-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      (ପ୍ରିୟଦର୍ଶିନୀ ପାତ୍ର) ପାପଡାହାଣ୍ଡି ମୃଗ ବିହାର ନିକଟସ୍ଥ କଲ୍ୟାଣ ମଣ୍ଡପ ରେ କ୍ଷତ୍ରିୟ ସମାଜର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଚକ୍ରଧର ସିଂ, ମୁଖ୍ୟ ବକ୍ତା ଭାବେ ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ରାୟପାତ୍ର, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଜିଲ୍ଲ ଉପସଭାପତି ପଦ୍ମନ ନାୟକ, ସୁରେନ୍ଦ୍ର ନାୟକ, ହରିହର ଧାକଡ, ମନମୋହନ ସିଂ, ସାମାଜିକ ସୁରକ୍ଷା ସମିତି ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଣ୍ଡେ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ, ଶ୍ୟାମସୁନ୍ଦର ନେଗୀ, ନିଳମ ରାୟପାତ୍ର ଓ ତ୍ରୀଲୋଚନ ଧାକଡ ମଞ୍ଚାସିନ ଥିଲେ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଉପ ସଭାପତି କାର୍ତ୍ତିକ ଦାସ। କ୍ଷତ୍ରିୟ ଧାକଡ ସମାଜ ର ଉନ୍ନତି, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ବିକାଶ ଉପରେ ଆଲୋଚନା କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବଳରାମ ସିଂ, ସୁମିତ ସିଂ ଠାକୁର, ତ୍ରୀନାଥ ସିଂ, ମହେଶ୍ୱର ନାୟକ , ଲକ୍ଷ୍ମଣ ସିଂ, ବିପିନ ଭୁକ୍ତା, ତ୍ରୀନାଥ ଧାକଡ, ନବୀନ ନାୟକ, ଦିବା ନାୟକ, କୈଳାସ ପାତ୍ର, ଦଶମୁ ପାତ୍ର, ପଦ୍ମ ସିଂ, ଜଗତ ସିଂ, ଡମୁ ସିଂ, ବିଭୁତି ନାୟକ, ହରେ ପ୍ରତାପ ସିଂ, ଜଳନ୍ଧର ସିଂ, ସନ୍ତୋଷ ସିଂ ରାଜପୁତ, ଗଣେଶ ନାୟକ, ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନୂଆଖାଇ ପରେ ଧୁମଧାମ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||     

HOME   ରାଜ୍ୟ

ନ୍ୟାୟ ଦେବା ତାଲିକାରେ ଟପ୍‌ରେ ମହାରାଷ୍ଟ୍ର‌, ଓଡ଼ିଶାର ସ୍ଥାନ କେଉଁଠି?

30-Jan-2021



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) : ନ୍ୟାୟ ଦେବାରେ ବହୁ ପଛରେ ଓଡ଼ିଶା। ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ୧୧ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏହା କେବଳ ଦେଶର ଅନ୍ୟ ରାଜ୍ୟମାନଙ୍କଠୁ ନୁହେଁ, ବରଂ ଗତବର୍ଷର ନିଜ ରାଙ୍କିଙ୍ଗ୍‌ରୁ ବି ଓଡ଼ିଶା ଏବର୍ଷ ଆହୁରି ପଛେଇ ଯାଇଛି। ଏକଥା ସ୍ପଷ୍ଟ ହୋଇଛି, ସଦ୍ୟ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦ରୁ ଏହି ରିପୋର୍ଟରେ ଦର୍ଶାଯାଇଛି। ଗତବର୍ଷ ଓଡ଼ିଶା ବଡ଼ ରାଜ୍ୟ ତାଲିକାରେ ସପ୍ତମ ସ୍ଥାନରେ ଥିଲା ହେଲେ ଏଥର ୪ଟି ସ୍ଥାନ ତଳକୁ ଖସି ରାଙ୍କିଂରେ ୧୧ ନମ୍ବରରେ ରହିଛି।
ନ୍ୟାୟ ପ୍ରଦାନ କ୍ଷେତ୍ରରେ ସାମଗ୍ରିକ ଭାବେ ଓଡ଼ିଶାକୁ ୧୦ ମାର୍କରୁ ମିଳିଛି ୪.୯୦ ଅର୍ଥାତ୍ ଅଧା ନମ୍ବର ବି ସ୍କୋର୍ କରିପାରିନି। ରାଜ୍ୟ ପୋଲିସ ବ୍ୟବସ୍ଥା, ଜେଲ୍ ବ୍ୟବସ୍ଥା, ନ୍ୟାୟିକ ବ୍ୟବସ୍ଥା ଓ ଆଇନଗତ ସହାୟତା ଏହି ୪ଟି ପ୍ରମୁଖ ଦିଗ ଉପରେ ଭିତ୍ତି କରି, ରାଜ୍ୟମାନେ ସମସ୍ତଙ୍କୁ ନ୍ୟାୟ ଦେବାରେ କେତେ ସକ୍ଷମ ତାହା ପରଖାଯାଇଛି।
ଯେଉଁଥିରେ ଗତବର୍ଷ ଅପେକ୍ଷା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଓଡ଼ିଶା। ଓଡ଼ିଶାର ପୋଲିସ ବ୍ୟବସ୍ଥାରେ ୩, ଜେଲ୍ ବ୍ୟବସ୍ଥାରେ ୯ ଓ ଆଇନଗତ ସହାୟତାରେ ୮ ରାଙ୍କ୍‌ରେ ଥିବା ବେଳେ, ନ୍ୟାୟିକ ବ୍ୟବସ୍ଥାରେ ୧୮ଟି ରାଜ୍ୟ ଭିତରେ ୧୫ତମ ସ୍ଥାନରେ ରହିଛି। ଏଥିପାଇଁ ଦୁର୍ବଳ ଭିତ୍ତିଭୂମି ଓ ବିଚାରପତି ପଦବୀ ଖାଲି ପଡ଼ିବାକୁ ଦାୟୀ କରିଛନ୍ତି ବରିଷ୍ଠ ଆଇନଜୀବୀ।

ଇକୋର୍ଟରେ ବିଚାରପତି ରହିବା କଥା, ଏହାର ଅଭାବ ସବୁବେଳେ ପାଇଁ ରହୁଛି।  ଏକପ୍ରକାରର କହିଲେ ଅଧାଅଧି ରହୁଛନ୍ତି। ଦ୍ୱିତୀୟତଃ ଲୋକସଂଖ୍ୟା ବଢୁଛି, ମାମଲା ବଢୁଛି ତାହା ସହ ନୂଆ ନୂଆ ଆଇନ୍‌ ବି ଆସୁଛି। ଯେତେ ଆଇନ୍‌ ନୂଆ ହେବ, ସେତିକି ପଦକ୍ଷେପ ନେବାର ପ୍ରକ୍ରିୟା ବଢି ବଢି ଚାଲିବ। ସେଥିପାଇଁ ଇନ୍‌ଫାଷ୍ଟ୍ରକଚର୍ ବଢାଇବାକୁ ପଡ଼ିବ।
-ସୌରଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ

ଟାଟା ଟ୍ରଷ୍ଟ୍ସ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଓ ପ୍ରକାଶିତ ଏହି ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟରେ, ବଡ଼ ରାଜ୍ୟ ତାଲିକାରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଶୀର୍ଷରେ ରହିଛି ମହାରାଷ୍ଟ୍ର। ମହାରାଷ୍ଟ୍ରର ସ୍କୋର୍ ୧୦ରୁ ୫.୭୭ ଥିବାବେଳେ ମହାରାଷ୍ଟ୍ର ତଳକୁ ତାମିଲନାଡ଼ୁ ଓ ତେଲେଙ୍ଗାନା ରହିଛି। ୭ଟି କ୍ଷୁଦ୍ର ରାଜ୍ୟଙ୍କୁ ନେଇ ପ୍ରସ୍ତୁତ ତାଲିକାରେ ତ୍ରିପୁରା ଟପ୍ କରିଛି।

ଯେତେବେଳେ ପୋଲିସ୍ ମୁଖ୍ୟ ଭୂମିକା ଗ୍ରହଣ କରି‌ ଶାସକ ଦଳକୁ ଚିର କାଳ ପର୍ଯ୍ୟନ୍ତ ସୁରକ୍ଷା ଦେଉଛି, ସେଠି ଜଣେ ନ୍ୟାୟ ପାଇବ କେମିତି? 
-ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀ
ଜଣେ ଜାମିନ୍‌ ପାଇବା ପାଇଁ ତାକୁ ବହୁତ ଦିନ ଲାଗି ଯାଉଛି। ଏପରିକି ଦୋଷୀ ସାବ୍ୟସ୍ତ ହେବା ପାଇଁ ବହୁତ ଦିନ ଲାଗି ଯାଉଛି। ଲୋକ କେମିତି ନ୍ୟାୟ ଜଲଦି ପାଆନ୍ତୁ, ଏନେଇ ରାଜ୍ୟ ସରକାର ଉଦାସୀନ। 
-ଦେବାଶିଷ ପଟ୍ଟନାୟକ, କଂଗ୍ରେସ ନେତା 

ଏହି ତାଲିକାରୁ ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଦିଗରେ ରାଜ୍ୟମାନଙ୍କ ଆଭିମୁଖ୍ୟ ଓ ଚେଷ୍ଟା ସଂପର୍କରେ ଧାରଣା ମିଳୁଛି ବୋଲି ରିପୋର୍ଟରେ କୁହାଯାଇଛି। ଏ କ୍ଷେତ୍ରରେ ଓଡ଼ିଶାର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ସରାକରଙ୍କୁ ଦାୟୀ କରିଛନ୍ତି ବିରୋଧୀ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
(ପ୍ରିୟଦର୍ଶିନୀ ପାତ୍ର) ପାପଡାହାଣ୍ଡି ମୃଗ ବିହାର ନିକଟସ୍ଥ କଲ୍ୟାଣ ମଣ୍ଡପ ରେ କ୍ଷତ୍ରିୟ ସମାଜର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଚକ୍ରଧର ସିଂ, ମୁଖ୍ୟ ବକ୍ତା ଭାବେ ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ରାୟପାତ୍ର, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଜିଲ୍ଲ ଉପସଭାପତି ପଦ୍ମନ ନାୟକ, ସୁରେନ୍ଦ୍ର ନାୟକ, ହରିହର ଧାକଡ, ମନମୋହନ ସିଂ, ସାମାଜିକ ସୁରକ୍ଷା ସମିତି ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଣ୍ଡେ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ, ଶ୍ୟାମସୁନ୍ଦର ନେଗୀ, ନିଳମ ରାୟପାତ୍ର ଓ ତ୍ରୀଲୋଚନ ଧାକଡ ମଞ୍ଚାସିନ ଥିଲେ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଉପ ସଭାପତି କାର୍ତ୍ତିକ ଦାସ। କ୍ଷତ୍ରିୟ ଧାକଡ ସମାଜ ର ଉନ୍ନତି, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ବିକାଶ ଉପରେ ଆଲୋଚନା କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବଳରାମ ସିଂ, ସୁମିତ ସିଂ ଠାକୁର, ତ୍ରୀନାଥ ସିଂ, ମହେଶ୍ୱର ନାୟକ , ଲକ୍ଷ୍ମଣ ସିଂ, ବିପିନ ଭୁକ୍ତା, ତ୍ରୀନାଥ ଧାକଡ, ନବୀନ ନାୟକ, ଦିବା ନାୟକ, କୈଳାସ ପାତ୍ର, ଦଶମୁ ପାତ୍ର, ପଦ୍ମ ସିଂ, ଜଗତ ସିଂ, ଡମୁ ସିଂ, ବିଭୁତି ନାୟକ, ହରେ ପ୍ରତାପ ସିଂ, ଜଳନ୍ଧର ସିଂ, ସନ୍ତୋଷ ସିଂ ରାଜପୁତ, ଗଣେଶ ନାୟକ, ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନୂଆଖାଇ ପରେ ଧୁମଧାମ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026

You Might Also Like