-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Nov-2025
ଡୁଙ୍ଗୁରିପାଲି ବ୍ଲକ ରାମପୁର ମଣ୍ଡଳ ବିଜେପି ପକ୍ଷରୁ ବିଜୟୀ ଉଦଶବ ପାଳନ। ରାମପୁର ମଣ୍ଡଳ ବିଜେପି ସଭାପତି ଶ୍ରବଣ ଭୋଇ ଙ୍କର ନେତୃତ୍ୱ ରେ ଆଜି ରାମପୁର ଓ ପାଣ୍ଡକିଟାଲ ଛକ
ରେ ବିଜେପି କର୍ମୀ ମାନେ ଉପସ୍ଥିତ ରେ ବିହାର ଓ ନୂଆପଡା ରେ ବିପୁଳ ପରିମାରେ ବିଜୟୀ ହାସଲ କରିଥିବାରୁ କର୍ମୀ ମାନେ ଖୁସି ରେ ମିଠା ବଣ୍ଟନ କରି, ବାଣ ଫୁଟାଇ ଉଦଶବ ମନାଇ ଥିଲେ। ଏଥିରେ ଜିଲ୍ଲା କୃଷକ ମିର୍ଚ୍ଚା ସଭାପତି
ଶିବରାଜ ବେହେରା, ପୂର୍ବତନ ରାମପୁର ମଣ୍ଡଳ ସଭାପତି ରୁପଧାର ପଧାନ, କୃଷକ ମୋର୍ଚ୍ଚା ପୂର୍ବତନ ସଭାପତି ଦୀନବନ୍ଧୁ ଖମାରୀ,ବରିଷ୍ଠ ବିଜେପି ନେତା ବାହାନା ପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତରେ ବିଜୟୀ ଉଦଶବ ପାଳନ କରିଥିଲେ।