-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

*ବିଭିନ୍ନ ରାଜ୍ୟର ପାରମ୍ପରିକ ଲୋକ ନାଚ ଗୀତ ସହ ଉଦଯାପିତ ହେଲା ହରାଗୌରୀ ବୁଢ଼ିମା ଯାତ୍ରା*- *ମୁଁ ଏ ମାଟିର ମହକରେ ସାଂସ୍କୃତିକ ମତୁଆଲା ହୋଈଛି* - *ଜିଲ୍ଲାପାଳ*

15-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଦୀର୍ଘ ଦଶ ଦିନ ଧରି ମହା ସମାରୋହରେ ପାଳିତ ହୋଇ ଆସୁଥିବା ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶ୍ରୀ ହର ଗୌରୀ ( ମା ବୁଢୀମା ଯାତ୍ରା) ଆଜି ବୁଧବାର ମହାପ୍ରଭୁ ଙ୍କ ସହର ପରିକ୍ରମା ଓ ବିଭିନ୍ନ ରାଜ୍ୟ ର ଲୋକ ଗୀତ ଲୋକ ନାଚ ର ତାଳେ ତାଳେ ମଧ୍ୟାହ୍ନ ରେ ଉଦଯାପିତ ହୋଈ ଯାଇଛି l  ଆଜି ନଗର ପରିକ୍ରମା ରେ ଓ ହରଗୌରୀ ଯାତ୍ରା ର ନବମ ଦିବସରେ ଗତ କାଲି ଶ୍ରୀ ହରଗୈରୀ ଙ୍କ ଯୁଗଳ ମୂର୍ତ୍ତି , ସହ ମା ବୁଢୀମା ଙ୍କ ଦର୍ଶନ ପାଇଁ ଢେରାପଡା ଓ ସହର ଲୋକାରଣ୍ୟ  ହୋଇ ଉଠିଥିଲା । ଗତ କାଲି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ଯ କ୍ରମ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବୀର ମହାରାଜ ପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା,  ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ସମ୍ମାନିତ ଅତିଥି ଭାବରେ  ଯୋଗ ଦେଇ ଗୋଟେ ଦେବାଙ୍ଗ ସମ୍ପ୍ରଦାୟ ର ଯାତ୍ରା ଯେତେବେଳେ ଆଜି ଜିଲ୍ଲା ଉତ୍ସବ ଭଳି ପାଳିତ ହେଉଛି, ସହର ଓ ଜିଲ୍ଲା ର ସବୁ ବର୍ଗ ର ଲୋକ ଙ୍କ ଭିତରେ ଏକତା ଭାଇଚାରା ସୃଷ୍ଟି କରିଛି , ଠିକ ସେପରି ଆପଣ ମାନଙ୍କ ସମସ୍ତ ଙ୍କ ସହଯୋଗ ରହିଲେ, ଜିଲ୍ଲା ପ୍ରଶାସନ ସହ ଯୋଡ଼ି ହେଲେ ଆମ ଜିଲ୍ଲା ର ଦୃତ ବିକାଶ ଘଟିବ , କୌଣସି ଉନ୍ନୟନ ମୂଳକ କାର୍ଯ୍ଯ ରେ ବାଧା ହେବନି ବୋଲି କହିଥିଲେ l ମୁଁ ଏ କଳା ସଂସ୍କୃତି ମାଟିର  ମହକ ରେ ସାଂସ୍କୃତିକ ମତୁଆଲା ହୋଇ ଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରି ଏ ମାଟିରେ ସେବା କରିବା ସୁଯୋଗ ମୋ ପାଈଁ ସୌଭାଗ୍ୟ ବୋଲି କହିଥିଲେ l ଦେବାଙ୍ଗ ସମ୍ପ୍ରଦାୟ ର ଡାକ୍ତରୀ ଛାତ୍ରୀ କେ. ସ୍ନେହା , ଡାକ୍ତରୀ ଛାତ୍ର ଏ. ଅମୃତ ରାଓ, ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ର ଗଣିତ ଟପ୍ପର ଛାତ୍ରୀ ପୁଷ୍ପାଞ୍ଜଳି ପାତ୍ର ଙ୍କ ସମେତ ସୋନପୁର ର ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଗ୍ରୁପ୍, ଲାଇଟ୍, ସାଉଣ୍ଡ, ଟେଣ୍ଟ ମାଲିକ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଛି l ଛତିଶ ଗଡ଼ ର ଡିଜେ, ଉତ୍ତର ପ୍ରଦେଶ ର ଶିବ ତାଣ୍ଡବ ନାଚ, ଅଲେକ୍ସ ବାବା ମ୍ୟୁଜିକାଲ୍ ଟ୍ରୁପ, ବୌଦ୍ଧ ଭୋଇ ସାହି ର ବାଡି ଖେଳ, ଖଟ ଖଟିଆ ର ଶବର ଶବରେନ୍ ନୃତ୍ୟ, କଳାହାଣ୍ଡି ର ଘୁମୁରା, ବରଗଡ଼ ଘେଁସ ର ଘଣ୍ଟ ପାର୍ଟି, ମହଦା ର ବାଜା ସାଲ ସହ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ର ଲୋକ ଗୀତ ଲୋକ ନାଚ ର ତାଳେ ତାଳେ ଆଜି ହର ଗୌରୀ ଙ୍କ ନଗର ପରିକ୍ରମା ରେ ସହର କମ୍ପି ଉଠିଥିଲା l ଯାତ୍ରା ର ଲାଇଫ ସୋ ପ୍ରତିମୂର୍ତ୍ତି, ବିଭିନ୍ନ ମେଢ଼ ଓ ଆଜିର ନଗର ପରିକ୍ରମା ରେ ପାଖ ପଡୋଶୀ ଜିଲ୍ଲା ର ହଜାର ହଜାର ଲୋକ ଙ୍କ ଭିଡ଼ ଲାଗି ରହିଥିଲା l ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ଶାନ୍ତି ଶୃଂଖଳା ବ୍ୟବସ୍ଥା କରା ଯାଇଥିଲା l ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପ୍ରେସ ମିଡ଼ିଆ ଓ ଦର୍ଶକ ଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଯାତ୍ରା କମିଟି ପକ୍ଷରୁ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରାଯାଇଛି l


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like