-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||     

HOME   ଦେଶ ବିଦେଶ

କ୍ରାଇମ ବ୍ରାଞ୍ଚରେ ହଜର ନହୋଜ ସୁପ୍ରିମ କୋର୍ଟ ଗଲା ରିପବ୍ଲିକ ଟିଭି

10-Oct-2020



ଦିଲ୍ଲୀ,10/10-ଟିଆରପି ସ୍କାମ ନେଇ ମୁମ୍ୱାଇ ପୁଲିସ ରିପବ୍ଲିକ ଟିଭିର ସିଏଫଓଙ୍କୁ ସମନ କରିଛନ୍ତି। ଆଜି ସିଏଫଓ (ଚିଫ୍ ଫିନାନଶିଆଲ୍ ଅଫିସର) ଶିବ ସୁନ୍ଦରମ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବାର ଥିଲା। ହେଲେ ପୁଲିସକୁ ଚିଠି ଲେଖି ସୁନ୍ଦରମ କହିଛନ୍ତି, ସେ ତଦନ୍ତରେ ସହଯୋଗ ପାଇଁ ରାଜି। ଅକ୍ଟୋବର ୧୪-୧୫ ମଧ୍ୟରେ ସେ ତଦନ୍ତ ସହଯୋଗ କରିବେ। ମୁମ୍ୱାଇ ବାହାରେ କାମ ରହିଛି। ସମନ ପୂର୍ବରୁ ଏହି କାମ ଫିକ୍ସ ହୋଇଛି। ତେଣୁ ଆଗାମୀ ସପ୍ତାହରେ ସେ ତଦନ୍ତରେ ସହଯୋଗ କରିବେ ବୋଲି ଚିଠି ଲେଖି କହିଛନ୍ତି!!* ଅନ୍ୟପଟେ ରିପବ୍ଲିକ ନେଟଓ୍ୱର୍କର ଅନ୍ୟତମ ସମ୍ପାଦକ ତଥା ଚ୍ୟାନେଲର ପ୍ରତିଷ୍ଠାତା ଏବଂ ଲୋକପ୍ରିୟ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ତ୍ରୀ ସମ୍ୟବ୍ରତ ରୟ ଗୋସ୍ୱାମୀଙ୍କୁ କ୍ରାଇମବ୍ରାଞ୍ଚ ସମମ କରିବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ମୁମ୍ୱାଇ ପୁଲିସର ସମନକୁ ଚ୍ୟାଲେଞ୍ଜ କରି ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତେଣୁ କୋର୍ଟଙ୍କ ଶୁଣାଣି ନହେବା ଯାଏ ତଦନ୍ତ ଆଗକୁ ନବଢ଼ାଇବା ପାଇଁ ମଧ୍ୟ ସୁନ୍ଦରମ କହିଛନ୍ତି। କୋର୍ଟରେ ଶୁଣାଣି ପାଇଁ ଲିଷ୍ଟିଂ ହୋଇଛି। ଆସନ୍ତା ସପ୍ତାହରେ ଶୁଣାଣି ହୋଇପାରେ!!* ଟିଆରପି ମାପୁଥିବା ବାର୍କ ଏବଂ ହାଂସ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ ପୁଲିସ ତଦନ୍ତ କରି ରିପବ୍ଲିକ ଟିଭି ଏବଂ ଦୁଇ ମରାଠୀ ଚ୍ୟାନେଲ ସ୍କାମରେ ଲିପ୍ତ ଥିବା କହିଛି। ଏହାପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି। ଅନ୍ୟପଟେ ବାର୍କ ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଇଣ୍ଡିଆ ଟୁଡେ ନାଁ ରହିଛି। ହେଲେ ପୁଲିସ ଏ ବାବଦରେ ନିରବ ରହିଛି। ଯାହାକୁ ପ୍ରସଙ୍ଗ କରିଛି ରିପବ୍ଲିକ ଟିଭି। ସୁଶାନ୍ତଙ୍କ ମୃତ୍ୟୁ, ପାଲଘର ମୋବ ଲିଞ୍ଚିଙ୍ଗ ଆଦି ପ୍ରସଙ୍ଗରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ କଡ଼ା ପ୍ରଶ୍ନ କରିଛି। ସେଥିପାଇଁ ବ୍ୟକ୍ତିଗତ ରାଗ ରଖିବାକୁ ଯାଇ ଦୁଷ୍ଟ ଲୋକଙ୍କ ସହ ମିଶି ମୁମ୍ୱାଇ ପୁଲିସ ଏଭଳି କରୁଛି ବୋଲି ରିପବ୍ଲିକ ଟିଭିର ସହ ସମ୍ପାଦକ ଏବଂ ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି!!*ଅନ୍ୟପଟେ ରିପବ୍ଲିକ ନେଟଓ୍ୱର୍କର ଅନ୍ୟତମ ସମ୍ପାଦକ ତଥା ଚ୍ୟାନେଲର ପ୍ରତିଷ୍ଠାତା ଏବଂ ଲୋକପ୍ରିୟ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ତ୍ରୀ ସମ୍ୟବ୍ରତ ରୟ ଗୋସ୍ୱାମୀଙ୍କୁ କ୍ରାଇମବ୍ରାଞ୍ଚ ସମମ କରିବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ମୁମ୍ୱାଇ ପୁଲିସର ସମନକୁ ଚ୍ୟାଲେଞ୍ଜ କରି ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତେଣୁ କୋର୍ଟଙ୍କ ଶୁଣାଣି ନହେବା ଯାଏ ତଦନ୍ତ ଆଗକୁ ନବଢ଼ାଇବା ପାଇଁ ମଧ୍ୟ ସୁନ୍ଦରମ କହିଛନ୍ତି। କୋର୍ଟରେ ଶୁଣାଣି ପାଇଁ ଲିଷ୍ଟିଂ ହୋଇଛି। ଆସନ୍ତା ସପ୍ତାହରେ ଶୁଣାଣି ହୋଇପାରେ!!


News Comment




Photo in News

Advertisment
Lastest News
  ଜିଲ୍ଲା  
୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   24-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   24-Jun-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026

You Might Also Like