-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଫଳ ଦୋକାନରେ ବନ୍ଧାରହୁଛି ବିଦ୍ୟାଙ୍ଗ ଝିଅର ଭବିଷ୍ୟତ

09-Nov-2025



ଚୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ବୟସ ମାତ୍ର ୧୬ । ଚଳିତ ବର୍ଷ ମାଟ୍ରିକ ପାସ କରିଛି । ସମସ୍ତଙ୍କ ପରି ପାଠ ପଢି ଆଗକୁ ବଢିବାର ପ୍ରବଳ ଇଚ୍ଛା ଶକ୍ତି ରହିଛି । କିନ୍ତୁ ଏହି ଇଚ୍ଛା ଶକ୍ତିକୁ ଅଟକାଇ ଦେଇଛି ଚାଲିବାର ସାମର୍ଥ୍ୟ । ଜନ୍ମରୁ ଦୁଇ ଗୋଡ ଅକାମୀ । ଯୁଆଡେ ଯିବ ମାଆର ଭରସା । ତାଙ୍କୁ କାଖେଇ କରି ନେବା ଆଣିବା କରନ୍ତି । ଏଭଳି ଏକ ଦୁଃଖନୀ ଝିଅ ହେଉଛି ସଙ୍ଗୀତା ମେହେର । ରହୁଛନ୍ତି ଡୁଙ୍ଗୁରିପାଲିର ଏକ ଅପରିଚିତ ଆଶ୍ରୟ ନେଇ । ଘର ନାହିଁ । ଜମି ନାହିଁ । ଅନ୍ୟର ସାହାରରେ ମାଆ ଝିଅ ରହୁଛନ୍ତି । ବାପା ଘନଶ୍ୟାମ ମେହେର ଗତ ତିନି ବର୍ଷ ତଳୁ ଆରପାରିରେ । ମାଆଝିଅ ଡୁଙ୍ଗୁରିପାଲି ସ୍କୁଲ ସମ୍ମୁଖରେ ଜରି ଟଣା ହୋଇଥିବା ଏକ ଛୋଟିଆ ଫଳ ଦୋକାନ କରିଛନ୍ତି । ମାଆ ସୁରେଖା ମେହେର ପ୍ରତ୍ୟେକ ଦିନ ଝିଅକୁ କାଖେଇ ଆଣିଥାନ୍ତି । ମାଆ ଏଣେତେଣେ ଯିବା ବେଳେ ଝିଅଟି ଫଳ ଦୋକାନରେ ବସି ଥାନ୍ତି । ଶତକଡା ୮୦ ଭାଗ ଦିବ୍ୟାଙ୍ଗ ହୋଇଥିବାରୁ ଚଳନ ଶକ୍ତି ସଂପୂର୍ଣ ଅଟକି ରହିଛି । ମାଟ୍ରିକ ପାସ କରିଥିଲେ ମଧ୍ୟ କଲେଜ ପଢିବାର ସ୍ବପ୍ନ ଆଶାରେ ରହିଯାଇଛି । ସାଙ୍ଗମାନେ କଲେଜ ଯାଉଥିବା ବେଳେ ଦିବ୍ୟାଙ୍କ ଝିଅଟି ରାସ୍ତା କଡର ଫୁଟପାଥରେ ଫଳ ବିକ୍ରୀ କରୁଥିବା ଦୃଶ୍ୟ ଯେକେହି ସଚେତନ ବ୍ୟକ୍ତିର ମାନସିକତାକୁ ଆଘାତ କରିବ । କଲେଜ ଯିବାକୁ ହେଲେ କାହାର ସାହାରା ନ ହେଲେ ଯାଇ ପାରିବ ନାହିଁ । ଘର ପାଖରେ ସ୍କୁଲ ଥିବାରୁ ମାଆ ନେବା ଆଣିବା କରୁଥିଲେ । କଲେଜ ଦୂରରେ ରହୁଥିବାରୁ ପ୍ରତ୍ୟେହ ଦିନ ନେବା ଆଣିବା ସମ୍ଭବ ନୁହେଁ । ମାଁ ଗୋଡ କାଢିଲେ ମାଆ ଝିଅର ପେଟ ଚଳିବ ।ଏଣୁ ଝିଅକୁ କଲେଜ ନେବା ଓ ଆଣିବା ମଧ୍ୟ ସମ୍ଭବ ହେଇ ନାହିଁ । ୧୦କେଳି ଚାଉଳ ଏବଂ ଝିଅର ୧୦୦୦ଟଙ୍କା ପ୍ରଶାସନ ପକ୍ଷରୁ ସହାୟତା ବ୍ୟତୀତ ଅନ୍ୟ କିଛି ନାହିଁ। ଶତକଡା ୮୦ଭାଗ ଦିବ୍ୟାଙ୍କ ହୋଇଥିରେ ମଧ୍ୟ ସେ ନାର୍ଯ୍ୟ  ଭତ୍ତା ପାଉ ନାହିଁ । ପ୍ରଶାସନ ପକ୍ଷରୁ ଏକ ବ୍ୟାଟେରୀ ଚାଳିତ ସାଇକେଲ ପାଇଲେ ସେ କଲେଜ ଯାଇ ପାରନ୍ତା ବୋଲି ପ୍ରେରଣା ପ୍ରତିନିଧ କୁ ମାଧ୍ଯମରେ ମାଆ ଝିଅ ପ୍ରସାଶନର ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି । ବର୍ତମାନ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଦରଦି ଜିଲ୍ଲାପାଳ ଯୋଗ ଦେଇଛନ୍ତି । ଦିବ୍ୟାଙ୍ଗ ଝିଅର ଗୁହାରି ଶୁଣି ପଦକ୍ଷେପ ଗ୍ରହଣ କଲେ କଲେଜ ଯାଇ ପାରନ୍ତା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like