-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||     

HOME   ଜିଲ୍ଲା

ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା ପାଇଁ ପସ୍ତୁତି ବୈଠକ ଅନୁଷ୍ଠିତ

24-Nov-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): -ପଶ୍ଚିମ ଓଡିଶାର ଶକ୍ତିପୀଠ ବଲାଙ୍ଗିର ଜିଲ୍ଲା ଜଣାଶୁଣା । ଏହି ଜିଲ୍ଲାର ସଦର ମଞ୍ଚକୁମା ଦିଶିମୁଣ୍ଡାଠାରେ ନବ ନିର୍ମିତ ଉଚ୍ଚଜ ସମାଳର ଇଷ୍ଟଦେବୀ ମାଁ ନିଦେଇ ଧୋବଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦଲାଙ୍ଗିର ଜିଲ୍ଲା ରଜକ ସମାଜ ସଭାପତି କଲାକାକୁ ସେଠଙ୍କ ସଭାପତିତ୍ବର ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ରଜକ ସମାଜର ସଭାପତି ରତ୍ନାକର ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥୁଲେ । ମନ୍ଦିର ପ୍ରତିଷ୍ଠା ରୂପରେଖକୁ ନେ ଆଲୋଚନା ହୋଇଥିଲେ । ଜିଲ୍ଲା ସଂପାଦକ କି "ଚନ୍ଦ୍ର ସେଠ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କୋଷାଧ୍ଯକ୍ଷ ମନ୍ଦିର ପ୍ରତିଷ୍ଠାରେ ଅର୍ଥର ଆବଶ୍ୟକତା କିପରି ପୁରଣ ହେବ ସେ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ୨୦୨୬ ଜାନୁୟାରୀ ୨୫ତାରିଖରେ ରତ୍ନମୁଦ କାଯ୍ୟକ୍ରମ ରହିଥିବା ବେଳେ ଫେବୃୟାରୀ ୨୫ ଚାରିଖ ଧ୍ଵଜାସ୍ଥାପନ, ୨୬ତାରିଖ ଅଙ୍କୁରୋପଣ, ୨୭ତାରିଖ ଜଳସ ସ୍ଥାପନ ଦେବାଦେବୀ ଆବାହନ, ୨୮ ତାରିଖ ଦେବାଦେବୀ ସ୍ନାନ, ହୋମ ଭୋଗ, ଆରବା, ପୁଷ୍ପାଞ୍ଜଳ, ମାର୍ଚ ୧ ତାରିଖ ନ୍ୟାସ ପ୍ରତିଷ୍ଠା, ମନ୍ଦିର ସିଂହାସନରେ ଦେବୀଙ୍କ ପ୍ରଦେଶ ପାଇଁ ଧାଯ୍ୟ କରାଯାଇଛି । ଏହି ଅବସରରେ ନାମଯଜ୍ଞ, ହୋମ, ପାରାୟଣ ସହିତ ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମମାନ ରହିଛି । ଆଲୋଚନାରେ ବରାଙ୍ଗିର ସହର, ଟିଟିଲାଗଳ, କ ବାଞ୍ଜି, ପାଟଣାଗଳ, ସଇଁଚଲା, ସୁଦର୍ଶପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ରଜକ ସମାର ପ୍ରତିନିଧ‌ିଗଣ ଯୋଗ ଦେଇଥିଲେ । ମନ୍ଦିର ନିର୍ମାଣ କମିଟୀର ସଂପାଦକ ଗଦାଧର ସେଠ ସମସ୍ତ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ପରିଚାଳନା ପାଇଁ ଏକ ନୂଆକାର ସେଠ, ବିଜୟ ସେଠ, ଆଲୋକ ସେଠ, ସନ୍ତୋଷ ସେଠ, ରଞ୍ଜନ ସେଠ, ପ୍ରଶନ୍ନ ସେଠ, ସୁଦାମ ସେଠ, କି"ଚନ୍ଦ୍ର ସେଠ, ଶ୍ରୀଜର୍ଷ ସେଠଙ୍କୁ ନେଇ ୧୦ ଜଣିଆ କମିଟି ଗଠନ କରାଯାଇଥୁଲା । ଦିନିକା ବୁଙ୍ଗୁରିପାଇଁ ଆ ଜିଜ

କମିଟିର ସଭାପତି ଦେବରାଜ ସେଠ, ସଂପାଦକ ଆଲ୍କା ସେଠ, କେନ୍ଦ୍ରୀୟ କମିଟିର ଉପଚେଷ୍ଟା ଛ ଡ ସେଠ, ଉପଦେଷ୍ଟା ସୁଦାମ ସେଠ, ବରିଷ୍ଠ ସଦସ୍ୟ ଭକ୍ତବନ୍ଧୁ ସେଠ, ଉପଖଣ୍ଡ ସଭାପତି ଅଶୋକ ସେଠ, ପବିତ୍ର ସେଠ, ଲିଙ୍ଗରାଳ ସେଠ, ମାୟାଧର ଶେଠ, ଟଙ୍କଧର ସେଠ, କାକ ସେଠ, ପିତବାସ ସେଠ, ବଳରାମ ସେଠ, ଚନ୍ଦ୍ରଶେଖର ସେଠ, ଅଶୋକ ସେଠ, ରାଜ କିଶୋର ସେଠ, ଇନ୍ଦ୍ରଜିତ ସେଠ, ଗରାବ ସେଠ, କାମଦେବ ସେଠ, ନେପାଳ ସେଠ, ସତ୍ୟ ସେଠ, ଦଗର ସେଠ, ରୋହିତ ସେଠ, ପବିତ୍ର ସେଠ, ଭକ୍ତବନ୍ଧୁ ସେଠ, ଜଗନ୍ନାଥ ସେଠ, ଶ୍ରୀକର ସେଠ, ନଦୀଳ ସେଠ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତ ମତାମତ ପ୍ରଦାନ କରିଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲା ଉଚ୍ଚକ ସମାଜର ସଂପାଦକ ବି ଚନ୍ଦ୍ର ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ   17-Aug-2026
  ଜିଲ୍ଲା  
ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   17-Aug-2026
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   17-Aug-2026
  ଜିଲ୍ଲା  
ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ   17-Aug-2026
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026

You Might Also Like