଡ଼ଙ୍ଗୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l  ଶ୍ରୀମତୀ ସୁନନ୍ଦା ସାହୁ ଓ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବା ବେଳେ ଦୁର୍ୟୋଧନ ସାହୁ, କବିତା ପଧାନ ଓ ସୁଭାଷିନୀ ଷଡ଼ଙ୍ଗୀ ଅତିଥି ସ୍ଵାଗତ କରିଥିଲେ l subarn*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*- ସୋନପୁର - ୨୬-୧୨-  ଆଜି ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ "ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫  ଓ ୨୦୨୬" ପାଇଁ ବିଭିନ୍ନ  କ୍ଷେତ୍ରରେ ସେବା ଓ ସମାଜ ର ହିତ ପାଇଁ  କାର୍ଯ୍ଯ କରି ଆସୁଥିବା  ୬୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଆଜିର ଏହି ଉତ୍ସବ ରେ ଏସପି ଶ୍ରୀ ନାରାୟଣ ନାଏକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟା ରୂପା ରଥ, ଆର ଏସ ଏସ ର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା, କବି ଆର୍ତ୍ତ ତ୍ରାଣ ବାବୁ, ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଈ ସୁବର୍ଣ୍ଣ ଭାରତୀ ପରିବାର ର ସମ୍ମାନ ସମରୋହ ଅୟୋଜନ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଙ୍କୁ ଭାରତ ବିକାଶ ପରିଷଦ ର ସୁନନ୍ଦା ସାହୁ ଓ ଉଦ୍ଘୋଷକ ଲକ୍ଷ୍ମୀ ନାରାୟଣ ସାହୁ ଙ୍କୁ "ମୁତ୍ୟାଲ୍ଲୁ ଆମ୍ମା ସ୍ମୃତି ସମ୍ମାନ" ରେ ସମ୍ବର୍ଧିତ କରାଯାଇ ଥିବା ବେଳେ ଶ୍ରୀ ଗୋପାଳ ଜୀ ବିଭୁ କୃପା ସମ୍ମାନ ରେ ସୋନପୁର  ଉପ ଜିଲ୍ଲାପାଳ ଡ଼ ସୌମ୍ୟା ରୂପା ରଥ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ସୁବର୍ଣ୍ଣ ଗୌରବ ମରୋଣତ୍ତର ସମ୍ମାନ ରେ ସ୍ଵଗତ ମୋହନ ମେହେର, ବି ସୁଦାମ ପାତ୍ର ଓ ବାଣୀ ସେଟି ଶ୍ରୀ ହରି ପାତ୍ର ଙ୍କ ସମ୍ମାନ ତାଙ୍କ ପରିବାର ଙ୍କୁ ପ୍ରଦାନ କରା ଯାଇଥିଲା l ସେହିପରି ସମ୍ବାଦ ଶ୍ରୀ ସମ୍ମାନ ରେ ସ୍ଵାଧୀନ ମେହେର ,  ନେତୃତ୍ଵ ଶ୍ରୀ ସମ୍ମାନ ରେ ମନୋରଞ୍ଜନ ତ୍ରୀପାଠୀ , ଶିକ୍ଷା ଶ୍ରୀ ସମ୍ମାନ ରେ ଦେବେନ୍ଦ୍ର ପଧାନ , ଗତି କୃଷ୍ଣ ମିଶ୍ର ଓ ସନ୍ତୋଷ ପୁଝାରୀ , ଧର୍ମ କଲ୍ୟାଣୀ ସମ୍ମାନ ରେ ନନ୍ଦିନୀ ଶତପଥି, ଯୋଗ ଶ୍ରୀ ସମ୍ମାନ ରେ ନ୍ୟୁନ ଚନ୍ଦ୍ର ପୁଝାରୀ, ସୁରେଶ ଚନ୍ଦ୍ର ବେହେରା , ସୁବର୍ଣ୍ଣ ଶ୍ରୀ ସମ୍ମାନ ରେ ପୌଲସ୍ତି ମେହେର, ସତ୍ୟ ନାରାୟଣ ସାହୁ ଓ ଜୟ ନାରାୟଣ ସା , ନାରୀ ଶକ୍ତି ସମ୍ମାନ ରେ ମଞ୍ଜୁଳା ମିଶ୍ର , ଏଡଭାଞ୍ଚର ବାଇକ୍ ରାଇଡର୍ ସମ୍ମାନ ରେ ମିଥୁନ ସାହୁ  , ସଂସ୍କୃତି ସୁରକ୍ଷା ସମ୍ମାନ ରେ ବୈକୁଣ୍ଠ ଶତପଥୀ, ଘନ ଶ୍ୟାମ ଭ୍ୟାସ, ଓ ପ୍ରସାଦୁ ପ୍ରଧାନ , ଆୟୁଶ୍ରୀ ସମ୍ମାନ ରେ ରଞ୍ଜନ କୁମାର ମିଶ୍ର, ସୁବର୍ଣ୍ଣ ଶ୍ରିମୟୀ ସମ୍ମାନ ରେ କେ ବର୍ଷା , ଯୁବ ନେତୃତ୍ବ ସମ୍ମାନ ରେ ପୀୟୂଷ କୁମାର ପଣ୍ଡା , ସଙ୍ଗୀତ ଶ୍ରୀ ସମ୍ମାନ ରେ କୃଷ୍ଣ ଚନ୍ଦ୍ର ସିନ୍ଧରିଆ, ଗୀତିକାର ସମ୍ମାନ ରେ ଯୁଧିଷ୍ଠିର ବାରିକ, ସଦ ଭାବନା ସମ୍ମାନ ରେ ଏଡଭୋକେଟ ନରଦେବ ଭୋଇ, ନାଟ୍ୟଶ୍ରୀ ସମ୍ମାନ ରେ ଗିରିଜା ଶଙ୍କର ସାହୁ, ସୁରକ୍ଷା ସମ୍ମାନ ରେ ଏକ୍ସ ଆର୍ମି ସଂଘ କର୍ମ କର୍ତ୍ତା ଙ୍କୁ ଓ ଦେବ ଦମ୍ପତି ସମ୍ମାନ ରେ ଭଗବତୀ ରାୟଗୁରୁ, ପ୍ରତାପ କେଶରୀ ରାୟ ଗୁରୁ, ବୃନ୍ଦାବନ ରଥ ଜୟନ୍ତୀ ରଥ ଓ ଗୁଣ ନିଧୀ ପାତ୍ର ପ୍ରେମ ଶିଳା ପାତ୍ର ଙ୍କ  ସମେତ ସୋନପୁର ସହର ସମାଜ ର ୫୦ ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ଏହି ସେବା ସମ୍ମାନ ସମାରୋହ ରେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା l ଦୟାନନ୍ଦ ପବ୍ଲିକ ସ୍କୁଲ  ଓ ସୁବର୍ଣ୍ଣ ଭାରତୀ ପରିବାର ର ସମସ୍ତ ସଦସ୍ୟ, ଟିଚର, କର୍ମଚାରୀ ଓ ଭାରତ ବିକାଶ ପରିଷଦ ର ସଭାପତି ଶ୍ରୀ ଦୂର୍ଯୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, କବିତା ପଧାନ, ସୁଭାଷିନୀ ଷଡ଼ଙ୍ଗୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l  ଶ୍ରୀମତୀ ସୁନନ୍ଦା ସାହୁ ଓ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବା ବେଳେ ଦୁର୍ୟୋଧନ ସାହୁ, କବିତା ପଧାନ ଓ ସୁଭାଷିନୀ ଷଡ଼ଙ୍ଗୀ ଅତିଥି ସ୍ଵାଗତ କରିଥିଲେ l ସୁବର୍ଣ୍ଣ ଭାରତୀ ପରିବାର ପ୍ରମୁଖ ଶିବ ପ୍ରସାଦ ପାତ୍ର ଙ୍କ ତତ୍ୱା ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ସମ୍ପାଦନ ହୋଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026

You Might Also Like