-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

*ପ୍ରାସାସନିକ ଅଧିକାରୀ ହୋଇ ବି ମାନବିକତା କୁ ଭୁଲି ନାହାନ୍ତି*- *ହୃଦରୋଗ ରେ ପିଡୀତ ହର୍ଷବର୍ଦ୍ଧନଙ୍କ ଘରେ ପହଞ୍ଚିଲେ ଏସପି ଓ କଟକ ଡ଼ାକ୍ତରୀ ଦଳ*

15-Oct-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ହୃଦରୋଗରେ ପିଡୀତ ୧୫ ବର୍ଷୀୟ ହୃଦ୍ ରୋଗୀ ତଥା ସାମ୍ୱାଦିକ ଯୁଧିଷ୍ଟିର ସାହୁଙ୍କ ପୁଅ ହର୍ଷବର୍ଦ୍ଧନ ଙ୍କ ବାସଭବନ ରେ ଆଜି ପହଁଚିଲେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଓ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରି ରୋଗୀ ର ସ୍ୱାସ୍ଥ୍ୟ ଅବସ୍ଥା ବୁଝି ନିରୀହ ପରିବାର କୁ ସାହସ ଯୋଗାଇଲେ l କଟକ ଏସ୍ ସି ବି ମେଡ଼ିକାଲ ର ପ୍ରାକ୍ତନ ଅଧୀକ୍ଷକ ତଥା ନେସନାଲ ମେଡିକାଲ୍ କାଉନସିଲ ମେମ୍ବର  ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ଯ ପିଡୀତ ଙ୍କ ଘରେ ପହଞ୍ଚି ଭିଡିଓ କଲ ମାଧ୍ୟମରେ କଟକ ବଡ଼ ଡ଼ାକ୍ତରଖାନାର କାଡିଓଲୋଜି ମୁଖ୍ୟ ଡ଼ାକ୍ତର ମନୋଜ ପଟ୍ଟନାୟକ ଓ ଡାକ୍ତରୀ ଦଳ ସହ ରୋଗୀ ର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଓ ଅପରେସନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ l ଚାରି ପାଞ୍ଚ ଦିନ ପୂର୍ବରୁ ସାମ୍ୱାଦିକ ଙ୍କ ଠାରୁ ଏ ଖବର ଶୁଣି ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମଧ୍ୟ ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ସହ ପହଞ୍ଚି ହର୍ଷବର୍ଦ୍ଧନ ର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ସରକାରୀ ସ୍ଥରରେ ଉଚ୍ଚ ଓ ଉତ୍ତମ ଚିକିତ୍ସା ପାଇଁ ଫୋନ୍ ମାଧ୍ୟମରେ ପରାମର୍ଶ କରିଥିଲେ l ଏହି ସମୟରେ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ହର୍ଷବର୍ଦ୍ଧନ ଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରି ଥିଲେ l ଜିଲ୍ଲାପାଳ ଙ୍କ ଅନୁରୋଧ  କ୍ରମେ ପରେ ଡାକ୍ତର ହୋତା ଏଠାରେ ପହଞ୍ଚି  ପିଡୀତ ଙ୍କ ସ୍ୱାସ୍ଥ୍ୟ ଓ ପୂର୍ବରୁ ଚିକିତ୍ସା କରିଥିବା ସବୁ ଡକ୍ୟୁମେଣ୍ଟ ଯାଞ୍ଚ କରି ସ୍ଥିତି ପରଖି ଥିଲେ l ଏ ଖବର ପ୍ରଚାର ପରେ ସ୍ଥାନୀୟ କୋଶଳ ଆବାସିକ ବିଦ୍ୟାଳୟ ପକ୍ଷରୁ ୫ ହଜାର ଟଙ୍କା, ମହାରାଜା ହାଇସ୍କୁଲ ୧୯୯୧ ବ୍ୟାଚ୍ ପକ୍ଷରୁ କୋଡିଏ ହଜାର ଟଙ୍କା ପିଡୀତ ଙ୍କ ପିତାମାତା ଙ୍କୁ ସହାୟତା ପ୍ରଦାନ କରାଯାଇଛି l ଓ ଜିଲ୍ଲାପାଳ, ଏସପି, ଡାକ୍ତରୀ ଦଳ, ସାମ୍ୱାଦିକ ସଂଘ, ଓ ହର୍ଷବର୍ଦ୍ଧନ ଙ୍କ ପଡିଶା ଲୋକ ଙ୍କ ପକ୍ଷରୁ ମା ସୁରେଶ୍ଵରୀ ଓ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ର ନରସିଂହ ବାବା ଙ୍କ ଠାରେ ପିଡୀତ ଙ୍କ ପାଇଁ ଆରୋଗ୍ୟ କାମନା କରାଯାଇଛି l ଜିଲ୍ଲାପାଳ, ଏସପି,  ଡାକ୍ତର  ହୋତା ଙ୍କ ସମେତ ଜିଲ୍ଲା ପ୍ରଶାସନ, ଓଡ଼ିଶା ସାମ୍ୱାଦିକ ସଂଘ ଓ ସ୍ବେଛାସେବୀ ଓ ଶିକ୍ଷା ଅନୁଷ୍ଠାନ ର  ଏ ମହନୀୟତା କାର୍ଯ୍ଯ କୁ ବୁଦ୍ଧିଜୀବି ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି l


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like