-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବିରଜା ରାଉତରାୟଙ୍କ ଓଲଟପୁର ଉପନ୍ୟାସ ଏସଭିନିର୍ତ୍ତାର ସଭାଗୃହରେ ଉନ୍ମୋଚିତ

18-Nov-2025



ଓଲଟପୁର ସ୍ୱାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ, ପୁନର୍ବାସ ଓ ଅନୁସଂନ୍ଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିରଜା ରାଉତରାୟଙ୍କ ଭିନ୍ନ ଧରଣର ଉପନ୍ୟାସ ଓଲଟପୁର ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ  କରକମଳରେ  ନଭେମ୍ବର ୧୮ତାରିଖରେ ଉନ୍ମୋଚିତ ହୋଇଯାଇଛି।  ଏହି ପୁସ୍ତକ ଟିରେ ହତାଶାର ପରିବେଶ ମଧ୍ୟରେ ଆଶାର ଆଲୋକ କିଭଳି ଆଣିଦେଉଛି ସେ ସମ୍ପର୍କରେ ଜୀବନ୍ତ କରି ଉପସ୍ଥାପନ କରାଯାଇଛି। ଆମ ସମାଜ ଯାହାକୁ ଅକ୍ଷମ ବ୍ୟକ୍ତି କହି ଅଲୋଡା ଭାବି ଅବହେଳା କରୁଛି,ସେମାନେ ଅକ୍ଷମତାକୁ ପଛରେ ପକାଇ କିଭଳି ସକ୍ଷମ ହୋବାକୁ ରାହା ପାଉଛନ୍ତି, ଏହି ଉପନ୍ୟାସରେ ବର୍ଣ୍ଣିତ ଅଛି। ଓଲଟପୁରର ପ୍ରାକୃତିକ ସମ୍ପଦ ନଦନଦୀ ସହିତ ରକ୍ତ ମାଂସର ସ୍ୱରକୁ ଶୁଣି ନୂଆ ଜୀବନ ଦେଉଥିବା ଏସଭିନିର୍ତ୍ତାର ସମ୍ପର୍କରେ ବିଶଦ ଭାବେ ବ୍ୟାଖ୍ୟା କରିବାକୁ ଲେଖକ ଚେଷ୍ଟା କରିଛନ୍ତି। ଦୀର୍ଘ ବର୍ଷ ପୂର୍ବେ ଲେଖକ ବିରଜା ରାଉତରାୟ ଦୁର୍ଘଟଣା ଗ୍ରସ୍ତ ହୋଇ  ଚଳପ୍ରଚଳ କରିବା କଷ୍ଟ ହେଉଥିବା ବେଳେ ତାଙ୍କ ସହଧର୍ମୀଣିଙ୍କ ଅକୁଣ୍ଠ ସହଯୋଗରେ ସେ ଏ ଉପାଦେୟ ଉପନ୍ୟାସକୁ ରଚନା କରିଛନ୍ତି। ଏହି ଅବସରରେ  ଏସଭିନିର୍ତ୍ତାରର ନିର୍ଦ୍ଦେଶକ ଡଃ ପତିତପାବନ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପନିର୍ଦୈଶକ ଡଃ କିଶୋର ଚନ୍ଦ୍ର ମହାପାତ୍ର ସ୍ୱାଗତକରି ଅତିଥି ପରିଚୟ ପ୍ରଦାନ କରୀଥିଲେ। ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ କମିଶନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଶାରୀରିକ ଭିନ୍ନକ୍ଷମଙ୍କ ଠାରୁ ଆମେ କେତେ ନିମ୍ନ ସ୍ତରରେ ବ୍ୟବହାର ପ୍ରଦର୍ଶନ କରି ନିଜର ମାନସିକତା, ବୁଝିବା ଶୈଳୀ,  ଚିନ୍ତା ଓ ଚେତନାକୁ ତଳସ୍ତରକୁ ନେଇଯାଉଛେ ସେ ସମ୍ପର୍କରେ ସୂଚନା ଦେଇଥିଲେ।ଏ ପୁସ୍ତକଟିରେ ହତାଶା ମଧ୍ୟରେ ସ୍ରଷ୍ଟା ବିରଜା ରାଉତରାୟ କିପରି ବଞ୍ଚିବାର ରାହା ଦେଖାଇଛନ୍ତି ତାହା ସୂଚାଇଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଜିବିକେ କଲେଜର ଅଧ୍ୟକ୍ଷା ଡ ଚିରଶ୍ରୀ ଇନ୍ଦ୍ରସିଂ,କେନ୍ଦ୍ରାପଡା ଆୟେବା କଲେଜର ଅଧ୍ୟକ୍ଷ ଡ ବିନାୟକ ପ୍ରସାଦ ପ୍ରଧାନ, ଅଡସପୁର ଅଟୋନୋମସ କଲେଜର ନିର୍ଦ୍ଦେଶିକା ଡ ହିରଣ୍ମୟୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ  ଲେଖକ ଓ ଏହି ଉପନ୍ୟାସଟି କିଭଳି ଜୀବନ୍ତଭାବେ ପ୍ରକାଶିତ ହୋଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଏହାକୁ ପାଠ କରିବା ନିହାତି ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏସଭିନିର୍ତ୍ତାର କେବଳ ଏକ ଚିକିତ୍ସା କେନ୍ଦ୍ର ନୁହେଁ, କିଭଳି ଏକ ବହୁମୁଖୀ ରୋଜଗାରକ୍ଷମ ଅନୁଷ୍ଠାନ ଭାବେ କାମ କରୁଛି ସେ ସମ୍ପର୍କରେ ସମ୍ୟକ ସୁଚନା ଦେଇଥିଲେ। ଅନୁଷ୍ଠାନର  ଚିକିତ୍ସକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଏହି ଓଲଟପୁର ଉପନ୍ୟାସ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉପନ୍ୟାସ କୁ ଅନ୍ୟ ଭାଷାରେ ରୂପାନ୍ତରିତ କରିବାକୁ ମଧ୍ୟ ଅତିଥି ମାନେ ସୂଚନା ଦେଇଥିଲେ।ଆମାଜାନ ସୋସିଆଲ ମିଡିଆରେ ଉପଲବ୍ଧ ଥିବା ଏହି ପୁସ୍ତକର ସ୍ରଷ୍ଟା ଶ୍ରୀ ରାଉତରାୟ ସୂଚନା ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like