-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
15-Oct-2025
ଟିଟିଲାଗଡ:- ଆଜି ବୁଧୁବାର।ଟିଟିଲାଗଡ ଅନ୍ତର୍ଗତ ଦେଶିଲ୍ ଠାରେ ଥିବା ଅନ୍ୱେଷା ହଷ୍ଟେଲ ରେ ଆଜି ର ଉପସ୍ଥାନ ଛାତ୍ର ୨୨୫ ଜଣ ଥିବା ବେଳେ ଛାତ୍ରୀ ସଂଖ୍ୟା ୧୮୦ ଜଣ ଥିଲେ।ତେବେ ସରକାର ଛାତ୍ର ଛାତ୍ରୀ ମାନଙ୍କ ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ଉପସ୍ଥାନ କାହିଁକି ଜଣାପଡି ନାହିଁ।ବିଗତ ଏପ୍ରିଲ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଖର୍ଚ୍ଚ ବାବଦକୁ ଆସୁଥିବା ଛାତ୍ର ଛାତ୍ରୀ ପିଛା ୧୧୦୦ ଟଙ୍କା ମିଳି ନ ଥିଲା।ବର୍ତ୍ତମାନ ଏହି ଟଙ୍କା ଆସିଥିବାରୁ ହଷ୍ଟେଲ କତୃପକ୍ଷ ଆଶ୍ୱସ୍ତି ଅନୁଭବ କରିଥିଲେ।ତେବେ ଆଗକୁ ଛାତ୍ର ଛାତ୍ରୀ ମାନଙ୍କ ଖର୍ଚ୍ଚ ଟଙ୍କା କେତେ ବୃଦ୍ଧି ହେବ ସରକାର ଙ୍କ ବିଚାର ବାକି ରହିଲା।