-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||     

HOME   ଜିଲ୍ଲା

ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ କୃଷିକୁ ଉଦ୍ୟଗରେ ରୂପାନ୍ତରିତ କରିବାରେ ଦେବଦୂତ ସାଜିଛନ୍ତି ଯଶସ୍ବୀ କୃଷିବିତ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାଗ l

25-Nov-2025



ସିନାପାଲି ( ଚିନ୍ତାମଣି ନେତାମ ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଂଚାୟତର ଜାମଗାଁ ଠାରେ ଥିବା " ଯାଦବ ଫାର୍ମ "ପରିସରରେ "ଯାଦବ ଫାର୍ମ  ଜାମ ଗାଁ ଏବଂ ଗହୀର ଏଣ୍ଟର ପ୍ରାଇଜେଶ "ବୈଗାପଡା ର ମିଳିତ ଉଦ୍ୟମ ରେ ଏକ ଦିବସିୟ ସିନାପାଲି ଓ ବୋଡେ଼ନ ବ୍ଲକ ସ୍ତରୀୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି  l ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନୀ ସଭାରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା  ସାନ ଚେର ଗାଁ ର ଆଗ୍ରହୀ ଚାଷୀ ଉତ୍ପାଦକ ଗୋଷ୍ଠୀର ସୁ ପ୍ରସିଦ୍ଧ ପରିଚାଳନା ନିର୍ଦେଶକ ତଥା ଭବାନୀପାଟଣା ସ୍ଥିତ କୃଷି ମହାବିଦ୍ୟାଳୟ ର ଅତିଥି ତାଲିମ ଦାତା ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାଗ ଯୋଗଦେଇ ତାଲିମ ଶିବିରର ଶୁଭ ଉଦଘାଟନ କରିଥିଲେ  l ସଭାରେ ବରଗାଁ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗୋଦାବରୀଶ ନାଏକ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଆଗ୍ରହୀ ଚାଷୀ ଉତ୍ପାଦକ ଗୋଷ୍ଠୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସତ୍ୟନାରାୟଣ ଗହୀର ଏବଂ ହିସାବ ରକ୍ଷକ ଶ୍ରୀ ବସନ୍ତ ବନ୍ଦୀଛୋର ଯୋଗ ଦେଇଥିଲେ  l  "ଗହୀର  ଏଣ୍ଟର ପ୍ରାଇଜେସ  "ର ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଅତିଥିଗଣଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ପରିଚୟ ପ୍ରଦାନ କରିଥିଲେ  l ବରିଷ୍ଠ ଚାଷୀ ଓ ଗୋ ରକ୍ଷକ  ଶ୍ରୀଯୁକ୍ତ କ୍ଷମାଧର ନିଆଲ, ଯାଦବ ଫାର୍ମ ର ପରାମର୍ଶ ଦାତା ଶ୍ରୀଯୁକ୍ତ ନିତ୍ୟାନନ୍ଦ କଟା  ଅତିଥିଗଣଙ୍କୁ ପୁଷ୍ପ ମାଲ୍ୟ, ସିନ୍ଦୁରଚନ୍ଦନ ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ  l ଦେବ ପୂଜନ ପରେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଉଦ୍ୟେଶ ଜ୍ଞାପନ କରିଥିଲେ  ଏବଂ ପରେ ପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଜାତୀୟ ସ୍ତରରେ ଆଧୁନିକ କୃଷି ପ୍ରଣାଳୀର ପ୍ରସାର କ୍ଷେତ୍ରରେ ଉତ୍ସର୍ଗୀ କୃତ କର୍ମ ଓ ଅବଦାନ ସକାଶେ ବହୁବାର ସମ୍ମର୍ଦ୍ଧିତ ହୋଇଥିବା କୃଷି ବିଶେଷଜ୍ଞ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାଗ ଉଭୟ ବ୍ଲକର ୨୫ ଜଣ ଆଗ୍ରହୀ ଚାଷୀଙ୍କୁ ଉନ୍ନତ ପ୍ରଣାଳୀରେ ପନିପରିବା ଚାଷ,ଅନ୍ତଃ ରୂପ ଚାଷ, ଡ୍ରିପ ମାଧ୍ୟମରେ ଜଳସେଚନ ଓ ସାରପ୍ରୟୋଗ, ଗୋବରରୁ ତରଳ ଜୈବିକ ସାର ପ୍ରସ୍ତୁତ, ଜିଆ ଖତ,ଗୋ ଓ ଛେଳି ପାଳନ,ମୂର୍ତ୍ତିକା ପରୀକ୍ଷଣ  ଯଥା ସମୟରେ କୀଟନାଶକ ଔଷଧ ପ୍ରୟୋଗ,ଫସଲ ଅମଳ ପ୍ରକ୍ରିୟା,ବଜାର ବ୍ୟବସ୍ଥା,ଉନ୍ନତ ବିହନ ଚୟନ, ପ୍ରତି ଗ୍ରାମରେ ଅନ୍ୟୁନ ୧୦ ଜଣ ଚାଷୀଙ୍କୁ ନେଇ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ର ବିଶେଷତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ଓ ମାର୍ଗ ଦର୍ଶନ ଦେବା ସହ ନିଜ ସାଧନା ଓ ସିଦ୍ଦିର ଉଦାହରଣ ଦେଇ ଅନୁପ୍ରାଣିତ କରିଥିଲେ  l ୨୦୨୪ ମସିହାରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି  ମନ କି ବାତ ଏକ ବିଶେଷ  ସଂସ୍କରଣ ରେ କୃଷିବିତ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାଗ ଙ୍କୁ ଜଣେ ଆଦର୍ଶ ଚାଷୀ ବୋଲି ଅଭିହିତ କରି ଭୁରି ଭୁରି ପ୍ରଶଂସା କରିଥିଲେ  l କାର୍ଯ୍ୟକ୍ରମ ଶେଷରେ ଶ୍ରୀ ନିତ୍ୟାନନ୍ଦ କଟା ସମସ୍ତ ଅତିଥି ତଥା ଉପସ୍ଥିତ ଅନ୍ନ ଦାତା କୃଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l  ଏହି ପ୍ରଶିକ୍ଷଣ ଶିବିରରେ ସିନାପାଲି ବ୍ଲକର ଅଗ୍ରଣୀ ଚାଷୀ ଶ୍ରୀ ଅରୁଣ କୁମାର ଯୋଶୀ,କ୍ଷମା ଧର ନିଆଲ, ଜଗତ ସା,ଭୀଷ୍ମରାଜ ମେହେର,କ୍ଷୀରସିନ୍ଧୁ ମେହେର,କୃଷ୍ଣ ଚନ୍ଦ୍ର ସା,ବିଦ୍ୟାଧର ଛତ୍ରିଆ,ଲକ୍ଷ୍ମୀଧର ଠେଲା,ପୁଣ୍ୟ କଟା ଏବଂ ବୋଡେ଼ନ ବ୍ଲକର ଲିଙ୍ଗରାଜ କଟା,ବିରଞ୍ଚି ମାଝୀ,ହେମନ୍ତ ମାଝୀ,ଭିକାରି ପୁଟେଲ,ପ୍ରଦୀପ ମାଝୀ,ମହିନ୍ଦ୍ର ଭୋଇ,ଲକ୍ଷ୍ମଣ ଘିଭେଲା,ବେଦବ୍ୟାସ କଟା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026

You Might Also Like