-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଜମ୍ଭେଲ ମିନି ଖେଳପଡିଆ ଠାରେ ସ୍ଥାନୀୟ ରାମଜୀ କ୍ରିକେଟ ସଂଘ ଆନୁକୂଲ୍ୟରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା ଦୋହେଲା ଓ ସିନ୍ଦୁର ବାହାଲ ମଧ୍ୟରେ ଫାଇନାଲ ଖେଳ ହେଇଥିଲା ଉକ୍ତ ଖେଳ ରେ ସିନ୍ଦୁର ବାହାଲ କୁ ପରାସ୍ତକରି ଦୋହେଲା ବିଜୟୀ ହେଇ ଫାଇନାଲ କୁ ପ୍ରବେଶ କରିଥିଲା ମୁଖ୍ୟ ଅତିଥିଭାବେ ପୂର୍ଵତନ ବ୍ଲକଅଧକ୍ଷ ଅଶୋକ ଚନ୍ଦ୍ର ଦୋରା, ସମ୍ମାନିତ ଅତିଥି ତେନ୍ତୁଳୀଖୁଣ୍ଟି ସରପଞ୍ଚ ଗୃଦାନନ୍ଦ ମହାନନ୍ଦ ମୁଖ୍ୟ ଅତିଥି ଙ୍କ ହାତରୁ ଟ୍ରାଫି ପୁରସ୍କୃତକରି କ୍ରିକେଟ ଖେଳାଳିଙ୍କୁ ଭାଷଣ ରଖି ସହିତ ଉତ୍ସାହିତ କରିଥିଲେ ସହଯୋଗ ଡମ୍ୱରୁଧର ବାରିକ, ସଚ୍ଚିପାଥି ମେହେର, ତପନ କୁମାର ଭୋଇ, ଡମ୍ୱରୁଧର ଚନ୍ଦନ, ଛବିଲ ଭୋଇ, ପଦ୍ମନାଭ ବାରିକ, ମୈତ୍ର ଭୋଇ ପରିଚାଳନାରେ ସହଯୋଗ କରିଥିଲେ