-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
15-Oct-2025
(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଦ୍ଵାରା ଉଦଘାଟନ ହେବାର ଥିଲା କିନ୍ତୁ ଉପ ନିର୍ବାଚନ ଦୃଷ୍ଟିରୁ ଜିଲ୍ଲାପାଳ ଆସିଲେନି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୋଡ଼େନ ସାପ୍ତାହିକ ବଜାର ପାଖରେ ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ବିପିନ ବିହାରୀ ଧରୁଆ ଯୋଗଦାନ କରି ଶୁଭ ଉଦଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସଂପାଦକ ପ୍ରଜେଶ କୁମାର ହଂସଙ୍କ ସମେତ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।