-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

*ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ୭୦ ତମ ଜନ୍ମ ଦିନ ପାଳନ*- ଶୁଭେଛା ଜଣାଇଲେ ଜିଲ୍ଲାପାଳ

14-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଯୁବ ସମୟ ରୁ କେବଳ ସେବା କାର୍ଯ୍ଯ ରେ  ଉତ୍ସର୍ଗୀକୃତ ଥିବା ଜଣେ ଭଲ ମଣିଷ ନିଆରା ମଣିଷ ସୋନପୁର ର ଶ୍ରୀବତ୍ସ ମଲ୍ଲିକ l ଗତ କାଲି ଥିଲା ତାଙ୍କ ୭୦ ତମ ଜନ୍ମ ଦିବସ ଉତ୍ସବ l  ସେ ଗୋଟେ ଗରିବ  ପରିବାର ରେ ଜନ୍ମ ଗ୍ରହଣ କରି  ଗୋଟେ ତେଲ ଲୁଣ ଦୋକାନ ରେ ଜୀବନ ଆରମ୍ଭ କରି ଖୁବ୍ କଷ୍ଟ ରେ ଜୀବନ ବିତାଇ ଛନ୍ତି l କିନ୍ତୁ ମା ସୁରେଶ୍ଵରୀ ଙ୍କ ଆଶିର୍ବାଦ ରୁ ସେ ଆଜି ଯେତେ ବଡ ଲୋକ ହେଲେବି ସକାଳେ ପ୍ରଥମେ ତେଲ ଲୁଣ ଦୋକାନ ଖୋଲିବା ଟିକେ ବିକ୍ରି ବଟା କରିବା ପରେ ମା ସୁରେଶ୍ଵରୀ ଙ୍କୁ ଦର୍ଶନ କରିବା କେବେ ଭୂଲି ନାହାନ୍ତି l  ଆଉ ମା ଙ୍କୁ ନିଜ  ପାଇଁ କିଛି ମାଗନ୍ତି ନି ସେ ସହର ଓ ଜିଲ୍ଲା ପାଇଁ ତାଙ୍କ ସମସ୍ତ ଶୁଭେଛୁ ପାଇଁ ଓ ଜଗତ କଲ୍ୟାଣ ପାଇଁ ଗୁହାରି କରନ୍ତି ସହର ସାରା ସ୍କୁଟି ରେ ବୁଲି ବୁଲି ସମସ୍ତ ଙ୍କ ସହ ଭେଟ  ହୋଈ ହସି ହସି କେବଳ ଗୋଟେ ସମ୍ବୋଧନ କରନ୍ତି ଜୟ ମା ସୁରେଶ୍ଵରୀ l  ନିଜ ପାଇଁ ନୁହେଁ ଦୁଃଖୀ ରଙ୍କି ଓ ଅନ୍ୟ  
ମାନଙ୍କ ଖୁସୀ ରେ ଓ 
ବଞ୍ଚିବାରେ ଖୁବ୍ ଆତ୍ମ ସନ୍ତୋଷ ପାଆନ୍ତି ସେ l ଏହା ହିଁ ହେଉଛି ଜୀବନ ର ପ୍ରକୃତ ମୂଲ୍ୟ ଓ ଦୁଃଖ କଷ୍ଟ କୁ ପିଲା ବେଳୁ ଯିଏ ଅନୁଭଵ କରି ଆସିଛି, ସେ ଅନୁଭବୀ ହିଁ ଦୁଃଖୀ ଦରିଦ୍ର ଙ୍କୁ ସେବା କରି ଆନନ୍ଦ ପାଏ ବୋଲି ନିଜ ଜୀବନ ର ପ୍ରକୃତ କାହାଣୀ କୁ  ପ୍ରକାଶ କରନ୍ତି ଶ୍ରୀ ମଲ୍ଲିକ l ସୁବର୍ଣ୍ଣପୁର ସହର ର ଏଇ ଜଣାଶୁଣା ସମାଜସେବୀ ଙ୍କ ଜନ୍ମ ଦିନ ପାଇଁ ଗତ କାଲି ଜିଲ୍ଲାପାଳ ଅଫିସ ଚ୍ୟାମ୍ବର ରେ ଏକ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ  ଶ୍ରୀବତ୍ସ ମଲ୍ଲିକ ଙ୍କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇ ଥିଲେ l ସେହିପରି ସ୍ୱଚ୍ଛ ଭାରତ ସଙ୍ଗଠନ  ପକ୍ଷରୁ ଆୟୋଜିତ ଏକ ଉତ୍ସବ ରେ ରକ୍ତ ଦାତା ସଂଘ, ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ଜିଲ୍ଲା ପୋଲିସ କନେଷ୍ଟ ବଲ୍ ସଂଘ, ଗୋପାଲ୍ଜି ଯୋଗଳୟ, ବରିଷ୍ଠ ନାଗରିକ ସଂଘ, ଓ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଶ୍ରୀ ମଲ୍ଲିକ ଙ୍କୁ ଜନ୍ମ ଦିନ ର ଶୁଭେଛା ଜଣାଇ ସମ୍ବର୍ଧିତ କରାଯାଇଥିଲା l ପବ୍ଲିକ ପ୍ରଶାସନ ସବୁଠି ଯିଏ ଯାହା ସହଯୋଗ ମାଗେ ସେ କେବେ କାହାକୁ ମନା କରନ୍ତି ନି l  ଭିତରେ ଯେତେ ଦୁଃଖ ଥିଲେ ବି ହସ ହସ ମୁଁହ ରେ କଥା ହୁଅନ୍ତି ସେ ଆଉ  ସମାନ ଦୃଷ୍ଟି ରେ ସମସ୍ତ ଙ୍କୁ ଦେଖନ୍ତି l ଏଇ କିଛି ଦିନ ତଳେ ନିଜ ଧର୍ମ ପତ୍ନୀ ଙ୍କ ଓ ଟି ରେ ହାର୍ଟ ଅପରେସନ ଚାଲି ଥିବା ବେଳେ  ସାମ୍ୱାଦିକ ଯୁଧିଷ୍ଠିର ସାହୁ ର ପୁଅ ହର୍ଷ ବର୍ଦ୍ଧନ ର ହାର୍ଟ ଅପରେସନ ସଫଳ ହେଲା କି ବୋଲି ବୁଝିଥିଲେ ଆମ ପ୍ରେସ ଗ୍ରୁପ କୁ , ଯାହାକି ଏକ ମଲ୍ଲିକ ବାବୁ ଙ୍କ ଏହା ଏକ ମହାନତା ଓ ଉଦାରତା ର ଉଦାହରଣ ଅଟେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like